ଧାନ ତଳିର ଉପଯୁକ୍ତ ଯତ୍ନ

0

ବିହନ ବୁଣିବାର ପ୍ରଥମ କିଛି ଦିନ ପର୍ଯ୍ୟନ୍ତ ତଳିପଟିକୁ କେବଳ ଓଦା ରଖନ୍ତୁ । ଧାନ ଗଜା ବଢ଼ିଗଲେ ୨-୩ ଇଂଚ ପର୍ଯ୍ୟନ୍ତ ଠିଆପାଣି ବାନ୍ଧି ରଖନ୍ତୁ । ଗଜାହେବାର ୧୫ଦିନ ପରେ ୧୦ ଡ଼ିସିମିଲ ତଳିପଟି ପାଇଁ ୪ କିଗ୍ରା ୟୁରିଆ ସାର ପକାନ୍ତୁ । ଏହା ଦ୍ୱରା ତଳି ହୃଷ୍ଟପୃଷ୍ଟ ହୋଇ ବଢ଼ିବ। ତଳିକୁ ପୋକ ଦାଉରୁ ରକ୍ଷା କରିବା ପାଇଁ ତଳି ଉପାଡ଼ିବାର ଏକ ସପ୍ତାହ ପୂର୍ବରୁ ୧୦ ଡ଼ିସିମିଲ ତଳିପଟିରେ ୧୨୦୦ ଗାମେ କାର୍ବୋଫ୍ୟୁରାନ ପଟିରେ ପ୍ରୟୋଗ କରନ୍ତୁ । ତଳି ଉପାଡ଼ିବାର ଦିନକ ପୂର୍ବରୁ ତଳିପଟିରେ ପାଣି ମଡ଼ାନ୍ତୁ ।

Leave A Reply

Your email address will not be published.

four × one =