Browsing Category

ରୋଗ ପୋକ ପରିଚାଳନା

ଚକଡା ପୋକର ସମନ୍ବିତ ପରିଚାଳନା

ଚକଡା ପୋକ ଧାନ ଗଛରେ ଲାଗୁଥିବା କୀଟ ମାନଙ୍କ ମଧ୍ୟରୁ ଅନ୍ୟତମ । ଏହି କୀଟ ଆକ୍ରମଣ ଯୋଗୁଁ ବର୍ଷା ଦିନିଆ ଧାନରେ ଶତକଡା ୨୫ ଏବଂ ଡ଼ାଳୁଅ ଧାନରେ ଶତକଡା ୩୦ ଭାଗ ଅମଳ କମିଯାଏ | ପ୍ରତିବର୍ଷ ଓଡିଶାରେ ଏହି ପୋକର ପ୍ରକୋପ ଦେଖାଯାଏ । ବିଗତ କିଛି ବର୍ଷଧରି ଏହାର ପ୍ରକୋପ କଳାହାଣ୍ଡି, ନୂଆପଡା,…
Read More...

ହାଇଡ୍ରୋପୋନିକ୍ ଚାଷରେ କୀଟ ପରିଚାଳନା

ହାଇଡ୍ରୋପୋନିକ୍ ଚାଷ ପଦ୍ଧତି କ’ଣ? ଏହା ବିନା ମାଟି ଏବଂ କେବଳ ଜଳ ଦ୍ଵାରା ଚାଷ କରିବାର ଏକ ଆଧୁନିକ ପଦ୍ଧତି ଅଟେ। ଗଛକୁ ସୁଦୃଢ କରିବା ପାଇଁ ଏଥିରେ ପ୍ଲାଷ୍ଟିକ୍ସ,ବାଲି ଏବଂ କୋକ ପିଟ୍ ର ବ୍ୟବହାର କରାଯାଏ।ବୈଜ୍ଞାନିକଙ୍କ ମତରେ ଏହି ପଦ୍ଧତି ଦ୍ଵାରା ଜଳ ମାଧ୍ୟମରେ ସିଧାସଳଖ ଗଛର…
Read More...

ଖରାଟିଆ ଆଖୁ ଫସଲରେ ସଅଳ କାଣ୍ଡବିନ୍ଧା ପୋକ ପରିଚାଳନା

ଆମ ରାଜ୍ୟ ସମଗ୍ର ଦେଶରେ କୃଷି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ସୁବିଦିତ । ଶସ୍ୟ ଜାତୀୟ ତଥା ଉଦ୍ୟାନକୃଷି ଜାତୀୟ ଫସଲ ଉତ୍ପାଦନ କରି ଚାଷୀଭାଇମାନେ ନିଜର ଜୀବିକା ପ୍ରତିପୋଷଣ କରିଥାନ୍ତି । ରାଜ୍ୟର ପ୍ରମୁଖ ଅର୍ଥକାରୀ ଫସଲ ଭାବେ ଆଖୁ ବହୁସ୍ଥାନରେ ଚାଷ କରାଯାଏ । ଆଖୁ ଫସଲରେ ସମସ୍ୟା…
Read More...

ଟମାଟୋରେ ଫଳ ବିନ୍ଧା ପୋକର ଦମନ

ଟମାଟୋ ହେଉଛି ଭାରତର ସବୁଠାରୁ ଲାଭଜନକ ଫସଲ | ତେଣୁ ଟମାଟୋର ବ୍ୟବସାୟିକ ଚାଷ ଏକ ଲାଭଜନକ କୃଷି ବ୍ୟବସାୟ | ଭାରତର ବିଭିନ୍ନ ସ୍ଥାନରେ ବର୍ଷସାରା ଟମାଟୋ ଚାଷ ସମ୍ଭବ |କେନ୍ଦୁଝର ଏବଂ ମୟୂରଭଞ୍ଜ ବ୍ୟତୀତ ଟମାଟୋ ଏବଂ ଅନ୍ୟାନ୍ୟ ପନିପରିବା ଉତ୍ପାଦନ କରୁଥିବା ଅନ୍ୟ ତିନୋଟି ଜିଲ୍ଲା ହେଉଛି…
Read More...

ମୁଗ ଫସଲରେ କୀଟ ପରିଚାଳନା

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । ପ୍ରାୟତଃ ୭୦ ଭାଗ ଲୋକ ଜୀବନ ଜୀଇଁବା ପାଇଁ ଚାଷ ଉପରେ ନିର୍ଭର କରିଥାନ୍ତି । ମୁଖ୍ୟତଃ ଧାନକୁ ବେଶୀ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଧାନ ଅମଳ ପରେ ପରେ ଜମିରେ ମୁଗ , ବିରି , ସୋରିଷ ପ୍ରଭୃତି ଚାଷ କରି ଚାଷୀ ମାନେ ଲାଭବାନ ହୋଇଥାନ୍ତି । ଡ଼ାଲିଜାତୀୟ ଫସଲ…
Read More...

ଚିନାବାଦାମ ଫସଲରେ ଗଳାପଚା ରୋଗ ବ୍ୟାପୁଥିଲେ

ବିହନ ଜମିରେ ବୁଣିବା ପୂର୍ବରୁ ବିହନକୁ କବକ ନାଶକ ୩ ଗ୍ରାମ ଥିରାମ କିମ୍ବା ୧.୫ ଗ୍ରାମ କାରବେଣ୍ଡଜୀମ ପ୍ରତି ଏକ କେ.ଜି ବିହନ ହିସାବରେ ମିଶାଇ ବିଶୋଧନ କରନ୍ତୁ ।ଜମିରେ ୧.୫ ଗ୍ରାମ କାରବେଣ୍ଡାଜୀମ କିମ୍ବା ୩.୫ ଗ୍ରାମ ମାନକୋଜବ ପ୍ରତି ଲିଟର ପାଣିରେ ମିଶାଇ ଫସଲର ମୂଳ ଅଂଶରେ ଓ ମୂଳ ପାଖରେ…
Read More...

ମକା ଫସଲରେ କାଣ୍ଡବିନ୍ଧା ପୋକ ନିୟନ୍ତ୍ରଣ

ମୃତ୍ତିକା, ଜଳବାୟୁର ବିଭିନ୍ନତା ତଥା ଉନ୍ନତ କୃଷିପଦ୍ଧତି ଦ୍ୱାରା ଆଜିର ଏକବିଂଶ ଶତାବ୍ଦୀର ଭାରତ ଏକ କୃଷି ପ୍ରଧାନ ରାଷ୍ଟ୍ର ଭାବେ ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଛି । ଆମ ଦେଶ ତଥା ଆମ ରାଜ୍ୟରେ ଚାଷ କରାଯାଉଥିବା କେତୋଟି ପ୍ରଧାନ ଫସଲ ମଧ୍ୟରୁ ମକାର ସ୍ଥାନ ସ୍ୱତନ୍ତ୍ର । ମକା…
Read More...

ମାଛ ଚାଷରେ ଦେଖା ଯାଉଥିବା ସମସ୍ୟା ଓ ସମାଧାନ

୧. ପୋଖରୀ ପାଣି ଖୁବ ସଫା ଥିଲେ : ନିୟମିତ ଖତସାର ପ୍ରୟୋଗ କରିବା, ଚୂନ ବ୍ୟବହାର କରିବା୨.ମାଛ ଭଲ ନ ବଢିବା : ଆନୁପାତିକ ହାରରେ ଜାଆଁଳ ଛାଡ଼ିବା , ପାଣି ଓ ମାଟି ପରୀକ୍ଷା କରି ଚୂନ ପ୍ରୟୋଗ କରିବା୩.ମାତ୍ରାଧିକ ଚିଙ୍ଗୁଡିଆ ଦଳ ବଢିଥିଲେ ; ଦଳ ସଫା କରିବା , ଗ୍ରାସ କର୍ପ ମାଛ ଛାଡ଼ିବା୪.…
Read More...

ଧାନ ଫସଲରେ ଚକଡ଼ା ପୋକ

ଓଡ଼ିଶାର ବିଭିନ୍ନ ଋତୁରେ ବିଭିନ୍ନ ଚାଷ କରାଯାଇଥିଲେ ହେଁ ଧାନ ମୁଖ୍ୟ ଚାଷ ଅଟେ । ମୁଖ୍ୟତଃ ଖରିଫ ଋତୁର ଆରମ୍ଭରେ ଧାନ ଚାଷ କରାଯାଇଥାଏ, ପରନ୍ତୁ ଧାନ ଚାଷର କେତେକ କ୍ଷତିକାରକ କୀଟ ଏହାର ଉତ୍ପାଦନରେ ହ୍ରାସ କରାଇଥାଏ । ଧାନ ଫସଲର ଏକ ପ୍ରମୁଖ କୀଟ ଚକଡ଼ା ପୋକ ଅଟେ । ଓଡିଶାର ଚାଷୀ ମାନେ…
Read More...