Browsing Category

ଆଲେଖ୍ୟ (Article)

ପଣସ ପାଇଁ ପଦେ…

ସବୁ ଫଳ ଭିତରେ ପଣସ ବି କେଉଁ ଗୁଣରେ କମ୍ ନୁହେଁ। ଏହାର ଚାହିଦା ବି ଅନେକ। ତେବେ ପଣସ ଆଜି ବି ସେମିତି ଗୁରୁତ୍ଵ ବହନ କରେ। ବିଶ୍ଵ ପଣସ ଦିବସ ପ୍ରତି ବର୍ଷ ଜୁଲାଇ ୪ ତାରିଖରେ ପାଳନ କରାଯାଏ । ପଣସ ଗଛ ଓ ଫଳକୁ ନେଇ ଜନସଚେତନା ସୃଷ୍ଟି କରିବା ଏହି ଦିବସ ପାଳନର ମହତ୍ୱ ।  ।ଦକ୍ଷିଣ ଓ…
Read More...

ସଫଳ ମତ୍ସ୍ୟ ଯୋଜନା ଓ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ପ୍ରୋତ୍ସାହନ

ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଭୂମିକା ଉଲ୍ଲେଖନୀୟ। ମତ୍ସ୍ୟଚାଷକୁ ପ୍ରୋତ୍ସାହନ ଦେବାପାଇଁ ଏକ ଉତ୍ତମ ମତ୍ସ୍ୟ ଯୋଜନାର ଆବଶ୍ୟକତା ଅଛି। ତେଣୁ ଆସନ୍ତୁ ଜାଣିବା ଏକ ସଫଳ ମତ୍ସ୍ୟ ଯୋଜନା ପାଇଁ ଆବଶ୍ୟକ ହେଉଥିବା କିଛି ପଦକ୍ଷେପ ଓ…
Read More...

ହିଡ଼ ବିରି

ଅକ୍ଷୟ ତୃତିୟା ଠାରୁ ଆରମ୍ଭ ହୁଏ ମୁଠି ଅନୁକୂଳ ,ଧୀରେ ଧୀରେ ମୌସୁମୀ ବାୟୁର ଗତିବିଧିକୁ ଲକ୍ଷ୍ୟକରି ଚାଷୀ ଚାଷ କାର୍ଯ୍ୟ ଆରମ୍ଭକରିଥାଏ । କେଉଁ କେଉଁ ଅଞ୍ଚଳରେ ଚାଷୀ ଧାନ ବୁଣା ସାବିତ୍ରୀ ଅମାବାସ୍ୟା ତ ଆଉ କେଉଁଠି ରଜ ପର୍ବଠୁ ଆରମ୍ଭ ହୁଏ । ତେବେ ଧାନ ଜମିଟି ସାଧାରଣତଃ ହିଡ ଦ୍ୱାରା ଆବୃତ…
Read More...

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା : ଆତ୍ମନିର୍ଭର ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ

ରାଜ୍ୟରେ ବେକାରୀ ସମସ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଓ ବେକାରୀ ସମସ୍ୟା କୁ ଦୂରୀକରଣ କରିବାକୁ ହେଲେ ଆତ୍ମ ନିଯୁକ୍ତି ଓ ଆତ୍ମ ନିର୍ଭର ପନ୍ଥା କୁ ଅବଲମ୍ବନ କରିବାକୁ ହେବ ଓ ସବୁ ଲୋକଙ୍କ ପାଖରେ ଆତ୍ମ ନିଯୁକ୍ତି ପନ୍ଥାକୁ ଅବଲମ୍ବନ କରିବା ସମ୍ଭବ ନୁହେଁ ଓ ଆତ୍ମ ନିଯୁକ୍ତି ଓ…
Read More...

ପୁଲକିତ ଚାଷୀ ଆଉ ରଜ ସଂକ୍ରାନ୍ତି

ଓଡିଆ ମାଟିର ବାସ୍ନା ଓ ମହକର ପର୍ବ "ରଜପର୍ବ"|ଏହା ଉତ୍କଳବାସୀଙ୍କର ଏକ ନିଆରା ଓ ସ୍ଵତନ୍ତ୍ର ପର୍ବ| ଏହା ମୁଖ୍ୟତଃ ତିନି ଦିନର ପର୍ବ କିନ୍ତୁ ଓଡିଶାବାସୀ ଉତ୍ସବ ଓ ପର୍ବପର୍ବାଣୀର ପ୍ରିୟ ହୋଇଥିବାରୁ ଏହାକୁ ପାଞ୍ଚଦିନ ଧରି ପାଳନ କରିଥାଆନ୍ତି| ପ୍ରଥମ ଦିନ ପହିଲି ରଜ, ଦ୍ଵିତୀୟ ଦିନ…
Read More...

ବରଷକେ ଥରେ ଆସିଛି ରଜ

ଓଡ଼ିଶା ର ବାର ମାସ ତେର ପର୍ବ ମଧ୍ୟ ରୁ ରଜ ଏକ ଅନ୍ୟତମ। ଏହା ଏକ ମାତ୍ର ପର୍ବ ଯାହାକି ନାରିତ୍ଵ ଓ ତାଙ୍କ ଋତୁସ୍ରାବ ପାଇଁ ପାଳନ କରାଯାଏ। ଏହି ରଜ ଶବ୍ଦ ଟି ରଜସ୍ଵଳା ରୁ ଆସିଅଛି, ଯାହାର ଅର୍ଥ ହେଉଛି ଋତୁସ୍ରାବ ମହିଳା। ପୁରାତନ କାଳ ରୁ ଶୁଣିବାକୁ ମିଳେ ଯେ ବସୁନ୍ଧରା ମା ଆଷାଢ଼ ମାସ ରେ…
Read More...