Browsing Tag

#Ranendrapratapswain

କୃଷକ ସାଥିମାନଙ୍କ ସହାୟତା ରାଶିର ପରିମାଣ ବୃଦ୍ଧି

ବଢ଼ିଲା କୃଷକ ସାଥିଙ୍କ ଆବଶ୍ୟକୀୟ ଖର୍ଚ୍ଚ ପରିମାଣ ।ଏବେ ବର୍ଷକୁ ମିଳିବ ୧୮ ହଜାର ଟଙ୍କା ପିଛିଲା ଭାବେ ଅକ୍ଟୋବର ୨୦୨୩ରୁ ହେବ ଲାଗୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କୃଷକ ସାଥି ମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ରାଶିର ପରିମାଣ ବୃଦ୍ଧି ଘୋଷଣା କରିଛନ୍ତି। ସେମାନଙ୍କ…
Read More...

ଆରମ୍ଭ ହେଲା ତିନି ଦିନିଆ ମତ୍ସ୍ୟ ଓ ପ୍ରାଣୀ ସମାବେଶ

ଜନତା ମଇଦାନରେ ଆୟୋଜିତ ରାଜ୍ୟସ୍ତରୀୟ ତିନିଦିନିଆ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା ୨୦୨୪ ର ଉଦଘାଟନୀ ସମାରୋହ ଆୟୋଜିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କଫରେନ୍ସ ମାଧ୍ୟମରେ ଏହାକୁ ଉଦଘାଟିତ କରିବା ଅବସରରେ ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ସାରା ଦେଶରେ ଚତୁର୍ଥ…
Read More...

କୃଷି ବିଭାଗର ନିଆରା ପ୍ରୟାସ: ପୁରସ୍କୃତ ହେବେ ବିଭାଗୀୟ କର୍ମଚାରୀ

ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସବୁବେଳେ ନିଜର ଅଭିନବ କାର୍ଯ୍ୟକ୍ରମ ପାଇଁ ପରିଚିତ ଅଟେ। ରାଜ୍ୟରେ କୃଷି ଓଡ଼ିଶାର ସମାବେଶ ହେଉ ଅବା ମାଣ୍ଡିଆ ପାଇଁ ଆନ୍ତର୍ଜାତୀୟ ସମ୍ମିଳନୀ ସବୁଥିରେ ଏ ଅଭିନବ କାର୍ଯ୍ୟ ବାରି ହୋଇପଡେ। ଏହି ଉପକ୍ରମ ରେ କୃଷି ବିଭାଗର ଆଉ ଏକ ନିଆରା…
Read More...

କୃଷି ମନ୍ତ୍ରୀ ଙ୍କ ଦ୍ଵାରା ‘ମିଲେଟ୍‌ ଶକ୍ତି କାଫେ’ ଉଦ୍ଘାଟିତ

ରାଜ୍ୟ ସରକାରଙ୍କ ମିଲେଟ ମିଶନ ଓ ମିଶନଶକ୍ତିର ମିଳିତ ଉଦ୍ୟମରେ କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣସମ୍ପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଦ୍ବାରା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଏକ ‘ମିଲେଟ୍‌ ଶକ୍ତି କାଫେ’ ଉଦଘାଟନ କରାଯାଇଛି । ଓଡ଼ିଶାର…
Read More...

ପୁଣି ଥରେ ଫୋକସ୍‌ରେ କୃଷି ଓ କୃଷକ

କୃଷି ଓ କୃଷକ ମାନଙ୍କ ବିକାଶକୁ ସୁବବେଳେ ପ୍ରାଧାନ୍ୟ ଦେଇଆସିଛନ୍ତି ରାଜ୍ୟ ସରକାର । ଚାଷ ଜମିରେ ସବୁଜିମାର ମହକ ବୁଣିବା ଠାରୁ ଆରମ୍ଭ କରି ଚାଷୀଙ୍କ ହାତ ମୁଠାକୁ ସଶକ୍ତ କରିବା ଯାଏଁ ସୁବବେଳେ ରାଜ୍ୟ ସରକାରଙ୍କ ଫୋକସ୍‌ ରେ ଥାଏ କୃଷି । ଚାଷୀ ହିଁ ସମାଜ ଓ ସଭ୍ୟତାର ପ୍ରମୁଖ ସାରଥୀ ।…
Read More...

ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ- ୨୦୨୪

ଫେବୃଆରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନଠାରେ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଆନୁକୂଲ୍ୟରେ ତିନିଦିନିଆ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ- ୨୦୨୪ର ଆୟୋଜନ ହେବାକୁ ଯାଉଛି । ଏହି ଉପଲକ୍ଷେ ଆୟୋଜିତ ପ୍ରଦର୍ଶନୀ ମଣ୍ଡପରେ ରାଜ୍ୟ ସରକାରଙ୍କ ବିଭିନ୍ନ…
Read More...

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ , “ଭାଷା ହିଁ ଭବିଷ୍ୟତ”

ଭାଷା ହେଉଛି ଗୋଟିଏ ଜାତିର ପରିଚୟ । ଭାଷା ଅତୀତର ଅସ୍ତିତ୍ବ, ଭାଷା ହିଁ ଭବିଷ୍ୟତ। 'ବନ୍ଦେ ଉତ୍କଳ ଜନନୀ '- କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ସଙ୍ଗୀତ ସାରା ପୃଥିବୀରେ ଓଡିଆମାନଙ୍କ ମୁହଁରେ ଗୁଞ୍ଜରିତ ହୋଇଥିଲା। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଭୁବନଶ୍ବରର…
Read More...

ମହିଳାଙ୍କୁ ନୂଆ ଦିଶା ଦେଖାଇଛି ମିଶନ ଶକ୍ତି

ମହିଳାମାନଙ୍କ ଉନ୍ନତିରେ ଦେଶର ଉନ୍ନତି ହୋଇଥାଏ । ସେ ପ୍ରତି ଧ୍ୟାନ ଦେଇ ସରକାର ବହୁ ପଦକ୍ଷେପ ମଧ୍ୟ ହାତକୁ ନେଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ଵାରା ପରିଚିତ ମିଶନ ଶକ୍ତି, ମହିଳା ମାନଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟରତ ରହିଆସିଛି । ଏହି ମିଶନ ଶକ୍ତି ପ୍ରତ୍ୟେକ ଗ୍ରାମ ବା ଗ୍ରାମପଞ୍ଚାୟତର…
Read More...

୨୦୨୪ ବଜେଟରେ ମତ୍ସ୍ୟ ଚାଷ ପାଇଁ ବଡ ଘୋଷଣା

ବ୍ଲୁ ଇକୋନୋମି, ଯାହାକୁ ବ୍ଲୁ ରିଭୋଲ୍ୟୁସନ୍ ମଧ୍ୟ କୁହାଯାଏ, ଏହା ବଜେଟରେ ମଧ୍ୟ ଘୋଷଣା କରାଯାଇଛି । କେନ୍ଦ୍ର ଅର୍ଥନୀତି ଏବଂ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ବ୍ଲୁ ଇକୋନୋମି ୨.୦ ପାଇଁ ଜଳବାୟୁ ସମ୍ବନ୍ଧୀୟ କାର୍ଯ୍ୟକଳାପ ସମେତ ଅନ୍ୟାନ୍ୟ ଅନେକ ବିଷୟକୁ ଦୃଷ୍ଟିରେ ରଖି…
Read More...

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଯୋଗ ଦେଲେ କୃଷି ବିଭାଗର ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର ଜନତା ମଇଦାନରେ ଚାଲୁଥିବା ତ୍ରିଦିବସୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ରେ ଅଂଶଗ୍ରହଣ କରି କୃଷି ବିଭାଗ ଓଡ଼ିଆ ଭାଷା ପ୍ରତି ନିଜର ପ୍ରତିବଦ୍ଧତା ଦର୍ଶାଇଛି । ଆଜିର ଏହି ମହାନ ଦିବସ ଉପଲକ୍ଷେ ଉଦ୍ଘାଟନ ସମାରୋହରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଯୋଗ ଦେଇ କୃଷି…
Read More...