ମାନ୍ୟବର ରାଜ୍ୟପାଳଙ୍କ କେନ୍ଦ୍ରାପଡା ଗ୍ରସ୍ତ ଅବସରରେ

0

ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ କେନ୍ଦ୍ରାପଡା ଜିଲ୍ଲାର ଭିନ୍ନ ଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ସଭ୍ୟାମାନଙ୍କ ସମସ୍ୟା ଓ ସହାୟତା ବିଷୟରେ ଆଲୋଚନା କରିଛନ୍ତି । ସେ ଜିଲ୍ଳାର ଗୋଲରାହାଟରେ ଉତ୍କଳ ଗ୍ରାମୀଣ ପ୍ରଡ୍ୟୁସର ଗ୍ରୁପ କେନ୍ଦ୍ର ପରିଦର୍ଶନ କରି ସଭ୍ୟାମାନଙ୍କ ସହ ବାର୍ତ୍ତାଳାପରେ ବଜାର ଚାହିଦା ଓ ବିକ୍ରି ବଟା ସମ୍ପର୍କରେ ପଚାରି ବୁଝିଛନ୍ତି l ଜୈବିକ କୃଷିକୁ ଆପଣେଇବାକୁ ମାନ୍ୟବର ରାଜ୍ୟପାଳ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ କୃଷକମାନଙ୍କ ସହ ମଧ୍ୟ ଆଲୋଚନା କହିଛନ୍ତି ।

nano urea

ଲୋକମାନଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିବା ସହିତ ବିହିତ ପଦକ୍ଷେପ ପାଇଁ ବ୍ୟବସ୍ଥା କରିବେ ବୋଲି କହିଛନ୍ତି । କୃଷି, କୃଷକ ଓ ଗ୍ରାମର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ଏହା ହେବ ବିକଶିତ ଓ ଆତ୍ମନିର୍ଭର ଭାରତର ଆଧାର । ଯୋଜନାର ସୁଯୋଗ ନେବା ସହିତ ସ୍ଥାନୀୟ ସ୍ତରରେ ପ୍ରୟାସ ହେବା ଦରକାର । ମହିଳା ସଶକ୍ତିକରଣ ବିନା ଆତ୍ମନିର୍ଭର ଭାରତ ସମ୍ଭବ ନୁହେଁ । ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ମହିଳା ସଶକ୍ତିକରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ବଜାର ଚାହିଦା ମୁତାବକ ଉତ୍ପାଦ ସହ ପ୍ରଚାର ପ୍ରସାର ଉପରେ ଗୁରୁତ୍ଵ ଦେବା ଦରକାର । ଏବେ ଏଥିପାଇଁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଲୁଛି । ଉପଲବ୍ଧ ସୁବିଧାର ଉପଯୋଗ କରିବାକୁ କେନ୍ଦ୍ରାପଡାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସହ ବାର୍ତ୍ତାଳାପରେ କହିଛନ୍ତି ।

Leave A Reply

Your email address will not be published.

thirteen + 15 =