ଆଠଟି ଫସଲ ଉପରେ ବୀମା

0

ରାଜ୍ୟର ଚାଷୀ ମାନଙ୍କ ପାଇଁ ବଡ଼ ଖୁସି ଖବର । ମୁଖ୍ୟତଃ ଧାନ , ଚିନାବାଦାମ ,କପା , ହଳଦୀ , ମାଣ୍ଡିଆ,ମକା,ହରଡ଼ ଡ଼ାଲି ପ୍ରଭୃତିକୁ ୨୦୨୩-୨୪ରେ ବୀମା ଭୁକ୍ତ କରାଯିବାର ଯୋଜନା ରହିଛି । ତେବେ ୨୦୨୩ ଖରିଫ ଫସଲ ପାଇଁ ମୋଟ ଆଠି ଫସଲକୁ ବୀମାଭୁକ୍ତ କରାଯିବ । ଚାଷୀ ମାନଙ୍କୁ ଏହାର ସୁଯୋଗ ନେବାକୁ ହେଲେ ସେମାନଙ୍କୁ ଆସନ୍ତା ୩୧ ତାରିଖ ଭିତରେ ଆବେଦନ ପତ୍ର ପୂରଣ କରିବାକୁ ହେବ । ଏଇôପାଇଁ ୬ଟି କ୍ଲଷ୍ଟର କରାଯାଇ ୪ଟି କମ୍ପାନୀଙ୍କ ହାତରେ ଦାୟିତ୍ୱ ଦିଆଯାଇଛି । ସବୁଠାରୁ ବଡ଼ କଥା ଏଥିପାଇଁ ଚାଷୀଙ୍କ ବ୍ୟାଙ୍କ ଖାତାରୁ ଏକଟଙ୍କା କଟିବ ଓ ସରକାର ଚାଷୀଙ୍କ ଲାଗି ପ୍ରିମିୟମ ଦେବେ । ତେଣୁ ଚାଷୀ ଭାଇ ମାନେ ଡେ଼ରି ନକରି ପଂଜୀକରଣ କରି ଏହାର ଲାଭ ନିଅନ୍ତୁ ।

Leave A Reply

Your email address will not be published.

1 × 1 =