Browsing Category

କୃଷି ଖବର (Agriculture news)

କୃଷି ମନ୍ତ୍ରୀଙ୍କ କୃଷି ଯୋଜନାର କ୍ଷେତ୍ରୀୟ ସମୀକ୍ଷା

ରାଜ୍ୟ ସରକାରଙ୍କ କୃଷି ଭିତ୍ତିକ ଉନ୍ନୟନ ମୂଳକ ଯୋଜନା କୋରାପୁଟ ଜିଲ୍ଲାରେ ହେଉଥିବା ରୂପାୟନକୁ ସମୀକ୍ଷା କରିଛନ୍ତି କୃଷି ଓ କୃଷକ ସଶକ୍ତିକରଣ,ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏହି ଅବସରରେୁ ମାନ୍ୟବର ମନ୍ତ୍ରୀ କୋରାପୁଟ ଜିଲ୍ଲାର…
Read More...

ନଭେମ୍ବର ୯ରୁ ଦୁଇ ଦିନିଆ ଆନ୍ତର୍ଜାତୀୟ ମିଲେଟ ସମ୍ମିଳନୀ

ରାଜ୍ୟରେ ମିଲେଟ ମିଶନ ଏବେ ଚାଷୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସ୍ୱର ହୋଇସାରିଲାଣି । ମାଣ୍ଡିଆର ପ୍ରଚାର ,ପ୍ରସାର ଓ ଗୁଣବତ୍ତା ଉପରେ ସମସ୍ତେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ମିଳିତ ଜାତିସଂଘ ପରୁ ଚଳିତ ବର୍ଷକୁ ଆନ୍ତର୍ଜାତାୟ ମିଲେଟ ବର୍ଷ ଭାବେ ଘୋଷଣା କରାଯାଇଥିବା ବେଳେ ଏହି…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କାଳିଆ ହିତାଧିକାରୀ

କୃଷି ଓ କୃଷକର ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ନିଜର ଚେଷ୍ଟା ଜାରି ରଖିଛନ୍ତି । ରାଜ୍ୟ ସରାକରଙ୍କ କୃଷି ବିଭାଗ ଚାଷୀ ମାନଙ୍କୁ ସଶକ୍ତ ତଥା ସମୃଦ୍ଧ କରିବା ଦିଗରେ କାର୍ଯ୍ୟ କରୁଛି । ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଏବେ ଚାଷୀ ଙ୍କ ମନରେ ମନୋବଳ ଭରିବା ସହ ଚାଷ କ୍ଷେତ୍ରରେ ସମୃଦ୍ଧ…
Read More...

୪୪ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରୁଛନ୍ତି ମିଶନ ଶକ୍ତି ମହିଳା

ରାଜ୍ୟରେ ମହିଳା ମାନଙ୍କ ବିକାଶର ଗାଥା ଏବେ କାହାକୁ ଅଛପା ନାହିଁ । ମିଶନ୍‌ ଶକ୍ତି ଏ ଦିଗରେ ଏକ ବିରାଟ ଭୂମିକା ନିଭାଉଛି । ରାଜ୍ୟରେ ନାରୀ ମାନଙ୍କୁ ସ୍ୱାବଲମ୍ବୀ କରିବା ହେଉ ଅବା ବିକାଶ ପଥରେ ମିଶନ୍‌ ଶକ୍ତିର ଭୂମିକା ଅତୁଳନୀୟ । ଦେଶ ଏବେ ୭୭ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି…
Read More...

ଓଡ଼ିଶା ଅଧସ୍ତନ ମତ୍ସ୍ୟ ସେବା ନିୟମରେ ସଂଶୋଧନ

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ମତ୍ସ୍ୟ ଓ ପଶୁପାଳନ ବିଭାଗର ପ୍ରସ୍ତାବ ଉପରେ ମୋହର ବାଜିଛି । ଓଡ଼ିଶା ଅଧସ୍ତନ ମତ୍ସ୍ୟ ସେବା , ୨୦୧୩ର ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ ଶତକଡ଼ା ୫୦ପ୍ରତିଶତ ପଦବୀ ମତ୍ସ୍ୟ ବିଜ୍ଞାନର ଡିପ୍ଲୋମାଧାରୀଙ୍କ ପାଇଁ ସଂରକ୍ଷିତ ,…
Read More...

ମାଣ୍ଡିଆର ଚାରୋଟି ଭୂପ୍ରଜାତି ଜାରି କରିବାରେ ପ୍ରଥମ ରାଜ୍ୟ ଓଡ଼ିଶା

ଏବେ ସବୁଆଡେ଼ ମାଣ୍ଡିଆରେ ମହକ । ଗାଁ ଠୁ ସହର ଏବେ ସବୁଠି ମାଣ୍ଡିଆର କଥା ଆଉ ଗାଥା । ରାଜ୍ୟରେ ଓଡ଼ିଶା ମିଲେଟ ମିଶନ ଏକ ବୈପ୍ଲବିକ ପରିବର୍ତ୍ତନ ସୃଷ୍ଟି କରିଛି । ତେବେ ଏହି ପରିପ୍ରେକ୍ଷୀରେ ରାଜ୍ୟର ଜନଜାତି କୃଷକ ମାନଙ୍କ ଦ୍ୱାରା ସଂରକ୍ଷିତ ହୋଇଥିବା ଚାରୋଟି ମାଣ୍ଡିଆ ଭୂ ପ୍ରଜାତିକୁ…
Read More...

ମିଶନ୍‌ ଶକ୍ତି କାଫେ ପରିଚାଳନା ପାଇଁ ତାଲିମ ଶିବିର

ରାଜ୍ୟରେ ମିଶନ୍‌ ଶକ୍ତି ମହିଳା ମାନେ ଏବେ ସ୍ୱାବଲମ୍ବୀ ହେବା ସହ ନିଜେ ନିଜର ପରିବାର ପ୍ରତିପୋଷଣ କରିପାରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଦିଗଦର୍ଶନରେ ଏହା ଏବେ ସୁଦୂରପ୍ରସାରୀ ହୋଇପାରିଛି । ଏହି ଉପକ୍ରମରେ ଆଇ.ଏଚ.ଏମ୍‌ ଭୁବନେଶ୍ୱର ଠାରେ ଏକ ଦଶ ଦିନିଆ ପ୍ରଶିଣ ଶିବିର ଅନୁଷ୍ଠିତ…
Read More...