କାଳିଆ ହିତାଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

0

କୃଷି ଓ କୃଷକର ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ନିଜର ଚେଷ୍ଟା ଜାରି ରଖିଛନ୍ତି । ରାଜ୍ୟ ସରାକରଙ୍କ କୃଷି ବିଭାଗ ଚାଷୀ ମାନଙ୍କୁ ସଶକ୍ତ ତଥା ସମୃଦ୍ଧ କରିବା ଦିଗରେ କାର୍ଯ୍ୟ କରୁଛି । ଏହି ଉପକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀ ମାନେ ଶସ୍ୟ ତଥା ଫୁଲ ଚାଷ ଏବଂ ଅନ୍ୟାନ୍ୟ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ନେବା ସହ କିପରି ଏ ଦିଗରେ ଅଧିକ କାମ କରିପାରିବେ ସେ ସମ୍ପର୍କରେ ତାଲିମ ନେଇଛନ୍ତି । ଇମେଜ ଓ ଚେସ୍‌ ରେ ଚାଷୀ ମାନେ ଏହି ପ୍ରଶିକ୍ଷଣ ନେଇଥିଲେ । ଏହା ସହ ଚାଷୀ ମାନେ କୃଷି ଭବନ ଓ ରାଜ୍ୟ ଜନଜାତି ସଂଗ୍ରାହଳୟ ବୁଲି ଦେଖିଥିଲେ ।

Leave A Reply

Your email address will not be published.

seventeen − thirteen =