କୃଷି ବିପଣନ ବୋର୍ଡକୁ ସ୍କଚ୍‌ ପୁରସ୍କାର

0

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଚାଷୀଙ୍କ ବିକାଶ ପାଇଁ କାର୍ଯ୍ୟ କରିବାର ନିଆରା ଶୈଳୀ କେବଳ ରାଜ୍ୟ ନୁହେଁ ବରଂ ସାରା ଦେଶରେ ଚର୍ଚ୍ଚାର ବିଷୟ । ୫-ଟି ରୂପାନ୍ତରଣ ପକ୍ରିୟା ମାଧ୍ୟମରେ ଓଡ଼ିଶାର ସମବାୟ କ୍ଷେତ୍ରରେ ବିକାଶ ଆଣିବାକୁ ଶତ ଚେଷ୍ଟା କରାଯାଉଛି । ମାନ୍ୟବର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ରାଜ୍ୟର ୬୬ଟି ଆର.ଏମ.ସିକୁ ଇ-ନାମ ପୋର୍ଟାଲରେ ପଂଜିକରଣ କରାଯାଇଛି । ଏହା ଦ୍ୱାରା ରାଜ୍ୟର କୃଷି ଜାତ ସାମଗ୍ରୀ ଗୁଡ଼ିକ ସର୍ବଭାରତୀୟ ସ୍ତରରେ ଅନଲାଇନରେ ଉପଲବ୍ଧ ହୋଇପାରିଛି । ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡକୁ ସ୍କଚ୍‌ -୨୦୨୩ ସମ୍ମାନରେ ସମ୍ମାନିତ କରାଯାଇଛି । କୃଷିରେ ରୋ÷ପ୍ୟ କ୍ଷେତ୍ରରେ ଇ-ନାମ୍‌ ପାଇଁ ସ୍କଚ୍‌ ସମ୍ମାନ ମିଳିଛି ।

Leave A Reply

Your email address will not be published.

8 + seven =