Browsing Category

କୃଷି ଖବର (Agriculture news)

ମିଶନ୍‌ ଶକ୍ତି ମହିଳାଙ୍କୁ ସଶକ୍ତ କରିଛି ବାଉଁଶ ତିଆରି ଉପକରଣ

ମିଶନ୍‌ ଶକ୍ତି ମହିଳା ଆଜି ସଶକ୍ତ ଓ ସମୃଦ୍ଧ । ସ୍ୱାବଲମ୍ବୀ ତଥା ଆତ୍ମନିର୍ଭରଶୀଳ ହେବାର ବାର୍ତ୍ତା ଦେଉଛନ୍ତି ମିଶନ୍‌ ଶକ୍ତି ମହିଳା । ନିଜ ଘରେକେବଳ ରୋଷେଇ କି ଘରକରଣା ନୁହେଁ ବରଂ ନିଜର ଉଦ୍ୟୋଗ ସୃଷ୍ଟି କରି ରୋଜଗାରକ୍ଷମ ହୋଇପାରୁଛନ୍ତି ମହିଳା । ୧୫ ଦିନିଆ ଦକ୍ଷତା ବିକାଶର ତାଲିମ ନେଇ…
Read More...

କୃଷି ବିପଣନ ବୋର୍ଡକୁ ସ୍କଚ୍‌ ପୁରସ୍କାର

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଚାଷୀଙ୍କ ବିକାଶ ପାଇଁ କାର୍ଯ୍ୟ କରିବାର ନିଆରା ଶୈଳୀ କେବଳ ରାଜ୍ୟ ନୁହେଁ ବରଂ ସାରା ଦେଶରେ ଚର୍ଚ୍ଚାର ବିଷୟ । ୫-ଟି ରୂପାନ୍ତରଣ ପକ୍ରିୟା ମାଧ୍ୟମରେ ଓଡ଼ିଶାର ସମବାୟ କ୍ଷେତ୍ରରେ ବିକାଶ ଆଣିବାକୁ ଶତ ଚେଷ୍ଟା କରାଯାଉଛି । ମାନ୍ୟବର ମନ୍ତ୍ରୀ ଅତନୁ ସବ୍ୟସାଚୀ…
Read More...

ସୁସ୍ୱାଦୁ ଖାଦ୍ୟ ପରଷୁଛନ୍ତି ମିଶନ୍‌ ଶକ୍ତି ମହିଳା

ମିଶନ୍‌ ଶକ୍ତି ଆଜି ସାରା ରାଜ୍ୟରେ ସଫଳତାର ଗାଥା ଗାଉଛନ୍ତି । ମହିଳା ମାନେ ସଶକ୍ତ ହେବା ସହ ଜୀଇଁବାର ନୂଆ ରାହା ପାଇପାରୁଛନ୍ତି । କେବଳ ମିଶନ୍‌ ଶକ୍ତି ବଜାର କି ଖାଦ୍ୟ ଉପକରଣ ପ୍ରସ୍ତୁତ ନୁହେଁ ବରଂ ନିଜ ହାତରେ ସୁସ୍ୱାଦୁ ଖାଦ୍ୟ ରୋଷେଇ କରି ଏବେ ସାଧାରଣୋର ମନ ଜିଣୁଛନ୍ତି । ଏହି…
Read More...

‘କୃଷି ସମୀକ୍ଷା କେନ୍ଦ୍ର’ ମାଧ୍ୟମରେ କୃଷି ମନ୍ତ୍ରୀଙ୍କ ସମୀକ୍ଷା

ରାଜ୍ୟ ସରକାର ସବୁବେଳେ କୃଷି ଓ କୃଷକର ବିକାଶ ଉପରେ କାର୍ଯ୍ୟ କରିଆସୁଛନ୍ତି । କୃଷକ ମାନଙ୍କର ସମସ୍ୟାକୁ ପ୍ରାଥମିକତା ଦେଇଛନ୍ତି ରାଜ୍ୟ ସରକାର ତଥା କୃଷି ବିଭାଗ । ଏହି ପରିପ୍ରେକ୍ଷୀରେ ମାନ୍ୟବର କୃଷି ଓ କୃଷକ ସଶକ୍ତିକରଣ ତଥା ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ…
Read More...

ମିଶନ୍‌ ଶକ୍ତି ଦ୍ୱାରା ସଶକ୍ତ ହେଉଛନ୍ତି ମହିଳା

ଆଜି ଆପଣ ଯେଉଁଠି ଆଖି ବୁଲେଇବେ ମିଶନ୍‌ ଶକ୍ତି ମହିଳା ମାନଙ୍କ ପାରଦର୍ଶିତାର ନିଦର୍ଶନ ପାଇବେ । କେବଳ ମିଶନ୍‌ ଶକ୍ତି କାଫେ କି ବଜାର ନୁହେଁ ବରଂ ଏହା ଦ୍ୱାରା ମହିଳା ମାନେ ଏକତ୍ରିତ ହୋଇ ନିଜର ଏକ ଉଦ୍ୟୋଗ ସ୍ଥାପନ କରି ବେଶ କିଛି କମାଇପାରୁଛନ୍ତି । ଓଡ଼ିଶା ବଜାରରେ ଝୋଟରୁ ତିଆରି ବ୍ୟାଗ…
Read More...

ମୁଢ଼ି ମିଲ୍‌ କରି ସଶକ୍ତ ହେଉଛନ୍ତି ମିଶନ୍‌ ଶକ୍ତି ମହିଳା

ଆମ ରାଜ୍ୟରେ ମିଶନ୍‌ ଶକ୍ତି ବିଭାଗ ଏବେ ମହିଳା ମାନଙ୍କ ଉନ୍ନତି ଦିଗରେ କାର୍ଯ୍ୟ କରୁଛି । ରାଜ୍ୟ ସରକାରଙ୍କ ଏ ସ୍ୱତନ୍ତ୍ର ଯୋଜନା ମହିଳା ମାନଙ୍କୁ ଆଉ ପାଦେ ଆଗକୁ ଯିବାକୁ ଖୋରାକ୍‌ ଯୋଗାଉଛି । ମହିଳା ମାନେ ସଶକ୍ତ ଓ ସ୍ୱାବଲମ୍ବୀ ହେବା ସହ ନିଜେ ନିଜର ରୋଜଗାର କରିବା ସହ ଅନ୍ୟମାନଙ୍କୁ…
Read More...

ସମ୍ମାନିତ ହେଲେ ୭ଟି ଜିଲ୍ଲାର ମିଶନ୍‌ ଶକ୍ତି ମହିଳା

ମିଶନ୍‌ ଶକ୍ତି ସାରା ଓଡ଼ିଶାରେ ଏବେ ଆତ୍ମନିର୍ଭରଶୀଳତାର ଏକ ଉଦାହରଣ ସୃଷ୍ଟି କରିଛି । ମା’ ମାନେ ଆଜି ସ୍ୱା ବଲମ୍ବୀ ହେବା ସହ ସାରା ରାଜ୍ୟ ଓ ଦେଶ ପାଇଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ଜୁଲାଇ ୧୨ ରେ ନାବାଡର଼୍ର ପ୍ରତିଷ୍ଠା ଦିବସ ଅବସରରରେ ୭ଟି ଜିଲ୍ଲାର ମିଶନ୍‌ ଶକ୍ତି ମହିଳା…
Read More...

ଆଠଟି ଫସଲ ଉପରେ ବୀମା

ରାଜ୍ୟର ଚାଷୀ ମାନଙ୍କ ପାଇଁ ବଡ଼ ଖୁସି ଖବର । ମୁଖ୍ୟତଃ ଧାନ , ଚିନାବାଦାମ ,କପା , ହଳଦୀ , ମାଣ୍ଡିଆ,ମକା,ହରଡ଼ ଡ଼ାଲି ପ୍ରଭୃତିକୁ ୨୦୨୩-୨୪ରେ ବୀମା ଭୁକ୍ତ କରାଯିବାର ଯୋଜନା ରହିଛି । ତେବେ ୨୦୨୩ ଖରିଫ ଫସଲ ପାଇଁ ମୋଟ ଆଠି ଫସଲକୁ ବୀମାଭୁକ୍ତ କରାଯିବ । ଚାଷୀ ମାନଙ୍କୁ ଏହାର ସୁଯୋଗ…
Read More...

ରାଜ୍ୟରେ କମୁଛି କେନ୍ଦୁପତ୍ର ଉତ୍ପାଦନ ହାର

ଓଡ଼ିଶାର ଅଧିକାଂଶ ଜଙ୍ଗଲ ମାନଙ୍କରେ କେନ୍ଦୁପତ୍ର ଉତ୍ପାଦନ ହାର କ୍ରମାଗତ ଭାବରେ ହ୍ରାସ ପାଉଥିବା ଏବେ ସାଧାରଣରେ ବ୍ୟବସାୟୀ ମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ମିଳିଥିବେ ସୂଚନା ଅନୁଯାୟୀ ଚଳିତ ବର୍ଷ ମୋଯ ୨ଲକ୍ଷ କୁଇଣ୍ଟାଲ କେନ୍ଦୁପତ୍ର ସଂଗ୍ରହ କରାଯାଇଥିବା ବେଳେ ମୋଟ ୧୯୬ କୋଟି…
Read More...

କଳାହାଣ୍ଡିରେ କମାଲ କରୁଛି ମିଲେଟ ଶକ୍ତି କାଫେ

ରାଜ୍ୟରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଅଣ୍ଟା ଭିଡ଼ିଛି ମିଶନ୍‌ ଶକ୍ତି ବିଭାଗ । ଓଡିଶା ମିଲେଟ ମିଶନ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ଏବେ ରାଜ୍ୟରେ ମହିଳା ମାନେ ଆତ୍ମନିର୍ଭରଶୀଳ ହେବା ସହ ବିକାଶର ଗାଥା ଗାଉଛନ୍ତି । ଆଜି ରାଜ୍ୟରେ ମିଲେଟ ମିଶନ୍‌ ଏକ ବିପ୍ଲବ । ମିଶନ୍‌…
Read More...