Browsing Tag

#paddy

ନଭେମ୍ବରରୁ ମଣ୍ଡିରେ ଧାନ ସଂଗ୍ରହ

ଚଳିତ ବର୍ଷ ନଭେମ୍ବରରୁ ଧାନ ମଣ୍ଡିରେ ଆରମ୍ଭ ହେବ ଧାନ ସଂଗ୍ରହ । ତେବେ ଏହି ସମୟରେ ଧାନ ସଂଗ୍ରହ ବେଳେ କିପରି ସ୍ୱଚ୍ଛତାବ ବଜାୟ ରଖାଯିବ , ସେ ଦିଗରେ ସମବାୟ ବିଭାଗ ଧ୍ୟାନ ଦେଇଛି । ପ୍ରତ୍ୟେକଟି ମଣ୍ଡିରେ ସିସିଟିଭି କ୍ୟାମେରା ଲଗାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତବର୍ଷ ଖରିଫ ଋତୁରେ…
Read More...

ଚିନ୍ତା ବଢ଼ାଉଛି ଚକଡ଼ା

ଓଡ଼ିଶାର ବିଭିନ୍ନ ଋତୁରେ ବିଭିନ୍ନ ଚାଷ କରାଯାଇଥିଲେ ହେଁ ଧାନ ମୁଖ୍ୟ ଚାଷ ଅଟେ । ମୁଖ୍ୟତଃ ଖରିଫ ଋତୁର ଆରମ୍ଭରେ ଧାନ ଚାଷ କରାଯାଇଥାଏ, ପରନ୍ତୁ ଧାନ ଚାଷର କେତେକ କ୍ଷତିକାରକ କୀଟ ଏହାର ଉତ୍ପାଦନରେ ହ୍ରାସ କରାଇଥାଏ । ବର୍ତ୍ତମାନ ସମୟରେ ଧାନ ଫସଲରେ ଚକଡା ପୋକ ଏକ ମୁଖ୍ୟ ଚିନ୍ତା ଭାବେ…
Read More...

ବନ୍ୟା ପରେ ଧାନରେ ଲେଡ଼ା ପୋକ ଦମନ

ବନ୍ୟା ପରେ ଲେଡ଼ା ପୋକ ସଂକ୍ରମଣ ଚିହ୍ନଟ କରିବା ପାଇଁ କ୍ଷେତ୍ରଗୁଡିକର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରି ସମାଧାନ କରାଯାଇପାରିବ | ଉପଯୁକ୍ତ କୀଟନାଶକ ଔଷଧ ଯେପରିକି ଫୋସଲେନ (୩୫ ଇ.ସି ଏକର ପିଛା ୬୦୦ ମି.ଲି) କିମ୍ବା କାର୍ବାରିଲ (୫୦ ଡବ୍ଲୁ.ପି ଏକର ପିଛା ୪୦୦ ଗ୍ରା.) କିମ୍ବା…
Read More...

ଧାନ ତଳିର ଉପଯୁକ୍ତ ଯତ୍ନ

ବିହନ ବୁଣିବାର ପ୍ରଥମ କିଛି ଦିନ ପର୍ଯ୍ୟନ୍ତ ତଳିପଟିକୁ କେବଳ ଓଦା ରଖନ୍ତୁ । ଧାନ ଗଜା ବଢ଼ିଗଲେ ୨-୩ ଇଂଚ ପର୍ଯ୍ୟନ୍ତ ଠିଆପାଣି ବାନ୍ଧି ରଖନ୍ତୁ । ଗଜାହେବାର ୧୫ଦିନ ପରେ ୧୦ ଡ଼ିସିମିଲ ତଳିପଟି ପାଇଁ ୪ କିଗ୍ରା ୟୁରିଆ ସାର ପକାନ୍ତୁ । ଏହା ଦ୍ୱରା ତଳି ହୃଷ୍ଟପୃଷ୍ଟ ହୋଇ ବଢ଼ିବ । ତଳିକୁ…
Read More...

ଧାନର ଶୁଖିଲା ଓ କାଦୁଆ ତଳିଘେରା ପରିଚାଳନା

ଶୁଖିଲା ତଳିଘେରା- ବର୍ଷାଦିନିଆ ଧାନଚାଷ ପାଇଁ ଶୁଖିଲା ତଳିଘରା ପ୍ରସ୍ତୁତ କରିବାକୁ ପଡ଼ିଥାଏ । ଏକ ଏକର ଜମି ରୋଇବାକୁ ୧୦ ଡ଼ିସିମିଲ୍‌ ଜମିରେ ତଳୀ ପକାନ୍ତୁ । ତଳି କିଆରିକୁ ଭଲରୂପେ ଚାଷକରି ଘାସବାଛି ମାଟି ଗୁଣ୍ଡ କରନ୍ତୁ । ୩ଫୁଟ ଚଉଡ଼ା,୬ ଇଂଚ ଉଚ୍ଚା ଓ ସୁବିଧା ଅନୁସାରେ ଏମ୍ବା କରି…
Read More...

ଭାରତୀୟ ବଜାରରେ ଅଣବାସମତି ଧଳା ଚାଉଳ ରତ୍ପାନୀ ବନ୍ଦ

ଭାରତ ସରକାର ରତ୍ପାନୀ ନୀତିରେ ସୁଧାର ଆଣିବାର ପ୍ରଚେଷ୍ଟାକୁ ଜାରି ରଖିବା ପାଇଁ ଭାରତୀୟ ବଜାରରେ ଅଣ ବାସମତି ଧଳା ଚାଉଳ ବନ୍ଦ ହେବ ବୋଲି କୁହାଯାଇଛି । ଏହି ଅଣବବାସମତି ଧଳା ଚାଉଳ ଦେଶରୁ ରତ୍ପାନୀ ହୋଇଥିବା ମୋଟ ଚାଉଲର ୨୫% ଅଟେ । ଘରୋଇ ବଜାରରେ ଏବେ ଏହି ମୂଲ୍ୟ ବୃଦ୍ଧି ରହିଆସୁଛି । ଏହା…
Read More...

ଶ୍ରୀ ପଦ୍ଧତିରେ ଧାନ ରୁଆ ପ୍ରଣାଳୀ

ତଳି ୧୪ ଦିନ କିମ୍ବା ୨ ପତ୍ର ବିଶିଷ୍ଟ ହେଲା ପରେ ଏହାକୁ ମୁଖ୍ୟ ଜମିରେ ରୋଇବା ଆବଶ୍ୟକ । ଏହି ପଦ୍ଧତିରେ ତଳିକୁ ମାଟି ସହ ତଳିଘେରା ରୁ ଉଠାଯାଇ ରୋଇବାକୁ ପଡ଼ିଥାଏ । ତଳିକୁ ବର୍ଗାକାର ପଦ୍ଧତିରେ (୨୫*୨୫) ସେ.ମି. ଦୂରତାରେ ରୁଆଯାଏ । ବର୍ଗ ମିଟର ପିଛା ମାତ୍ର ୧୬ଟି ଗଛ ରୁଆ ଯାଇଥାଏ ।…
Read More...

ଧାନ ତଳିର ଉପଯୁକ୍ତ ଯତ୍ନ

ବିହନ ବୁଣିବାର ପ୍ରଥମ କିଛି ଦିନ ପର୍ଯ୍ୟନ୍ତ ତଳିପଟିକୁ କେବଳ ଓଦା ରଖନ୍ତୁ । ଧାନ ଗଜା ବଢ଼ିଗଲେ ୨-୩ ଇଂଚ ପର୍ଯ୍ୟନ୍ତ ଠିଆପାଣି ବାନ୍ଧି ରଖନ୍ତୁ । ଗଜାହେବାର ୧୫ଦିନ ପରେ ୧୦ ଡ଼ିସିମିଲ ତଳିପଟି ପାଇଁ ୪ କିଗ୍ରା ୟୁରିଆ ସାର ପକାନ୍ତୁ । ଏହା ଦ୍ୱରା ତଳି ହୃଷ୍ଟପୃଷ୍ଟ ହୋଇ ବଢ଼ିବ। ତଳିକୁ…
Read More...

ଧାନ ଫସଲ ପାଇଁ ଉତ୍ତମ ମୃତ୍ତିକା ଚୟନ

ଧାନ - ଓଡ଼ିଶାର ମୁଖ୍ୟ ଫସଲ ଭାବେ ବେଶ ଜଣାଶୁଣା । ଖରିଫ ରୁତୁର ପ୍ରମୁଖ ପଓଲ ଭାବେ ଏହାକୁ ଚାଷ କରାଯାଇଥାଏ । ଏବେ ଧାନ ଚାଷ କରିବାର ସମୟ ଆସିଗଲେଣି । ଚାଷୀ ବି ପ୍ରସ୍ତୁତ ବେଶ କିଛି ଅମଳ କରିବା ପାଇଁ । ଏସବୁ ଭିତରେ ଧାନ ଚାଷ ପାଇଁ ପ୍ରମୁଖ ଉପାଦାନ ଜମି କିସମ ଅଟେ । କେଉଁ ଜମିରେ ଏହା…
Read More...