ସଫଳତା ଓ ସମୃଦ୍ଧି ପଥରେ ମହିଳା

0

ରାଜ୍ୟରେ ମହିଳା ମାନେ ଏବେ ସଶକ୍ତ ହେବା ସହ ନିଜେ ସ୍ବାବଲମ୍ବୀ ହୋଇ ରୋଜଗାରର ନୂଆ ଦିଶା ପାଇଛନ୍ତି। JSW ଏ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଛି। ଜଗତସିଂହପୁର ଜିଲ୍ଲାରେ ମା ମାନେ ନିଜର ସ୍ଵୟଂ ସହାୟକ ଗୋଷ୍ଠୀ ସାହାଯ୍ୟ ରେ JSW ର ସହଯୋଗରେ ଛତୁ ଉତ୍ପାଦନ କରିପାରୁଛନ୍ତି। ୪୫ ଦିନରେ ୪୫ କେଜି ଛତୁ ଉତ୍ପାଦନ କରି ଆଜି ସେମାନେ JSW ସହଯୋଗିତା ରେ ଉନ୍ନତିର ଶିଖରରେ ପହଞ୍ଚି ପାରିଛନ୍ତି। ଆଜି ସେମାନେ JSW ସହାୟତାରେ ନିଜର ଉଦ୍ୟୋଗ ପ୍ରତିଷ୍ଠା କରିବା ସହ ନିଜ ସହ ନିଜ ପରିବାର ମୁହଁରେ ହସ ଫୁଟେଇ ପାରିଛନ୍ତି।

nano urea

ଏହା ସହ ରାଜ୍ୟର ମହିଳା ମାନଙ୍କୁ ସଶକ୍ତ କରିବା ଦିଗରେ JSW ନିଜର ସ୍ଵତନ୍ତ୍ର ପରିଚୟ ସୃଷି କରିଛି। ଜୀବନ ଜୀବିକା କୁ ସଂଗଠିତ କରି ମହିଳା ମାନଙ୍କ ମଧ୍ୟରେ ସ୍ୱାବଲମ୍ବୀ ହେବାର ନିଶା କୁ ଅଧିକ ମଜବୁତ୍ କରିଛି JSW। କୁକୁଡ଼ା ଚାଷ ଠୁ ଆରମ୍ଭ କରି ଉଦ୍ୟାନ କୃଷି ଯାଏ ସବୁଠି ଏବେ ମହିଳା ମାନେ ସ୍ବାବଲମ୍ବୀ।

Leave A Reply

Your email address will not be published.

eleven + 2 =