Browsing Category
କୃଷି ଖବର (Agriculture news)
ସବୁଜ ସାର ମୃତ୍ତିକାର ଉର୍ବରତା ଓ ଫସଲ ଉତ୍ପାଦନ ବୃଦ୍ଧିର ଉତ୍ସ
ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ କରିବା ପାଇଁ ଯେ କୌଣସି ଉପାୟରେ ଜମିର ଉର୍ବରତା ବଢ଼ାଇବା ଦରକାର । ଅନ୍ୟ ପକ୍ଷରେ ଆମ ଦେଶରେ ଦିନକୁ ଦିନ ଲୋକସଂଖ୍ୟା କ୍ରମାଗତ ଭାବେ ବଢ଼ିଚାଲିଛି । ସୀମିତ ଜମିରୁ ଅଧିକ ଖାଦ୍ୟଶସ୍ୟ ଉତ୍ପନ୍ନ କରିବା ପାଇଁ ସବୁଜ ସାର ନିତାନ୍ତ ଆବଶ୍ୟକ।ମୁଖ୍ୟ ଫସଲ…
Read More...
Read More...
ଜୈବିକ ପଦ୍ଧତିରେ ବିହନ ବିଶୋଧନ
ଗଛରେ ଅନେକ ପ୍ରକାର ରୋଗ ବିହନରୁ ସଂକ୍ରମିତ ହୋଇଥାଏ ଯାହାକୁ ବିହନ ବିଶୋଧନ ଦ୍ୱାରା ପ୍ରତିରୋଧ କରିହେବ I ଯଦି ଠିକ ଭାବରେ ପରିଚାଳନା କରା ନ ଯାଏ, ତେବେ ରୋଗ ପୋକ ଆକ୍ରମଣ ଫସଲର ଅମଳ ଉପରେ ଗମ୍ଭୀର କୁପ୍ରଭାବ ପକାଇବ Iବିହନ ବିଶୋଧନ ହେଉଛି ବିହନକୁ ସୁରକ୍ଷା ଦେବାପାଇଁ ଏଥିରେ ପ୍ରୟୋଗ…
Read More...
Read More...
ଉନ୍ନତମାନର ବାଇଗଣ ଚାଷ ପ୍ରଣାଳୀ
ବାଇଗଣ ଏକ ଲାଭଜନକ ପରିବା । ଆମ ରାଜ୍ୟରେ ଏହା ସବୁ ଅଞ୍ଚଳରେ ଓ ସବୁ ଋତୁରେ ଚାଷ ହୋଇଥାଏ। ବର୍ଷାଦିନେ ଅଧିକ ବର୍ଷା ହେଲେ ଗଛରୁ ଫୁଲ ଝଡ଼ି ପଡ଼ିବାର ସମ୍ଭାବନା ଥାଏ । ଜଳସେଚନର ସୁବିଧା ଥିବା ଜମିରେ ଅଗଷ୍ଟ–ସେପ୍ଟେମ୍ବର ମାସରେ ଚାରା ଲଗାଇଲେ, ନଭେମ୍ବର ଆଡ଼କୁ ଫୁଲ ଧରି ପ୍ରଚୁର ଫଳେ ।…
Read More...
Read More...
ଖରାଟିଆ ଚାଷ ପ୍ରାଥମିକ କର୍ଷଣର ଏକ ପର୍ଯ୍ୟାୟ
ଖରାଟିଆ ଚାଷ ଖରାଦିନେ ହେଉଥିବା ବର୍ଷା ଉପରେ ନିର୍ଭର କରି କରାଯାଏ । ଏପ୍ରିଲ ଓ ମେ ମାସରେ ଅସରାଏ ଦୁଇ ଅସରା ବର୍ଷା ପରେ ଖରାଟିଆ ଚାଷ କରିବା ଉଚିତ। ସାଧାରଣତଃ ବିହନ ବୁଣିବାର ବହୁ ପୂର୍ବରୁ ଜମିକୁ ଖରା ସମୟରେ ଚାଷ କରି ପ୍ରସ୍ତୁତ କରି ରଖିବାକୁ ହିଁ ଖରାଟିଆ ଚାଷ କୁହାଯାଏ। ଖରାଟିଆ…
Read More...
Read More...
ଜଳବାୟୁ ଉପଯୋଗୀ ଚାଷକୁ ଗୁରୁତ୍ଵ
ରାଜ୍ୟରେ ଖରିଫ ଚାଷ କିଭଳି ଭଲରେ ହୋଇପାରିବ, ସେନେଇ ଅଣ୍ଟା ଭିଡିଛି ରାଜ୍ୟ କୃଷି ବିଭାଗ। ବିଶେଷକରି ପରିବର୍ତ୍ତିତ ପାଣିପାଗକୁ ଦେଖି ଚାଷୀମାନଙ୍କୁ ଚାଷ ପାଇଁ ପ୍ରୋତ୍ସାହନ ଦେବାକୁ ବିଭାଗ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ। ଜଳବାୟୁ ଉପଯୋଗୀ ଚାଷ କିପରି ଚାଷୀ କରିବେ, ସେନେଇ…
Read More...
Read More...
ଖରାଟିଆ ଚାଷ ଓ ସବୁଜ ସାର
ଖରାଟିଆ ଚାଷ ପ୍ରାଥମିକ କର୍ଷଣର ଏକ ପର୍ଯ୍ୟାୟ । ଓଡିଶାରେ ସାଧାରଣତଃ ଶାରଦ ଧାନ କଟା ହେବା ପରେ ଜମି ପଡିଆ ପଡେ କିମ୍ବା ବତର ଥିଲେ ହଳ କରାଯାଇ ମୁଗ, ବିରି, ଧନିଆ, ଚଣା ଇତ୍ୟାଦି ରବି ଫସଲ ବୁଣାଯାଏ । ଚୈତ୍ର ଓ ବୈଶାଖ ମାସରେ କିଛି କିଛି ବର୍ଷା ହୁଏ । ଏହାଦ୍ଵାରା ମାଟି ବତର ହୁଏ ।…
Read More...
Read More...
ଉଚ୍ଚଜମିରେ କଖାରୁ ଜାତୀୟ ପନିପରିବା ଚାଷର ପ୍ରକୃଷ୍ଟ ସମୟ
ବିଶ୍ୱାସ ରହିଛି, ଅକ୍ଷୟ ତୃତୀୟାରେ ବିହନ ବୁଣିଲେ ବିହନ କ୍ଷୟ ହୁଏ ନାହିଁ । ବୃହତ୍ ଉଠା ଜଳସେଚନ ଅଞ୍ଚଳରେ ଥିବା ଉଚ୍ଚ ଜମିରେ ଧାନ ପରିବର୍ତ୍ତେ ପନିପରିବା ଚାଷ କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ। ନାନା ପ୍ରକାରର ପନିପାରିବା ଖାଦ୍ୟରୂପେ ବିଭିନ୍ନ ଦେଶଗୁଡିକରେ ବ୍ୟବହୃତ…
Read More...
Read More...
ଘନ ଜୀବାମୃତର ପ୍ରସ୍ତୁତି ଏବଂ ପ୍ରୟୋଗ ବିଧି
ଘନ ଜୀଵାମୃତ ପ୍ରୟୋଗ ଦ୍ଵାରା ମୃତ୍ତିକାରେ ଅଣୁଜୀବ ପରିମାଣ ବୃଦ୍ଧି ହୋଇଥାଏ ଏବଂ ଫସଲ କୁ ଠିକ ଭାବେ ଖାଦ୍ୟସାର ପ୍ରଦାନ କରିଥାଏ। ତେଣୁ ଘନ ଜିବାମୃତ ପ୍ରସ୍ତୁତି ପ୍ରଣାଳୀ ଏବଂ ପ୍ରୟୋଗ ବିଧି ଜାଣିବା ନିତାନ୍ତ ଜରୁରୀ। ଏହାକୁ ଆମେ କୃତ୍ରିମ ଉପାୟରେ ପ୍ରସ୍ତୁତ କରିପାରିବା। ଘନ ଜୀବାମୃତ…
Read More...
Read More...
ମୁଗ ଓ ବିରିର ରୋଗ ପରିଚାଳନା
ମୁଗ ଓ ବିରି ଫସଲ ଆମ ରାଜ୍ୟରେ ଏକ ମୁଖ୍ୟ ଡାଲି ଜାତୀୟ ଫସଲ ଭାବେ ପରିଚିତ। କିନ୍ତୁ ଏହି ଫସଲର ବିଭିନ୍ନ ଅବସ୍ଥାରେ ରୋଗ ପୋକ ଆକ୍ରମଣ କରୁଥିବାରୁ ଅମଳ ଯଥେଷ୍ଟ ବାଧାପ୍ରାପ୍ତ ହେବା ସହ କମ୍ ଉତ୍ପାଦନ ହୋଇଥାଏ। ଏଥିପାଇଁ ଚାଷୀମାନେ ରୋଗ ପରିଚାଳନା ସମ୍ପର୍କରେ ଜାଣିବା ନିହାତି ଆବଶ୍ୟକ। ମୁଗ…
Read More...
Read More...
ଧାନର ନୂଆ କିସମ ଆର.ଏନ.ଆର୍ – ୧୫୦୪୮
ଆର.ଏନ୍.ଆର ୧୫୦୪୮ ଧାନ ୧୨୦ ରୁ ୧୨୫ ଦିନ ମଧ୍ୟରେ ଅମଳ ହୋଇପାରୁଥିବା ଧାନର ଏକ କିସମ ଅଟେ । ମୁଖ୍ୟତଃ ଏହା ଜୁଲାଇ ମାସରେ ଚାଷ କରାଯାଇଥାଏ । ଜୀବାଣୁ ଜନିତ ପତ୍ରପୋଡ଼ା ରୋଗର ଏହା ସହନଶୀଳ କିସମ ଅଟେ । ସାଧାରଣତଃ ଏହାକୁ ଖରିଫ ଓ ରବି ଉଭୟ ଚାଷ ରତୁରେ ଚାଷ କରାଯାଇଥାଏ । ଅମଳ ଅଧିକ ହେବା…
Read More...
Read More...