ବନ୍ୟା ପରେ ଧାନରେ ଲେଡ଼ା ପୋକ ଦମନ

0

ବନ୍ୟା ପରେ ଲେଡ଼ା ପୋକ ସଂକ୍ରମଣ ଚିହ୍ନଟ କରିବା ପାଇଁ କ୍ଷେତ୍ରଗୁଡିକର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରି ସମାଧାନ କରାଯାଇପାରିବ | ଉପଯୁକ୍ତ କୀଟନାଶକ ଔଷଧ ଯେପରିକି ଫୋସଲେନ (୩୫ ଇ.ସି ଏକର ପିଛା ୬୦୦ ମି.ଲି) କିମ୍ବା କାର୍ବାରିଲ (୫୦ ଡବ୍ଲୁ.ପି ଏକର ପିଛା ୪୦୦ ଗ୍ରା.) କିମ୍ବା କାର୍ବୋସଲଫାନ (୬% ଜି ଏକର ପିଛା ୬ କି.ଗ୍ରା) କିମ୍ବା ଫିପ୍ରନଲ (୮୦ % ଡବ୍ଲୁ.ଜି ଏକର ପିଛା ୨୫ ଗ୍ରା.) ର ତୁରନ୍ତ ପ୍ରୟୋଗ କିମ୍ବା ସମନ୍ୱିତ କୀଟନାଶକ ପରିଚାଳନା ପଦ୍ଧତି ପ୍ରୟୋଗ କରିବା ଦ୍ୱାରା ଲେଡା ପୋକ ର ଜନସଂଖ୍ୟା ହ୍ରାସ କରିବା ସହ କ୍ଷତି ନିୟନ୍ତ୍ରଣ କୁ ମଧ୍ୟ କମ କରାଜାଇପରିବ ।

nano urea

ରୁଦ୍ର ପ୍ରତାପ ସୁବୁଦ୍ଧି, କାର୍ଯ୍ୟନିର୍ବାହୀ ଅଧିକାରୀ, ହର୍ଷ ଟ୍ରଷ୍ଟ, ଝରିଗାଁ

Leave A Reply

Your email address will not be published.

7 + 18 =