Browsing Category

ଶ୍ୟାମଳ ସୁବର୍ଣ୍ଣ ବ୍ୟୁରୋ

ବିଶ୍ୱ ଖାଦ୍ୟ ଦିବସ : ଅନ୍ନଦାତାଙ୍କୁ ପ୍ରଣାମ

ଆମେ ଖାଦ୍ୟ ଖାଇବାର ସ୍ୱପ୍ନ ଦେଖୁ । ଆଉ ଏହି ସ୍ୱପ୍ନକୁ ବାସ୍ତବତାରେ ପରିଣତ କରେ ଚାଷୀ । ଖାଦ୍ୟ ଖାଇବାର ପ୍ରତଥମ ପ୍ରାଥମିକତାକୁ ଯିଏ ପୂରଣ କରେ ସେ ଚାଷୀ । ଏକ ମହାର୍ଘ୍ୟ ଅନୁଭୂତିର ଅନୁଭବୀ ସାଜି ଜଗତର କଲ୍ୟାଣ ଦିଗରେ ଲୋକଙ୍କୁ ଖାଦ୍ୟ ଯୋଗାଏ ଚାଷୀ । ଦିନ ଥିଲା ଏଇ ଚାଷ ମଣିଷକୁ ବଂଚିବାର…
Read More...

ସଫଳତା ଓ ସମୃଦ୍ଧି ପଥରେ ମହିଳା

ରାଜ୍ୟରେ ମହିଳା ମାନେ ଏବେ ସଶକ୍ତ ହେବା ସହ ନିଜେ ସ୍ବାବଲମ୍ବୀ ହୋଇ ରୋଜଗାରର ନୂଆ ଦିଶା ପାଇଛନ୍ତି। JSW ଏ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଛି। ଜଗତସିଂହପୁର ଜିଲ୍ଲାରେ ମା ମାନେ ନିଜର ସ୍ଵୟଂ ସହାୟକ ଗୋଷ୍ଠୀ ସାହାଯ୍ୟ ରେ JSW ର ସହଯୋଗରେ ଛତୁ ଉତ୍ପାଦନ କରିପାରୁଛନ୍ତି। ୪୫…
Read More...

ଦେଶୀ ବିହନ ସଂଗ୍ରହ ନିଶାରେ କୋରାପୁଟର ହର୍ଷିତା ପ୍ରିୟଦର୍ଶିନୀ

ସପ୍ତମ ଶ୍ରେଣର ଛାତ୍ରୀ । ହେଲେ ମନରେ ଚାଷୀ ଆଉ ଚାଷ ପାଇଁ ଅହେତୁକ ଦରଦ । ସେଇ ନିଆରାପଣକୁ ସାଥି କରି ନୂଆ କିଛି କରିବାର ଆଶାରେ ସେ ମସଗୁଲ । କୋମଳମତି ବୟସରେ ବି ତାଙ୍କ ମନ ଭିତରେ କୃଷି ପାଇଁ ଏକ ଆବେଗଭରା ସମ୍ମୋହନ ବାରିହୋଇପଡେ଼ । ସେଥିପାଇଁ ପାଠପଢ଼ା ସହିତ ବି ସେ ପାଖାପାଖି ୧୫୦ରୁ…
Read More...

ଛତୁ ଚାଷରେ କିପରି କରିବେ ବେଡ୍‌ ପ୍ରସ୍ତୁତି

ବେଡ଼ ପ୍ରସ୍ତୁତି - ପ୍ରସ୍ତୁତ କରାଯାଇଥିବା ଭାଡ଼ି ଉପରେ ପୂର୍ବ -ପଶ୍ଚିମ କରି ଏକ ଭାଗ ନଡ଼ା ବିଛାଇ ଦିଆଯାଏ । ଏପରି କଲେ ନଡ଼ା ଭୁସୁଡ଼ିବ ନାହିଁ । ନଡ଼ା ଉପରୁ ୫-୭ ସେମି ଛାଡ଼ି ଗୋଟିଏ ଭାଗଛତୁ ବିହନକୁ ଗୋଟି ଗୋଟି କରି ରଖାଯାଏ । ଏକ ଭାଗ ଡ଼ାଲି ଗୁଣ୍ଡକୁ ଏହି ମଂଜି ଉପରେ ସମାନ ଭାବରେ…
Read More...

ଚାଷ ଜମିର ରୂପମୟ ରୂପକାର : ଏମ.ଏସ୍‌. ସ୍ୱାମୀନାଥନ୍‌

ସେ ଚାଷ ଜମିର ରୂପମୟ ରୂପକାର । ଜଣେ ମୁକୁଟ ବିହୀନ ସମ୍ରାଟ ଭାବରେ ଚାଷୀ ମାନଙ୍କ ପାଇଁ ତାଙ୍କ ଆବେଗ ଅତୁଳନୀୟ । କୃଷି ବିଜ୍ଞାନର ଜଣେ ଧୂରୀଣ ଶିଳ୍ପୀ । ତାଙ୍କ ହାତ ସ୍ପର୍ଶରେ ଚାଷ ଜମିରେ ଜୀବନ୍ତ ହୁଏ ଶସ୍ୟ । ତାଙ୍କ ପାଇଁ ଚାଷୀ ମନରେ ଭରୁଥିଲା ଅପାର ଆନନ୍ଦର ଆନନ୍ଦାଶ୍ରୁ । ସବୁଜ…
Read More...

ମହିଳା ସଶକ୍ତିକରଣ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନନ୍ୟ ପ୍ରୟାସ

ରାଜ୍ୟରେ ମହିଳା ମାନେ ଏବେ ସଶକ୍ତ ଓ ସମୃଦ୍ଧ । ଆଜି ନାରୀ ସଫଳତାର ଶୁଭଶଙ୍ଖ ନାଦ କରିପାରୁଛି । ନାରୀ କେବଳ ହାଣ୍ଡିଶାଳର ଚାରିକାନ୍ଥ ଭିତରେ ରହିବାର ପାରମ୍ପରିକ ଚିନ୍ତାଧାରା ଲୋକଙ୍କ ମନରୁ ଦୂର ହେବାକୁ ଯାଉଛି । କାରଣ ନାରୀଟିଏ ଆଜି କଲମ ଧରି ପାରୁଛି , ନାରୀ ଟିଏ ଆଜି ଶାସନ ଗାଦିରେ ବସି…
Read More...

ମାଟି ଆଜି ଗୁମୁରି ଗୁମୁରି କାନ୍ଦୁଛି

କୃଷିରେ ବି ଆସିଛି ବୈପବ୍ଲିକ ପରିବର୍ତ୍ତନ । ସବୁଠି ଶୁଭୁଛି ସାମଗ୍ରିକ ସ୍ୱର । ପଲ୍ଲୀଠୁ ପାର୍ଲ୍ୟାମେଣ୍ଟ ଯାଏଁ ଆଜି କୃଷକର ମର୍ମବେଦନାର ଚିତ୍କାର । ରାଜରାସ୍ତାରେ ଆଜି ଶହ ଶହ କୃଷକଙ୍କ ଆନ୍ଦୋଳନର ସ୍ୱର । ଏ କ’ଣ ପରିବର୍ତ୍ତନ ନୁହେଁ? ଏ କଣ ଏକ ନୂଆ ଅଧ୍ୟାୟର ଆରମ୍ଭ ନୁହେଁ? ମାଟି କୃଷିର…
Read More...

ସ୍ୱାସ୍ଥ୍ୟ ଗଠନରେ ମାଣ୍ଡିଆର ଭୂମିକା

ବନ୍ଧୁଗଣ , ଆପଣମାନେ ମାଣ୍ଡିଆ ବିଷୟରେ ପିଲାଟି ଦିନରୁ ଶୁଣିଥ୍‌ôବେ , ଏଥିରେ ଦ୍ୱିମତ ନାହିଁ । କିନ୍ତୁ ମାଣ୍ଡିଆ ପ୍ରତି ଯେଉଁ ଭାବନା ୧୫-୨୦ବର୍ଷ ତଳେ ଥିଲା ଆଜି ସେଥିରେ ଆକାଶ ପାତାଳ ତଫାତ୍‌ । ଆଜି ମାଣ୍ଡିଆ କେବଳ ଏକ ଲଘୁଶସ୍ୟ ନୁହେଁ , ଏହା ଏକ ମିଶନ । ରାଜ୍ୟସରକାରଙ୍କ କୃଷି ବିଭାଗ…
Read More...

ଆଜି ଚାଷୀଙ୍କୁ ମିଳିବ କାଳିଆ ସହାୟତା ରାଶି

ଆଜି ପବିତ୍ର ନୂଆଖାଇ ପର୍ବ। ସାରା ଓଡ଼ିଶା ପାଇଁ ଏହା ଏକ ଭାଇଚାରାର ପର୍ବ। ମନ ଭିତରୁ ରାଗ ଦ୍ୱେଷ ଛାଡ଼ି ପ୍ରେମ ପ୍ରଣୟ କୁ ଅନୁଭବ କରିବାର ଦିନ। ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଚାଷୀ ମାନଙ୍କ ପାଇଁ କାଳିଆ ସହାୟତା ପ୍ରଦାନ କରିବେ। ରାଜ୍ୟର ୪୪ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିବ ସହାୟତା। ଏଥିରେ…
Read More...