Browsing Category

ଚାଷ ପ୍ରଣାଳୀ

ଜିଆଖତର ପ୍ରୟୋଗ ପ୍ରଣାଳୀ

କ୍ଷେତ୍ର ଫସଲ ବା ଶସ୍ୟ, ଡାଲି ଏବଂ ଅନ୍ୟାନ୍ୟ ଫସଲରେ ହେକ୍ଟର ପିଛା ୨-୩ ଟନ୍‌ ଜିଆଖତ ବ୍ୟବହାର କରାଯାଏ । ମଞ୍ଜି ବୁଣିବା ସମୟରେ ବା ଚାରା ୧୫ ସେ.ମି. ଉଚ୍ଚତା ହେବା ପରେ ଧାଡ଼ିରେ ଏହାର ପ୍ରୟୋଗ ଲାଭ ଦାୟକ ହୋଇଥାଏ । ଫଳଗଛ ଗୁଡ଼ିକରେ ଗଛର ବୟସକୁ ଦୃଷ୍ଟିରେ ରଖି ୫ଗରୁ ପିଛା ୫-୧୦ କି.ଗ୍ରା…
Read More...

ପଞ୍ଚଗବ୍ୟର ପ୍ରସ୍ତୁତି ଓ ପ୍ରୟୋଗ ପ୍ରଣାଳୀ

ରାସାୟନିକ ସାରର ବହୁଳ ବ୍ୟବହାର ଏବେ ସବୁଆଡେ଼ ଆମ ଦୃଷ୍ଟିକୋଣରେ ପରିଲକ୍ଷିତ । କିନ୍ତୁ ଆମ ଅଜାଣତରେ ଆମେ ନିଜେ ନିଜର ଶରୀରର କେତେ ଯେ କ୍ଷତି କରୁଛନ୍ତି , ସେକଥା ଜାଣି ନାହାନ୍ତି । ତେଣୁ ଏହି ଆଧୁନିକତାକୁ ଦ୍ୱାହି ଦେଇ ଏବେ ଜୈବିକ କୃଷିର ବ୍ୟବହାରକୁ ପ୍ରାଥମିକତା ଦିଆଯାଉଛି । କେନ୍ଦ୍ର…
Read More...

ଧାନ ତଳିର ଉପଯୁକ୍ତ ଯତ୍ନ

ବିହନ ବୁଣିବାର ପ୍ରଥମ କିଛି ଦିନ ପର୍ଯ୍ୟନ୍ତ ତଳିପଟିକୁ କେବଳ ଓଦା ରଖନ୍ତୁ । ଧାନ ଗଜା ବଢ଼ିଗଲେ ୨-୩ ଇଂଚ ପର୍ଯ୍ୟନ୍ତ ଠିଆପାଣି ବାନ୍ଧି ରଖନ୍ତୁ । ଗଜାହେବାର ୧୫ଦିନ ପରେ ୧୦ ଡ଼ିସିମିଲ ତଳିପଟି ପାଇଁ ୪ କିଗ୍ରା ୟୁରିଆ ସାର ପକାନ୍ତୁ । ଏହା ଦ୍ୱରା ତଳି ହୃଷ୍ଟପୃଷ୍ଟ ହୋଇ ବଢ଼ିବ। ତଳିକୁ…
Read More...

ଧାନ ଫସଲ ପାଇଁ ଉତ୍ତମ ମୃତ୍ତିକା ଚୟନ

ଧାନ - ଓଡ଼ିଶାର ମୁଖ୍ୟ ଫସଲ ଭାବେ ବେଶ ଜଣାଶୁଣା । ଖରିଫ ରୁତୁର ପ୍ରମୁଖ ପଓଲ ଭାବେ ଏହାକୁ ଚାଷ କରାଯାଇଥାଏ । ଏବେ ଧାନ ଚାଷ କରିବାର ସମୟ ଆସିଗଲେଣି । ଚାଷୀ ବି ପ୍ରସ୍ତୁତ ବେଶ କିଛି ଅମଳ କରିବା ପାଇଁ । ଏସବୁ ଭିତରେ ଧାନ ଚାଷ ପାଇଁ ପ୍ରମୁଖ ଉପାଦାନ ଜମି କିସମ ଅଟେ । କେଉଁ ଜମିରେ ଏହା…
Read More...

ଜାଣନ୍ତୁ ଟିସୁ କଲ୍‌ଚର ଜି- ୯ କଦଳୀ ଚାଷର ପ୍ରଣାଳୀ

ସାଧାରଣତଃ ଗ୍ରାମାଂଚଳ ମାନଙ୍କରେ କଦଳୀ ଚାଷକୁ ଚାଷୀ ମାନେ ବେଶୀ ପ୍ରାଥମିକତା ଦେଇଥାନ୍ତି । କାରଣ କଦଳୀ ଚାଷ ଏକ ଲାଭଜନକ ଫସଲ ।କିସମ- ଟିସୁ କଲଚର ପଦ୍ଧତିରେ କରାଯାଉଥିବା ଏହି କଦଳୀ ଚାଷ ପାଇଁ ସର୍ବୋକୃଷ୍ଟ କିସମ ହେଉଛି ଜି-୯ । ତେବେ ଏହା ସଅଳ କିସମ ହୋଇଥିବା ବେଳେ ବର୍ଷଯାକ ଚାଷୀ ନିଜ…
Read More...

ଛତୁ ଚାଷରେ ତାପମାତ୍ରା ନିୟନ୍ତ୍ରଣ

ଓଡ଼ିଶାରେ ବିଭିନ୍ନ ଋତୁରେ ବିଭିନ୍ନ ପନିପରିବା , ଫୁଲ , ଫଳ ଇତ୍ୟାଦି ଚାଷ କରାଯାଇଥାଏ । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଭାବେ ଶସ୍ୟ ଜାତୀୟ ଫସଲ ଉତ୍ପାଦନରେ ବେଶ ଆଗରେ ଅଛି । କିନ୍ତୁ ଛତୁ ଚାଷ ଏପରି ଏକ ମାଧ୍ୟମ ଯାହା ଦ୍ୱାରା ବେକାର ଯୁବକ ଯୁବତୀ ମାନେ ସହଜରେ ରୋଜଗାର କରିପାରିବେ । ନିଜ…
Read More...

ଧାନ କ୍ଷେତରେ ବ୍ୟବହାର କରନ୍ତୁ ଆଜୋଲା

ଏହା ଏକପ୍ରକାର ଦଳ । ଏହାର ପତ୍ରଗୋଲରେ ନୀଳହରିତ ଶୈବାଳ ବାସ କରି ଯବକ୍ଷାରଜାନ ନିବନ୍ଧିତ କରେ । ଏହି ଦଳ ଖୁବ୍‌ଶୀଘ୍ର ବଂଶବିସ୍ତାର କରି ବଢିପାରେ । ଧାନ ରୋଇବା ପୂର୍ବରୁ ବା ବେଉଷଣ କରିବାର ୨/୩ ସପ୍ତାହ ଆଗରୁ ଜମିରେ ୪ଇଂଚ ଠିଆ ପାଣି ରଖି ଆଜୋଲା ଦଳ ଛାଡ଼ି ଦିଆଯାଏ ।ଆଜୋଲା ଏହିଭଳି ଏକ…
Read More...

ଜାଣନ୍ତୁ ବାୟୋଫ୍ଲୋକ କ’ଣ ??

ବାୟୋଫ୍ଲୋକରେ ମୁଖ୍ୟତଃ ଫ୍ୟାଟି ଏସିଡ଼୍‌ ଥାଏ ଯାହାକି ଚିଙ୍ଗୁଡ଼ି ମାନଙ୍କର ପୋଷକତ୍ତ୍ୱ ଗ୍ରହଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଚିଙ୍ଗୁଡ଼ିମାନଙ୍କର ଅନ୍ତର୍ଦେଶୀୟ ବିଭାଜନରେ ବାୟୋଫ୍ଲୋକ ପ୍ରଯୁକ୍ତି ବିଦ୍ୟା ମୁଖ୍ୟତଃ ନାଇଟ୍ରୋଜେନ ଓ ଫସଫରସ୍‌ ଯଥାକ୍ରମେ ୭୦ ଓ ୬୬ ଶତକଡ଼ା ବଢ଼ାଇ ଥାଏ ।…
Read More...

ଓରେଗାନୋ ଚାଷ ଓ ପ୍ରସ୍ତୁତି ପ୍ରଣାଳୀ

ଆଜିକାଲିର ଯୁବପିଢୀଙ୍କର ଫାଷ୍ଟଫୁଡ ପ୍ରତି ବଢୁଥିବା ଆଗ୍ରହ ଓ ବଜାରର ବିଭିନ୍ନ ଫାଷ୍ଟଫୁଡ ଦୋକାନୀ ମାନଙ୍କର ଚାହିଦାକୁ ଆଖି ଆଗରେ ରଖି ଆଜି ଆପଣ ମାନଙ୍କୁ ଅହି ଅଭିନବ ଓରେଗାନୋର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଉପସ୍ଥାପନ କରିବାକୁ ଚାହୁଁଛୁ । ଏହି ଓରେଗାନୋ ସାଧାରଣତଃ ବିଭିନ୍ନ ଫାଷ୍ଟଫୁଡ…
Read More...

ହିଡ଼ ବିରି

ଅକ୍ଷୟ ତୃତିୟା ଠାରୁ ଆରମ୍ଭ ହୁଏ ମୁଠି ଅନୁକୂଳ ,ଧୀରେ ଧୀରେ ମୌସୁମୀ ବାୟୁର ଗତିବିଧିକୁ ଲକ୍ଷ୍ୟକରି ଚାଷୀ ଚାଷ କାର୍ଯ୍ୟ ଆରମ୍ଭକରିଥାଏ । କେଉଁ କେଉଁ ଅଞ୍ଚଳରେ ଚାଷୀ ଧାନ ବୁଣା ସାବିତ୍ରୀ ଅମାବାସ୍ୟା ତ ଆଉ କେଉଁଠି ରଜ ପର୍ବଠୁ ଆରମ୍ଭ ହୁଏ । ତେବେ ଧାନ ଜମିଟି ସାଧାରଣତଃ ହିଡ ଦ୍ୱାରା ଆବୃତ…
Read More...