ଜୟ ଯବାନ,,, ଜୟ କିଶାନ !!!

ସୀମା ମଧ୍ୟରେ କୃଷକ ଏବଂ ସୀମାନ୍ତରେ ସୈନିକ ନିୟୋଜିତ ହୋଇଥିବାରୁ ଦେଶର ଲୋକମାନେ କେବଳ ଶାନ୍ତିରେ ଶୋଇପାରୁଛନ୍ତି । ସେହିପରି ସ୍ୱାଧୀନତା ରକ୍ଷା କରିବା କେବଳ ସୈନିକ ମାନଙ୍କର କାମ ନୁହେଁ , ସମଗ୍ର ଦେଶକୁ ଶକ୍ତିଶାଳୀ ହେବାକୁ ପଡ଼ିବ । ଦେଶ କେତେ ବି ଡିଜିଟାଲ ହେଉ ନା କାହିଁକି,, ରୁଟି କେବେ ଗୁଗୁଲରୁ ଡାଉନଲୋଡ ହୋଇପାରିବ ନାହିଁ, ଚାଷୀର ଚାଷଜମିରେ କଠିନ ପରିଶ୍ରମ ହିଁ ଆମକୁ ପେଟ ପୋଷିବାର ରାହା ଯୋଗାଉଛି । ପବିତ୍ର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତ କୃଷକ ଭାଇ ଓ ଭଉଣୀ ମାନଙ୍କୁ ଶୁଭକାମନା ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×