Browsing Tag

#CMO

ମାଣ୍ଡିଆ କୁ ନେଇ ଏକ ନୂଆ ପ୍ରାୟାସ

ମାଣ୍ଡିଆରେ ତିଆରି ବିଭିନ୍ନ ଖାଦ୍ୟ ଓ ଶ୍ନାକ୍ସ ପରେ ଏବେ ଆଉ ଏକ ନୂଆ ଜିନିଷ ଦେଖିବାକୁ ମିଳିଛି । ମାଣ୍ଡିଆ ଭଳି ପୁଷ୍ଟିଶସ୍ୟରେ ତିଆରି ହୋଇଛି ଗହଣା । କାନଫୁଲ, ହାର, ବ୍ରେସଲେଟ୍‌, ଲକେଟ୍ ଆଦି ଅଳଙ୍କାର । ସରକାରୀସ୍ତରରେ ମାଣ୍ଡିଆର ପ୍ରଚାର ପ୍ରସାର କରାଯିବା ସହ ୨୦୨୩ ବର୍ଷକୁ ମାଣ୍ଡିଆ
Read More...

ମହିଳା ସଶକ୍ତିକରଣ କ୍ଷେତ୍ରରେ ବାଲେଶ୍ଵର ପୁରସ୍କୃତ

ସ୍ବୟଂସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ଅଧିକ ଋଣ ଦିଆଯିବାରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ୨୦୨୧-୨୨ ମସିହା ପାଇଁ ରାଜ୍ୟରେ ବାଲେଶ୍ଵର ଜିଲ୍ଲାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ପୁରସ୍କୃତ କରାଯାଇଛି । ଶନିବାର ଭୁବନେଶ୍ଵର ଲୋକସେବା ଭବନରେ ଏହି ପୁରସ୍କାର ଜିଲ୍ଲାପାଳ
Read More...

ଆସନ୍ତା ୧୨ ରୁ କୃଷି ଓଡ଼ିଶା-୨୦୨୪

ଆସନ୍ତା ୧୨ ତାରିଖରୁ ଜନତା ମଇଦାନ ଠାରେ ଆରମ୍ଭ ହେବାକୁ ଯାଉଛି କୃଷି ଓଡ଼ିଶା ମେଳା-୨୦୨୪ । ଏହାର ବିଷୟବସ୍ତୁ ରହିଛି କୃଷି ପ୍ରଗତିରେ ମହିଳା । ଏହି ତିନି ଦିନ ଧରି ହେବାକୁ ଥିବା ମେଳାରେ ବିଭିନ୍ନ କୃଷି ଉତ୍ପାଦିୟ ବିଷୟ ପରିଦର୍ଶନ ହେବା ସହ ମହିଳା ମାନଙ୍କ କୃଷି କ୍ଷେତ୍ରରେ ଯୋଗଦାନକୁ
Read More...

ମାନ୍ୟବର ରାଜ୍ୟପାଳଙ୍କ କେନ୍ଦ୍ରାପଡା ଗ୍ରସ୍ତ ଅବସରରେ

ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ କେନ୍ଦ୍ରାପଡା ଜିଲ୍ଲାର ଭିନ୍ନ ଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ସଭ୍ୟାମାନଙ୍କ ସମସ୍ୟା ଓ ସହାୟତା ବିଷୟରେ ଆଲୋଚନା କରିଛନ୍ତି । ସେ ଜିଲ୍ଳାର ଗୋଲରାହାଟରେ ଉତ୍କଳ ଗ୍ରାମୀଣ ପ୍ରଡ୍ୟୁସର ଗ୍ରୁପ କେନ୍ଦ୍ର ପରିଦର୍ଶନ କରି ସଭ୍ୟାମାନଙ୍କ ସହ
Read More...

ମହିଳାଙ୍କ ପାଇଁ କୃଷି ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ

ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ମହିଳାଙ୍କ ହାତ ମୁଠାକୁ ସଶକ୍ତ କରିବା ସହ ଜନଜୀବନର ବିକାଶ ଦିଗରେ ଏକ ନୂଆ ପରିଚୟ ସୃଷ୍ଟି କରିଛି । ଏହି ଉପକ୍ରମରେ ଆସନ୍ତା ତା ୦୬.୦୧.୨୦୨୪ ରୁ ୦୯.୦୩.୨୦୨୪ ରିଖ ପର୍ଯ୍ୟନ୍ତ ସପ୍ତାହର ପ୍ରତି ଶନିବାର ଦିନ ପାଲ୍ ଚ୍ୟାରିଟି ଇଣ୍ଡିଆ ଫାଉଣ୍ଡେସନର କୃଷି
Read More...

ରାଜ୍ୟରେ ମହିଳା ସଶକ୍ତିକରଣକୁ ଗୁରୁତ୍ବ – ଆସନ୍ତା ସାଧାରଣତନ୍ତ୍ର ଦିବସରେ ଦେଖିବାକୁ ମିଳିବ ଝଲକ୍

ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ କର୍ତବ୍ୟ ପଥରେ ଗଢାହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଗଣତନ୍ତ୍ର ଦିବସରେ ଓଡ଼ିଶା ପ୍ରଜ୍ଞାପନ ମେଢ଼ ମଡେଲ ମନୋନିତ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖାଯାଇଛି । ସାରା ବିଶ୍ଵ ଦେଖିବ
Read More...

ଫସଲ ବିବିଧିକରଣର ଉପାଦେୟତା

ଫସଲ ବିବିଧିକରଣ ଓଡିଶାରେ ଧାନ ଫସଲ ସହ ମିଲେଟ, ଡାଲି, ତୈଳବୀଜ ଏବଂ ଉଦ୍ୟାନ କୃଷି ପରି ଫସଲର ଚାଷକୁ ମଧ୍ୟ ପ୍ରୋତ୍ସାହିତ କରେ । ଏହା କେବଳ କୃଷକଙ୍କ ଆୟ ବୃଦ୍ଧି କରେ ନାହିଁ ବରଂ ମାଟିର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣି ଜଳ ସଂରକ୍ଷଣକୁ ପ୍ରୋତ୍ସାହିତ କରେ । ଏହା ମନୁଷ୍ୟ ଏବଂ ପଶୁମାନଙ୍କ
Read More...

ପାରାକ୍ୱାଟର ସମ୍ପୂର୍ଣ ନିଷିଦ୍ଧ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ କୃଷି ବିଭାଗର ମୁଖ୍ୟ ଶାସନ ସଚିବ

ବିଷାକ୍ତ ପାରାକ୍ୱାଟ ଏବଂ ଏଥିରୁ ଉତ୍ପନ୍ନ ଦ୍ରବ୍ୟଗୁଡ଼ିକର ବିକ୍ରିକୁ ସମ୍ପୂର୍ଣ ରୂପେ ନିଶିଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ କେନ୍ଦ୍ର ସରକାରଙ୍କୁ ଚିଠି
Read More...

ଚାଷୀଙ୍କ ସ୍ବପ୍ନ ସାକାର କରିବ ସୁକ୍‌ତେଲ

ବଲାଙ୍ଗିର ଜିଲ୍ଲାବାସୀଙ୍କ ବହୁ ପ୍ରତୀକ୍ଷିତ ଲୋୟର ସୁକ୍‌ତେଲ ପ୍ରକଳ୍ପ କାର୍ଯକାରୀ ହେବ । ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଲୋକାର୍ପଣ କରିବେ । ଏହା ଦ୍ବାରା ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ୮୦ ହଜାରରୁ ଊର୍ଦ୍ଧ୍ବ ଚାଷୀଙ୍କ ଲକ୍ଷାଧକ ଏକର ଜମି ଜଳସେଚିତ ହୋଇ ପାରିବ ଏବଂ ବଲାଙ୍ଗୀର ଜିଲ୍ଲାର
Read More...

କିଛି କଥା ପୁରୁଣା ବର୍ଷର

ମାସ ପରେ ମାସ ଆସେ , ଠିକ୍ ସେମିତି ବର୍ଷ ପରେ ବର୍ଷ। ଏହା ତ ସଂସାରର ନିୟମ । ଏହାରି ଭିତରେ ଆମେ ପୁରୁଣା ବର୍ଷକୁ ବିଦାୟ ନେଇ ନୂଆ ବର୍ଷ କୁ ସ୍ଵାଗତ କରୁ। ପୁରୁଣା ବର୍ଷର ଅନେକ କିଛି ଆମ ସ୍ମୃତି ହୋଇ ରହେ। ଆଉ ଏହାକୁ ସାଥ କରି ନୂଆ ବର୍ଷରେ ଆଉ କିଛି ନୂଆ କରିବାକୁ ସଂକଳ୍ପ ନେଉ।
Read More...