ଭାରତୀୟ ବଜାରରେ ଅଣବାସମତି ଧଳା ଚାଉଳ ରତ୍ପାନୀ ବନ୍ଦ

0

ଭାରତ ସରକାର ରତ୍ପାନୀ ନୀତିରେ ସୁଧାର ଆଣିବାର ପ୍ରଚେଷ୍ଟାକୁ ଜାରି ରଖିବା ପାଇଁ ଭାରତୀୟ ବଜାରରେ ଅଣ ବାସମତି ଧଳା ଚାଉଳ ବନ୍ଦ ହେବ ବୋଲି କୁହାଯାଇଛି । ଏହି ଅଣବବାସମତି ଧଳା ଚାଉଳ ଦେଶରୁ ରତ୍ପାନୀ ହୋଇଥିବା ମୋଟ ଚାଉଲର ୨୫% ଅଟେ । ଘରୋଇ ବଜାରରେ ଏବେ ଏହି ମୂଲ୍ୟ ବୃଦ୍ଧି ରହିଆସୁଛି । ଏହା ସହ ୨୦% ରତ୍ପାନୀ ଶୁଳ୍କ ସହ ଜାରି ରତ୍ପାନୀ ଅନୁମତି ଉପରେ ନିଷେଧାଦେଶ ଲଗାଯାଇଛି । ତେବେ ଏହି ମୂଲ୍ୟ ହ୍ରାସ ପାଇର୍ ସେପ୍ଟେମ୍ବର ୮,୨୦୨୨ ରେ ଏହା ଉପରେ ୨୦% ରତ୍ପାନୀ ଶୁଳ୍କ ମୂଲ୍ୟ ଲାଗୁକରାଯାଇଥିଲା । ଏହି ଖୁଚୁରା ମୂଲ୍ୟ ଯଥାକ୍ରମେ ବର୍ଷକ ମଧ୍ୟରେ ୧୧.୫% ଓ ମାସକ ମଧ୍ୟରେ ୩% ବୃଦ୍ଧି ପାଇଛି । ସୁତରାଂ ଏହି ମୂଲ୍ୟ ବୃଦ୍ଧି ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ,ଏଲନିନୋ ପ୍ରଭାବ ତଥା ଅନ୍ୟ ଚାଉଳଉତ୍ପାଦନକାରୀ ଦେଶରେ ଜଳବାୟୁ ପରିବର୍ତ୍ତନର ବଡ଼ କାରଣ ବୋଲି ବିବେଚନା କରାଯାଉଛି ।

Leave A Reply

Your email address will not be published.

6 + 5 =