Browsing Tag

#Ranendrapratapswain

ମୃତ୍ତିକା ସ୍ବାସ୍ଥ୍ୟ ମିଶନ ଆଣିବ କୃଷି କ୍ଷେତ୍ରରେ ପରିବର୍ତ୍ତନ

ରାଜ୍ୟରେ କୃଷିରେ ବଡ଼ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ଖୁବ୍‌ଶୀଘ୍ର ମୃତ୍ତିକା ସ୍ବାସ୍ଥ୍ୟ ମିଶନ୍ ଆରମ୍ଭ କରିବାକୁ ଯାଉଛନ୍ତି । ମୃତ୍ତିକାର ସ୍ବାସ୍ଥ୍ୟ ପରୀକ୍ଷାଠାରୁ ଆରମ୍ଭ କରି ଚାଷ ସମ୍ପର୍କିତ ସମସ୍ୟାର ସମାଧାନ, ବୈଷିୟିକ ପରାମର୍ଶ ତଥା ଭଲ ଅମଳ ହେବା ପର୍ଯ୍ୟନ୍ତ କୃଷି
Read More...

‘ଲାଭ – ଲଘୁ ବନଜାତ ଦ୍ରବ୍ୟ କ୍ରୟ’ ଏକ ନୂତନ ଯୋଜନା ଘୋଷଣା

ଜନଜାତିଙ୍କ ଉନ୍ନତି ପାଇଁ 'ଲାଭ - ଲଘୁ ବନଜାତ ଦ୍ରବ୍ୟ କ୍ରୟ’ ଯୋଜନା ଲାଗୁ କରିବାକୁ କ୍ଯାବିନେଟରେ ନିଷ୍ପତ୍ତି ନିଆଯାଇଛି । ଏହା ଅଧୀନରେ ଜନଜାତିମାନେ ସର୍ବନିମ୍ନ ସହାୟକ ମୂଲ୍ୟରେ ଲଘୁ ବନଜାତ ଦ୍ରବ୍ୟ ବିକ୍ରି କରିପାରିବେ ଏବଂ ଏହି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ଯାଙ୍କଖାତାକୁ
Read More...

ସମ୍ବଲପୁର ଠାରେ ମଣ୍ଡିଆ ମଣ୍ଡି ଉଦ୍ଘାଟିତ

ଓଡ଼ିଶା ମିଲେଟ ମିଶନ ତରଫରୁ ସମ୍ବଲପୁର ଠାରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (ସିଡିଏଓ) ଙ୍କ ଦ୍ୱାରା ଜମନକିରା ବ୍ଲକରେ ପ୍ରଥମ ଥର ପାଇଁ ମଣ୍ଡିଆ ମଣ୍ଡି ଉଦ୍ଘାଟନ କରାଯାଇଛି । ଏଠାକାର କ୍ରୟକାରି ସଂସ୍ଥା ଭାବରେ ସଗଡେଶ୍ୱର କୃଷକ ଉତ୍ପାଦକ କମ୍ପାନୀ ଯୋଗଦେଇଛି । ସେହି ଅବସରରେ କୃଷକମାନଙ୍କୁ
Read More...

ଓଡିଶା ମିଲେଟ ମିଶନ ତରଫରୁ ଏକ ଏକ୍ସପୋଜର ପରିଦର୍ଶନରେ ଷ୍ଟୁଆର୍ଟ ସ୍କୁଲର ଛାତ୍ରଛାତ୍ରୀ

କୃଷି ଭବନରେ ଓଡିଶା ମିଲେଟ ମିଶନ ଦ୍ୱାରା ଅନୁଷ୍ଠିତ ଏକ ଏକ୍ସପୋଜର ପରିଦର୍ଶନରେ ଭୁବନେଶ୍ୱରର ଷ୍ଟୁଆର୍ଟ ସ୍କୁଲର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କୁ ନେଇ ଅନେକ ଇଣ୍ଟରାକ୍ଟିଭ୍ କାର୍ଯ୍ୟକଳାପ ଏବଂ ଲିଫଲେଟ୍ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି । ଏହାଦ୍ବାରା
Read More...

ଜୟ ଯବାନ,,, ଜୟ କିଶାନ !!!

ସୀମା ମଧ୍ୟରେ କୃଷକ ଏବଂ ସୀମାନ୍ତରେ ସୈନିକ ନିୟୋଜିତ ହୋଇଥିବାରୁ ଦେଶର ଲୋକମାନେ କେବଳ ଶାନ୍ତିରେ ଶୋଇପାରୁଛନ୍ତି । ସେହିପରି ସ୍ୱାଧୀନତା ରକ୍ଷା କରିବା କେବଳ ସୈନିକ ମାନଙ୍କର କାମ ନୁହେଁ , ସମଗ୍ର ଦେଶକୁ ଶକ୍ତିଶାଳୀ ହେବାକୁ ପଡ଼ିବ । ଦେଶ କେତେ ବି ଡିଜିଟାଲ ହେଉ ନା କାହିଁକି,, ରୁଟି
Read More...

ଆରମ୍ଭ ହେବାକୁ ଯାଉଛି ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶ

ଆସନ୍ତା ଫେବୃଆରିରେ ତିନିଦିନିଆ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି । ଜିଲ୍ଲାସ୍ତରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଓଡ଼ିଶା ମେଳାର ସଫଳତା ଓ ପ୍ରାଣୀପାଳକ ଏବଂ ମତ୍ସ୍ୟଚାଷୀଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହକୁ ଦୃଷ୍ଟିରେ ରଖି ଭୁବନେଶ୍ଵରରେ ତିନିଦିନିଆ ଓଡିଶା
Read More...

ଲଙ୍କା ଚାଷୀଙ୍କ ସଫଳ କାହାଣୀ

ଆମ ରାଜ୍ୟର ବହୁ ଚାଷୀ ଧାନ ଚାଷ ସହିତ ଅନ୍ୟ ଭିନ୍ନ ଭିନ୍ନ ପ୍ରକାର ପରିବା ଚାଷ ମଧ୍ୟ କରିଥାନ୍ତି । ସରକାର ଏବଂ କୃଷି ବିଭାଗ ମଧ୍ୟ ଏକ ପ୍ରକାର ଚାଷ କରିବା ବଦଳରେ ଫସଲ ବିବିଧିକରଣ ପ୍ରଣାଳୀ ଅବଲମ୍ବନ କରି ବିଭିନ୍ନ ପ୍ରକାରର ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି । ତେଣୁ ଫସଲ ବିବିଧିକରଣ ଏକ ଲାଭ
Read More...

ରାଜ୍ୟ ସରକାରଙ୍କ ଦ୍ଵାରା ହେବ ‘ସ୍ଥାୟୀ ଜୀବିକା ନିମନ୍ତେ କଫି ଚାଷ’ ଯୋଜନା କାର୍ଯ୍ୟକାରୀ

ରାଜ୍ୟ ସରକାର କୃଷକ ମାନଙ୍କ ସଶକ୍ତିକରଣ ଏବଂ ଜୀବିକାର୍ଜନ ପାଇଁ ସବୁବେଳେ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି । ବିଭିନ୍ନ ସ୍କିମ୍ ଏବଂ ପ୍ରକ୍ରିୟାକରଣ ମାଧ୍ୟମରେ କୃଷକ କିମ୍ୱା ସେମାନଙ୍କ ପରିବାରକୁ ସହଯୋଗର ହାତ ବଢାଇଛନ୍ତି । ଯାହାଫଳରେ କୃଷକ ଓ ସେମାନଙ୍କ ପରିବାରବର୍ଗ ସଶକ୍ତ ହେବାସହ ସହଜ
Read More...

ମିଶନ ଶକ୍ତି ମହିଳାଙ୍କ ସହ ଆଲୋଚନା କଲେ ରାଜ୍ୟପାଳ

ମାନ୍ୟବର ରାଜ୍ୟପାଳ ଯାଜପୁରରେ ମିଶନ ଶକ୍ତି ଭବନରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ସହ କଥାବାର୍ତ୍ତା ହେବା ସହ ବିଭିନ୍ନ କାର୍ଯ୍ୟସମ୍ପର୍କରେ ପଚାରି ବୁଝିଛନ୍ତି । ରାଷ୍ଟ୍ରୀୟ ଗ୍ରାମୀଣ ଆଜୀବିକା ମିସନ ଅନ୍ତର୍ଗତଃ ଏବେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ଯାଙ୍କ ରୁଣ ମିଳୁଛି । ଏହାର ଉପଯୋଗ
Read More...

କ୍ୱିଣ୍ଟାଲ ପିଛା ମିଲେଟର ମୂଲ୍ୟ ୩୮୪୬ ଟଙ୍କାକୁ ବୃଦ୍ଧି

ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଗଠିତ ହୋଇଛି ଓଡ଼ିଶା ମିଲେଟ ମିଶନ । ‘ମିଲେଟ ବା ମାଣ୍ଡିଆ'ର ବ୍ୟବହାରିକ ଉପଯୋଗିତା ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭାଗ ପକ୍ଷରୁ ନିଆଯାଉଛି ଭିନ୍ନ ଭିନ୍ନ ପଦକ୍ଷେପ । ୨୫ ସୁଦ୍ଧା ସମସ୍ତ ୭ ଟି
Read More...