ଶ୍ରୀ ପଦ୍ଧତିରେ ଧାନ ରୁଆ ପ୍ରଣାଳୀ

0

ତଳି ୧୪ ଦିନ କିମ୍ବା ୨ ପତ୍ର ବିଶିଷ୍ଟ ହେଲା ପରେ ଏହାକୁ ମୁଖ୍ୟ ଜମିରେ ରୋଇବା ଆବଶ୍ୟକ ।
 ଏହି ପଦ୍ଧତିରେ ତଳିକୁ ମାଟି ସହ ତଳିଘେରା ରୁ ଉଠାଯାଇ ରୋଇବାକୁ ପଡ଼ିଥାଏ ।
 ତଳିକୁ ବର୍ଗାକାର ପଦ୍ଧତିରେ (୨୫*୨୫) ସେ.ମି. ଦୂରତାରେ ରୁଆଯାଏ ।
 ବର୍ଗ ମିଟର ପିଛା ମାତ୍ର ୧୬ଟି ଗଛ ରୁଆ ଯାଇଥାଏ ।
 ସଙ୍କର ଜାତୀୟ ବିହନ ହୋଇଥିବାରୁ ବୁଦା ପ୍ରତି କେବଳ ଗୋଟିଏ ଲେଖା ଗଛ ରହିବା ଆବଶ୍ୟକ ।
 ଏହା ଦ୍ୱାରା ଗଛକୁ ଉପଯୁକ୍ତ ଖାଦ୍ୟ ମିଳିଥାଏ ଏବଂ ଜମି ପରିଚାଳନାରେ ସହାୟକ ହୋଇଥାଏ ।

Leave A Reply

Your email address will not be published.

4 + 13 =