ମାଛ ଚାଷରେ ଦେଖା ଯାଉଥିବା ସମସ୍ୟା ଓ ସମାଧାନ

0

୧. ପୋଖରୀ ପାଣି ଖୁବ ସଫା ଥିଲେ : ନିୟମିତ ଖତସାର ପ୍ରୟୋଗ କରିବା, ଚୂନ ବ୍ୟବହାର କରିବା
୨.ମାଛ ଭଲ ନ ବଢିବା : ଆନୁପାତିକ ହାରରେ ଜାଆଁଳ ଛାଡ଼ିବା , ପାଣି ଓ ମାଟି ପରୀକ୍ଷା କରି ଚୂନ ପ୍ରୟୋଗ କରିବା
୩.ମାତ୍ରାଧିକ ଚିଙ୍ଗୁଡିଆ ଦଳ ବଢିଥିଲେ ; ଦଳ ସଫା କରିବା , ଗ୍ରାସ କର୍ପ ମାଛ ଛାଡ଼ିବା
୪. ମାଛ ଦେହରେ କ୍ଷତ ରୋଗ ଦେଖାଯିବା: ସଂକ୍ରମିତ ମାଛ ବାହାର କରିବା, ଚୂନ ପ୍ରୟୋଗ କରିବା
୫. ପୋଖରୀ ପାଣି ଗୋଳିଆ ହେଲେ: ସବୁଜ ସାର ପ୍ରୟୋଗ କରିବା , ଚୂନ ପ୍ରୟୋଗ କରିବା

Leave A Reply

Your email address will not be published.

three × three =