ସୁସ୍ୱାଦୁ ଖାଦ୍ୟ ପରଷୁଛନ୍ତି ମିଶନ୍‌ ଶକ୍ତି ମହିଳା

0

ମିଶନ୍‌ ଶକ୍ତି ଆଜି ସାରା ରାଜ୍ୟରେ ସଫଳତାର ଗାଥା ଗାଉଛନ୍ତି । ମହିଳା ମାନେ ସଶକ୍ତ ହେବା ସହ ଜୀଇଁବାର ନୂଆ ରାହା ପାଇପାରୁଛନ୍ତି । କେବଳ ମିଶନ୍‌ ଶକ୍ତି ବଜାର କି ଖାଦ୍ୟ ଉପକରଣ ପ୍ରସ୍ତୁତ ନୁହେଁ ବରଂ ନିଜ ହାତରେ ସୁସ୍ୱାଦୁ ଖାଦ୍ୟ ରୋଷେଇ କରି ଏବେ ସାଧାରଣୋର ମନ ଜିଣୁଛନ୍ତି । ଏହି ଉପକ୍ରମରେ ବରଗଡ଼ ଜିଲ୍ଲା ଅତାବିରା ଠାରେ ବ୍ଲକ ସ୍ତରୀୟ ମହାସଂଘ ଦ୍ୱାରା ମିଶନ୍‌ ଶକ୍ତି ମହିଳା ମାନେ ଏବେ ଲୋକମାନଙ୍କୁ ନିଜ ହାତରନ୍ଧା ଖାଦ୍ୟ ପରଷୁଛନ୍ତି । ଲୋକେ ମା ମାନଙ୍କର ଏହି ହାତ ପରଷାକୁ ଖାଇ ମଜା ବି ଉଠାଉଛନ୍ତି । ବିଭିନ୍ନ ପ୍ରକାର ଜଳଖିଆ ଓ ମଧ୍ୟାହ୍ୱ ଭୋଜନ ପ୍ରସ୍ତୁତ କରି ଏହି ମହିଳା ମାନେ ବେଶ ପ୍ରଶଂସା ସାଉଁଟୁଛନ୍ତି ।

nano urea

ସୋ÷: ମିଶନ୍‌ ଶକ୍ତି

Leave A Reply

Your email address will not be published.

three × 4 =