ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କାଳିଆ ହିତାଧିକାରୀ

0

କୃଷି ଓ କୃଷକର ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ନିଜର ଚେଷ୍ଟା ଜାରି ରଖିଛନ୍ତି । ରାଜ୍ୟ ସରାକରଙ୍କ କୃଷି ବିଭାଗ ଚାଷୀ ମାନଙ୍କୁ ସଶକ୍ତ ତଥା ସମୃଦ୍ଧ କରିବା ଦିଗରେ କାର୍ଯ୍ୟ କରୁଛି । ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଏବେ ଚାଷୀ ଙ୍କ ମନରେ ମନୋବଳ ଭରିବା ସହ ଚାଷ କ୍ଷେତ୍ରରେ ସମୃଦ୍ଧ କରିଛି। ଏହି ଉପକ୍ରମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କାଳିଆ ହିତାଧିକାରୀ ମାନେ ସାକ୍ଷାତ କରି ଧନ୍ୟବାଦ ଦେବା ସହ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟ କୁ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.

sixteen + ten =