Browsing Tag

#millets

ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଉଦବୋଧନ

କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀ ଚଳିତ ବର୍ଷ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ବା COP28 ରେ ଜଳବାୟୁ-ସ୍ଥିର କୃଷି ଖାଦ୍ୟ ପ୍ରଣାଳୀର ରୂପାନ୍ତରଣ ଉପରେ ଧ୍ୟାନ ଦେଇ ମାଣ୍ଡିଆକୁ ମୁଖ୍ୟଧାରା କୃଷିରେ ସାମିଲ କରିବା ପାଇଁ ଓଡିଶାର ପଦକ୍ଷେପ ଉପରେ ତାଙ୍କ
Read More...

ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ରେ ଯୋଗ ଦେବେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ

ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ବା COP । ଏହା ପ୍ରତିବର୍ଷ ଦୁବାଇରେ ଅନୁଷ୍ଠିତ ହୁଏ । ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱର ପ୍ରତ୍ୟେକ ଦେଶ ମିଶି ଜଳବାୟୁ ସଙ୍କଟକୁ ସମାଧାନ କରିବାର ଉପାୟ ନିର୍ଦ୍ଧାରଣ କରିବା । ଯେପରିକି ବିଶ୍ଵର ତାପମାତ୍ରା ୧.୫ ଡିଗ୍ରୀ
Read More...

ମିଲେଟ ମିଶନକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟ ଶାସନ ସଚିବ

ନଭେମ୍ବର ୨୮ ରେ ହାଇଦ୍ରାବାଦରେ ହେଇଥିବା ଅନ୍ତର୍ଜାତୀୟ ନ୍ୟୁଟ୍ରି-ସିରିଏଲ କନଭେନସନ୍ ୫.୦ ରେ ଓଡ଼ିଶା 'ମିଲେଟ୍ ପ୍ରମୋସନ୍ ପାଇଁ ଗ୍ଲୋବାଲ୍ ମଡେଲ୍' ଭାବରେ ମାନ୍ୟତା ପାଇଥିବାରୁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା, କୃଷି ଓ କୃଷକ ସଶକ୍ତିକରଣର ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର
Read More...

ମାଷ୍ଟର ସେଫ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ସୋନି ଟିଭିର ଲୋକପ୍ରିୟ ରୋଷେଇ ପ୍ରୋଗ୍ରାମ ‘ମାଷ୍ଟର ସେଫ୍ ଇଣ୍ଡିଆ'ରେ ମାଣ୍ଡିଆ ର ମହତ୍ତ୍ୱୂ ସ୍ଥାନ ପାଇଛି। ମାଣ୍ଡିଆ ଉତ୍ପାଦନ ଓ ଏହାର ବ୍ୟବହାରକୁ ଓଡ଼ିଶା ସରକାର ପ୍ରୋତ୍ସାହନ ଦେଇଥିବାରୁ ଏହା ଏକ ଉଚ୍ଚ ସ୍ଥାନରେ ପହଞ୍ଚି ପାରିଛି । ଏହି କାର୍ଯ୍ୟକ୍ରମ ରେ ଓଡ଼ିଶାର ମିଲେଟ୍‌ ମିଶନକୁ
Read More...

ମାର୍ଗଶିର ଗୁରୁବାରରେ ଘରେ ସାମିଲ କରନ୍ତୁ ମାଣ୍ଡିଆ

ବର୍ତ୍ତମାନ ସମୟରେ ମାଣ୍ଡିଆ ର କଥା କହିଲେ ନସରେ । ଏକ ପୁଷ୍ଟିଜନିତ ପୁରାତନ ଖାଦ୍ୟଶସ୍ୟ ଭାବେ ମଣ୍ଡିଆକୁ, ବର୍ତ୍ତମାନ ସମୟରେ ନୂଆ ରୂପ ଦେବାପାଇଁ ରାଜ୍ଯ ସରକାର ବିଭିନ୍ନ ପ୍ରୟାସ କରୁଛନ୍ତି। ମଣ୍ଡିଆରେ ବହୁ ପ୍ରକାର ଭିଟାମିନ ରହିଛି । ତେଣୁ ପରିବେଶ ଓ ସ୍ଵାସ୍ଥ୍ୟ ପାଇଁ ହିତକର,
Read More...

ଗ୍ଲୋବାଲ୍ ମିଲେଟ୍ ପ୍ରମୋସନ୍ ପାଇଁ ଓଡ଼ିଶାକୁ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ

ହାଇଦ୍ରାବାଦରେ ହେଇଥିବା ଆନ୍ତର୍ଜାତୀୟ ନ୍ୟୁଟ୍ରି ସିରିଅଲ୍ କନଭେନସନ୍ (INCC) 5.0 ସମୟରେ ଓଡିଶା 'ଗ୍ଲୋବାଲ୍ ମିଲେଟ୍ ପ୍ରମୋସନ୍ ପାଇଁ ସର୍ବଶ୍ରେଷ୍ଠ ରାଜ୍ୟ' ଭାବରେ 'ପୋଶକ୍ ଆନାଜ୍ ପୁରସ୍କାର ୨୦୨୩' ପାଇଛି । କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ର ମୁଖ୍ୟ ଶାସନ ସଚିବ, ଡ. ଅରବିନ୍ଦ କୁମାର
Read More...

ଆନ୍ତର୍ଜାତୀୟ ନ୍ୟୁଟ୍ରି ସିରିଏଲ କନଭେନସନ୍ (INCC) ୫.୦ ଅନୁଷ୍ଠିତ

ଗତ କିଛି ଦିନ ପୂର୍ବେ ୯-୧୦ ନଭେମ୍ବର ରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ଅନ୍ତର୍ଜାତୀୟ ମିଲେଟ ମିଶନ ହୋଇଥିଲା । ସେଥିରେ ବହୁ ଚାଷୀ, ସ୍କୁଲ ଛାତ୍ର ଛାତ୍ରୀ, ମିଶନ ଶକ୍ତି ମହିଳା, ସ୍ଵଂୟ ସହାୟକ ଗୋଷ୍ଠୀ, ମାନ୍ୟବର ମନ୍ତ୍ରୀଗଣ ଏବଂ ବିଭିନ୍ନ ବେପାରୀ ମାନେ ଯୋଗଦେଇଥିଲେ । ସେଠାରେ ମିଲେଟକୁ
Read More...

ବାଣିଜ୍ଯ ମେଳା ରେ ଓଡିଶା ପୁରସ୍କୃତ

ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳା ଗତ ୧୪ - ୨୭ ନଭେମ୍ବର ପର୍ଯ୍ୟନ୍ତ ହୋଇଥିଲା । ସେଥିରେ ଓଡିଶା ପାଭିଲିୟନ୍ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ବୈବଭକୁ ନେଇ ଅଂଶଗ୍ରହଣ କରିଥିଲା । ଓଡ଼ିଶାର ୭ ଗୋଟି ବିଭାଗର ୨୪ ଗୋଟି ଷ୍ଟଲ୍, ଯଥା - ମିଶନ ଶକ୍ତି,
Read More...

ଚାଷ ଜମିରେ ମହକ ବୁଣୁଛି ମାଣ୍ଡିଆ

ଏକ ପାରମ୍ପରିକ ପୁଷ୍ଟିଶସ୍ୟ ବା ଆଦିବାସୀଙ୍କ ଖାଦ୍ୟ ମିଲେଟ ଏବେ ଏକ ସୁନ୍ଦର ମଡେଲ ଭାବେ ମାର୍କେଟ ରେ ଉପଲବ୍ଧ ହେଉଛି । ଏଥିରେ ପୋଷକତତ୍ତ୍ଵ ଅଧିକ ଥିବାରୁ ଛୋଟଠାରୁ ବୁଢ଼ା ଯାଏ ସମସ୍ତେ ଖାଇବା ଯୋଗ୍ୟ ହେଇଛି । ସମସ୍ତେ ପସନ୍ଦ କରୁଥିବାରୁ , ତାହାର ଚାହିଦା ବଢ଼ିବାରେ ଲାଗିଛି । ତା'ର
Read More...

ମିଲେଟ ଉତ୍ପାଦନ ବୃଦ୍ଧି କରିବାକୁ ସ୍ଵତନ୍ତ୍ର ଯୋଜନା

ସାମ୍ପ୍ରତିକ ସମୟରେ ମିଲେଟଗୁଡିକର କ୍ରୟରେ 3 ଗୁଣା ବୃଦ୍ଧି କରିବାକୁ ସରକାରଙ୍କ ଦ୍ଵାରା ସ୍ଵତନ୍ତ୍ର ଯୋଜନା କରାଯାଇଛି। ଜନସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ରୁ କିଛି ପରିମାଣର ଗହମ ଏବଂ ଚାଉଳ ବଦଳରେ ମିଲେଟ ଉତ୍ପାଦନର ତିନିଗୁଣା ୨ ନିୟୁତ ଟନ୍ କୁ ବୃଦ୍ଧି କରିବାକୁ ସରକାର ଏହି ଆର୍ଥିକ
Read More...