Browsing Tag

#Arabinda K Padhee

କ୍ୱିଣ୍ଟାଲ ପିଛା ମିଲେଟର ମୂଲ୍ୟ ୩୮୪୬ ଟଙ୍କାକୁ ବୃଦ୍ଧି

ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଗଠିତ ହୋଇଛି ଓଡ଼ିଶା ମିଲେଟ ମିଶନ । ‘ମିଲେଟ ବା ମାଣ୍ଡିଆ'ର ବ୍ୟବହାରିକ ଉପଯୋଗିତା ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭାଗ ପକ୍ଷରୁ ନିଆଯାଉଛି ଭିନ୍ନ ଭିନ୍ନ ପଦକ୍ଷେପ । ୨୫ ସୁଦ୍ଧା ସମସ୍ତ ୭ ଟି
Read More...

‘ସଫଳ’ ପୋର୍ଟାଲ ମାଧ୍ୟମରେ କୃଷି ଋଣ ପାଇଁ ଆବେଦନ

'କୃଷି ଓଡ଼ିଶା ୨୦୨୪' ଉଦଘାଟନ ଉତ୍ସବ ଅବସରର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା 'ସଫଳ' ପୋର୍ଟାଲର ଶୁଭାରମ୍ଭ ହୋଇଛି । ବର୍ତ୍ତମାନ ଏହା ଓଡ଼ିଶାର କୃଷକ ଭାଇଭଉଣୀମାନଙ୍କ ପାଇଁ 'ସଫଳ' ପୋର୍ଟାଲ (https://safal.odisha.gov.in) ଜରିଆରେ ସମବାୟ ବ୍ଯାଙ୍କ ଫସଲ
Read More...

କୃଷି ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧରେ ସମୀକ୍ଷା କଲେ କୃଷି ବିଭାଗର ମୁଖ୍ୟ ଶାସନ ସଚିବ

ଏକ ବରିଷ୍ଠ ଅଧିକାରୀ ବୈଠକରେ ପ୍ରମୁଖ ଶାସନ ସଚିବ ବିଭାଗର ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରିଛନ୍ତି । ପ୍ରତ୍ୟେକ ସରକାରୀ ଯୋଗାଯୋଗରେ ଓଡ଼ିଆ ଭାଷାର ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ସମସ୍ତ ସରକାରୀ ଚିଠି ଏବଂ ଇ-ମେଲ୍ ଦସ୍ତଖତରେ 'ବିଶ୍ୱ
Read More...

ବିନା ରସାୟନିକ ପଦ୍ଧତି ଅବଲମ୍ବନରେ ଲଙ୍କା ଚାଷ

ଏହି ରବି ଋତୁରେ, ଝାରସୁଗୁଡା ଜିଲ୍ଲାର ଲାଇକେରା ଏବଂ କୋଲାବିରା ବ୍ଲକର ୧୨୨୭ ଜଣ ମହିଳା କୃଷକ କୃଷି ଉତ୍ପାଦନ କ୍ଲଷ୍ଟର କାର୍ଯ୍ୟକ୍ରମ ଅଧୀନରେ ଏକ କ୍ଲଷ୍ଟର ପଦ୍ଧତି ଅନୁସରଣ କରି ୫୮୮.୮ ଏକର ଜମିରେ ଲଙ୍କା ଚାଷ କରିଛନ୍ତି । ଏହି କୃଷକମାନେ ଲଙ୍କା ଚାଷରେ ରାସାୟନିକ ପଦ୍ଧତି ବ୍ୟବହାର ନ କରି
Read More...

ଓଡ଼ିଶା ମିଲେଟ ମିଶନର ଅଭିନବ ପ୍ରୟାସ

ଓଡିଶା ମିଲେଟ ମିଶନ କୃଷକଙ୍କ ପାଇଁ ନୂଆ ଆୟର ସୁଯୋଗ ସୃଷ୍ଟି କରୁଥିବାବେଳେ ଓଡିଶାର କୋରାପୁଟ ଜିଲ୍ଲାରେ ରାଗି ଉତ୍ପାଦନକୁ ବୃଦ୍ଧି କରିଛି । ଏହାପୂର୍ବରୁ, କମ୍ ଉତ୍ପାଦକତା ହେତୁ, ଲାମଟାପୁଟ ବ୍ଲକର କୃଷକମାନେ କେବଳ ଘରର ବ୍ୟବହାର ପାଇଁ ରାଗି ଚାଷ କରୁଥିଲେ । ଆସ୍ପିରେସନାଲ୍ ବ୍ଲକ୍
Read More...

ମାଣ୍ଡିଆର ପ୍ରକ୍ରିୟାକରଣ ସମ୍ବନ୍ଧରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସହ ଆଲୋଚନା କଲେ ମୀରା ପରିଡ଼ା

ସଖା ଏନଜିଓର ସଭାପତି ତଥା ସହ-ପ୍ରତିଷ୍ଠାତା ମୀରା ପରିଡ଼ା, କୃଷି ବିଭାଗର ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ସହ ସାକ୍ଷାତ କରି ମିଲେଟର ମୂଲ୍ୟ ଶୃଙ୍ଖଳରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରିବା ପାଇଁ ସହଯୋଗ କରିବାକୁ ସମ୍ଭାବ୍ୟ କ୍ଷେତ୍ର ବିଷୟରେ ଆଲୋଚନା
Read More...

ମୁଖ୍ୟମନ୍ତ୍ରୀ ମକା ଯୋଜନା ମାଧ୍ୟମରେ ଚାଷୀ ହେଉଛନ୍ତି ସଫଳ

ଗଜପତି ଜିଲ୍ଲାର ମୋହନ ଅଞ୍ଚଳର ମହିଳା ଚାଷୀମାନେ ମକା ଚାଷ କରି ସଫଳ ହୋଇପାରିଛନ୍ତି । ୨୦୨୩ରେ ଆରମ୍ଭ ହୋଇଥିବା ମଦର ଟେରେସା ମହିଳା ସଙ୍ଘର ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀ ମକା ଯୋଜନା ଅଧୀନରେ ୨୦୦ ଏକର ଜମିରେ ମକା ଚାଷ କରି ପାଖାପାଖି ଦୁଇ ଶହ ପ୍ୟାକେଟ ମକା ବଜାରକୁ ପଠାଇସାରିଛନ୍ତି । ଏହି
Read More...

କୃଷି ଓଡ଼ିଶା ସମୟରେ ଏକ ଭିନ୍ନ ପ୍ରୟାସ ମାଧ୍ୟମରେ ବିଗତ ଦିନର ସ୍ମୃତିକୁ ଜାଗ୍ରତ କରିଥିଲା ‘ଡ଼ାକ୍…

ପ୍ରଯୁକ୍ତିବିଦ୍ୟା ଓ ଟେକ୍ନୋଲୋଜୀର ଚମତ୍କାରିତାର ଜ୍ଵଳନ୍ତ ଉଦାହରଣ ତ ଆଜି ସମସ୍ତଙ୍କ ହାତର ଶୋଭା ସାଜିଛି ; ଯାହାର ନାମ ହେଉଛି 'ସ୍ମାର୍ଟ୍ ଫୋନ୍'। କିନ୍ତୁ ଏହି ସ୍ମାର୍ଟ୍ ଫୋନ୍ ର ଅନ୍ଧାରୀ ଦୁନିଆରେ ମଣିଷ ହୃଦୟର ପ୍ରକୃତ ଭାବନା କେଉଁଠି ଉଭେଇଗଗଲାଣି । ଇ ମେଲ୍ , ଏସ୍ଏମ୍ଏସ୍ ର ଦୁନିଆରେ
Read More...

ମକର ସଂକ୍ରାନ୍ତି ଉପଲକ୍ଷେ ସମସ୍ତ ଚାଷୀମାନଙ୍କୁ ଶୁଭେଚ୍ଛା

ମାଘ ମାସର ପ୍ରଥମ ଦିନଟି ସାରା ଭାରତରେ ମକର ସଂକ୍ରାନ୍ତି ରୂପେ ପାଳନ କରାଯାଏ । ଏହି ଦିନ ସୂର୍ଯ୍ୟ ମକର କ୍ରାନ୍ତିକୁ ସ୍ପର୍ଶ କରନ୍ତି । କ୍ରମଶଃ ଦିନ ବଡ଼ ହୁଏ ଏବଂ ରାତି ଛୋଟ ହେବାକୁ ଆରମ୍ଭ କରେ । ଉତ୍ତର ଭାରତୀୟ ରାଜ୍ୟରେ ମକର ସଂକ୍ରାନ୍ତି ଏବଂ ଲୋହରୀ ଭାବରେ ସୂର୍ଯ୍ୟଙ୍କ ପ୍ରବେଶ
Read More...