ଓଡ଼ିଶା ଅଧସ୍ତନ ମତ୍ସ୍ୟ ସେବା ନିୟମରେ ସଂଶୋଧନ

0

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ମତ୍ସ୍ୟ ଓ ପଶୁପାଳନ ବିଭାଗର ପ୍ରସ୍ତାବ ଉପରେ ମୋହର ବାଜିଛି । ଓଡ଼ିଶା ଅଧସ୍ତନ ମତ୍ସ୍ୟ ସେବା , ୨୦୧୩ର ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ ଶତକଡ଼ା ୫୦ପ୍ରତିଶତ ପଦବୀ ମତ୍ସ୍ୟ ବିଜ୍ଞାନର ଡିପ୍ଲୋମାଧାରୀଙ୍କ ପାଇଁ ସଂରକ୍ଷିତ , ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷ ପାଇଁ ୨୫ ପ୍ରତିଶତ , ଯୁକ୍ତ ଦୁଇ ବିଜ୍ଞାନ ପାଇଁ ୨୫ ପ୍ରତିଶତ ସଂରକ୍ଷିତ କରାଇବା ସହ ମୋ÷ଖିକ ପରୀକ୍ଷା ଉଚ୍ଛେଦ ଓ ଲିଖିତ ପରୀକ୍ଷା ବ୍ୟବସ୍ଥା ଦ୍ୱାରା କନିଷ୍ଠ ମତ୍ସ୍ୟ ବୈଷୟିକ ସହକାରୀ ପଦବୀ ନିମନ୍ତେ ଉଚ୍ଚ ଯୋଗ୍ୟତା ସମ୍ପନ୍ନ ପ୍ରାର୍ଥି ଓ ପ୍ରାର୍ଥିନୀ ମାନଙ୍କ ସିଧାସଳଖ ନିଯୁକ୍ତି ଯୋଗୁଁ ନିଯୁକ୍ତି ପ୍ରକ୍ରିୟା ପ୍ରତିଯୋଗିତାମୂଳକ ହୋଇପାରିବ । ଫଳସ୍ୱରୂପ ଉପଯୁକ୍ତ ଚୟନ ପ୍ରାର୍ଥି ବିଶେଷ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ତୃଣମୂଳ ସ୍ତରରେ ସଫଳ ରୁପାୟନ କରିବାରେ ସାହାଯ୍ୟ କରିପାରିବେ ।

nano urea

ସୋ÷ : ସୂଚନା ଓ ଲୋକସମ୍ପର୍କ ବିଭାଗ

Leave A Reply

Your email address will not be published.

20 − 4 =