ବିନା ରସାୟନିକ ପଦ୍ଧତି ଅବଲମ୍ବନରେ ଲଙ୍କା ଚାଷ

0

ଏହି ରବି ଋତୁରେ, ଝାରସୁଗୁଡା ଜିଲ୍ଲାର ଲାଇକେରା ଏବଂ କୋଲାବିରା ବ୍ଲକର ୧୨୨୭ ଜଣ ମହିଳା କୃଷକ କୃଷି ଉତ୍ପାଦନ କ୍ଲଷ୍ଟର କାର୍ଯ୍ୟକ୍ରମ ଅଧୀନରେ ଏକ କ୍ଲଷ୍ଟର ପଦ୍ଧତି ଅନୁସରଣ କରି ୫୮୮.୮ ଏକର ଜମିରେ ଲଙ୍କା ଚାଷ କରିଛନ୍ତି । ଏହି କୃଷକମାନେ ଲଙ୍କା ଚାଷରେ ରାସାୟନିକ ପଦ୍ଧତି ବ୍ୟବହାର ନ କରି ବିନା କୀଟନାଶକରେ କିପରି ଭଲଭାବେ ଚାଷ ଓ ଏହାର ପରିଚାଳନା ହୋଇପାରିବ ସେହି ପ୍ରଣାଳୀ ଅନୁସରଣ କରିଛନ୍ତି । କୃଷି ଉତ୍ପାଦନ କ୍ଲଷ୍ଟର କାର୍ଯ୍ୟକ୍ରମର ଏପରି ସ୍ଥାୟୀ ଉଦ୍ୟମ ଯୋଗୁଁ ଚାଷୀ ମାନେ ଏପରି ଚାଷ କରିବାରେ ସଫଳ ହୋଇଛନ୍ତି ।

nano urea

Leave A Reply

Your email address will not be published.

1 × 4 =