ସମ୍ମାନିତ ହେଲେ ୭ଟି ଜିଲ୍ଲାର ମିଶନ୍‌ ଶକ୍ତି ମହିଳା

0

ମିଶନ୍‌ ଶକ୍ତି ସାରା ଓଡ଼ିଶାରେ ଏବେ ଆତ୍ମନିର୍ଭରଶୀଳତାର ଏକ ଉଦାହରଣ ସୃଷ୍ଟି କରିଛି । ମା’ ମାନେ ଆଜି ସ୍ୱା ବଲମ୍ବୀ ହେବା ସହ ସାରା ରାଜ୍ୟ ଓ ଦେଶ ପାଇଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ଜୁଲାଇ ୧୨ ରେ ନାବାଡର଼୍ର ପ୍ରତିଷ୍ଠା ଦିବସ ଅବସରରରେ ୭ଟି ଜିଲ୍ଲାର ମିଶନ୍‌ ଶକ୍ତି ମହିଳା ମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଶଂସା କରାଯିବା ସହ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା , ମିଶନ୍‌ ଶକ୍ତିର ନିର୍ଦ୍ଦେଶିକା ଶ୍ରୀମତୀ ସୁଜାତା ପାଣ୍ଡିଆନ ତଥା ନାବାଡର଼୍ର ଅନ୍ୟ ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

8 − seven =