୪୪ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରୁଛନ୍ତି ମିଶନ ଶକ୍ତି ମହିଳା

0

ରାଜ୍ୟରେ ମହିଳା ମାନଙ୍କ ବିକାଶର ଗାଥା ଏବେ କାହାକୁ ଅଛପା ନାହିଁ । ମିଶନ୍‌ ଶକ୍ତି ଏ ଦିଗରେ ଏକ ବିରାଟ ଭୂମିକା ନିଭାଉଛି । ରାଜ୍ୟରେ ନାରୀ ମାନଙ୍କୁ ସ୍ୱାବଲମ୍ବୀ କରିବା ହେଉ ଅବା ବିକାଶ ପଥରେ ମିଶନ୍‌ ଶକ୍ତିର ଭୂମିକା ଅତୁଳନୀୟ । ଦେଶ ଏବେ ୭୭ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ସବୁଆଡେ଼ ଏବେ ଦେଶପ୍ରେମର ଚରମ ନିଦର୍ଶନ । ଏହାକୁ ନଜରରେ ରଖି ବିଭିନ୍ନ ଜିଲ୍ଲାରେ ମିଶନ୍‌ ଶକ୍ତି ମହିଳା ମାନେ ନିଜର ସ୍ୱତନ୍ତ୍ର ଉଦ୍ୟମରେ ପାଖାପାଖି ୪୪ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରି ନିଜକୁ ଏହି ସ୍ୱାଧୀନତା ଦିବସରେ ସାମିଲ ବି କରୁଛନ୍ତି ।

Leave A Reply

Your email address will not be published.

two × one =