Browsing Category

ଶ୍ୟାମଳ ସୁବର୍ଣ୍ଣ ବ୍ୟୁରୋ

ଆଜି ଚାଷୀଙ୍କୁ ମିଳିବ କାଳିଆ ସହାୟତା ରାଶି

ଆଜି ପବିତ୍ର ନୂଆଖାଇ ପର୍ବ। ସାରା ଓଡ଼ିଶା ପାଇଁ ଏହା ଏକ ଭାଇଚାରାର ପର୍ବ। ମନ ଭିତରୁ ରାଗ ଦ୍ୱେଷ ଛାଡ଼ି ପ୍ରେମ ପ୍ରଣୟ କୁ ଅନୁଭବ କରିବାର ଦିନ। ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଚାଷୀ ମାନଙ୍କ ପାଇଁ କାଳିଆ ସହାୟତା ପ୍ରଦାନ କରିବେ। ରାଜ୍ୟର ୪୪ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିବ ସହାୟତା। ଏଥିରେ…
Read More...

ସ୍ୱାବଲମ୍ବୀ ମହିଳା , ସଶକ୍ତ ଓଡ଼ିଶା

ମହିଳାମାନେ ଯେ କେବଳ ଘରର ଚାରି କାନ୍ଥ ଭିତରେ ରହି ଜୀବନ ଜିଇଁବାର ସ୍ବପ୍ନ ଦେଖନ୍ତି , ସେକଥା ଏବେ ଭୁଲ ପ୍ରମାଣିତ ହୋଇଛି । ମହିଳା ମାନେ ଆଜି ସଶକ୍ତ ହେଲେଣି । ନିଜେ ସ୍ୱାବଲମ୍ବୀ ହେବା ସହ ରୋଜଗାର କରି ସକ୍ଷମ ହୋଇ ପାରିଛନ୍ତି । ନିଜ ହାତ ମୁଠାକୁ ଶକ୍ତ କରି ଆଜି ସେମାନେ ସଫଳତାର ଗାଥା…
Read More...

ବିଶ୍ୱ ଶୁଣିବ ଓଡ଼ିଆ ଆଦିବାସୀଙ୍କ ମିଲେଟ ଗାଥା

ସାରା ଦେଶ ଆଜି ଆନ୍ତର୍ଜାତିକ ମିଲେଟ ବର୍ଷ ପାଳୁଛି । ପଲ୍ଲୀ ଠୁ ପାର୍ଲାମେଣ୍ଟ ଯାଏଁ ଆଜି ମିଲେଟର ବାସ । ଗାଁ ଠୁ ସହର ମାଣ୍ଡିଆ ପାଇଁ ଉତ୍କଣ୍ଠା ଆଉ ଉଲ୍ଲାସ । ସବୁରି ଘରେ ଆଜି ମାଣ୍ଡିଆ ପାଇଁ ଅହେତୁକ ଆକର୍ଷଣ । ତେବେ ଏହି ଉପକ୍ରମରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ସେପ୍ଟେମ୍ବର ୯-୧୦ରେ…
Read More...

ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀ ପାଇଁ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱରରେ ନଭେମ୍ବର ୯ ଓ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀକୁ ସଫଳତାର ସହ ଆୟୋଜନ ନିମନ୍ତେ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ।ଆନ୍ତର୍ଜାତିକ…
Read More...

ମଣିଷ ତିଆରି କାରଖାନା ଗଢୁଥିବା ଅନନ୍ୟ ଗୁରୁ ସଚିନ୍‌

ଗୁରୁ ହେବା ପାଇଁ ପଦପଦବୀ କି ଉଚ୍ଚଶିକ୍ଷାର ଆବଶ୍ୟକତା ନଥାଏ । ମାନବିକତାର ପରିଚୟ ଦେଇ ମୂଲ୍ୟବୋଧକୁ ବୁଝିପାରୁଥିବା ମଣିଷ ଟିଏ ବି ଗୁରୁ ହୋଇପାରେ । ସ୍ୱଳ୍ପ ସଂଚିତ ଅର୍ଥରୁ ଅଭାବ ଅନଟନରେ ଦିନ କାଟୁଥିବା ପିଲାଙ୍କୁ ଆଲୋକର ସଂଜିବନୀ ଦେଖାଇପାରୁଥିବା ମଣିଷଟିଏ ବି ଗୁରୁ ହେଇପାରେ । ପାଟିକୁ…
Read More...

ଛାତ୍ରଛାତ୍ରୀଙ୍କ ମନରେ ମିଲେଟ ପାଇଁ ଉତ୍କଣ୍ଠା

ରାଜ୍ୟରେ ଓଡ଼ିଶା ମିଲେଟ ମିଶନ ଏବେ ସମସ୍ତଙ୍କ ଭିତରେ ମାଣ୍ଡିଆ ପାଇଁ ଏକ ଅପୂର୍ବ ସମ୍ମୋହନ ସୃଷ୍ଟି କରିଛି । ସଭିଙ୍କ ଖାଦ୍ୟପେୟରେ ମାଣ୍ଡିଆକୁ ସାମିଲ କରିବାର ଛୁଙ୍କ୍‌ ସତରେ ନିଆରା । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ ଆଉ ବୟସ୍କ ସବୁଠି ମାଣ୍ଡିଆକୁ ନେଇ ସମାନ ଉତ୍ସାହ । ଏହି…
Read More...