Browsing Tag

#millets

ମିଲେଟ୍ ସିଡ୍ ଡିସପ୍ଲେ ୟୁନିଟ୍ ର ଶୁଭାରମ୍ଭ

ଜନଜାତି ସମୁଦାୟର ସଂସ୍କୃତି ଓ ଖାଦ୍ୟପେୟ ସହିତ ଗଭୀର ଭାବେ ଜଡିତ ପୃଷ୍ଟିସାରଯୁକ୍ତ ଶସ୍ୟ ମିଲେଟ୍ ଆମ ଜୀବନଶୈଳୀକୁ ପରିବର୍ତ୍ତନ କରିବା ସହ ବର୍ତ୍ତମାନ ଆମ ଖାଦ୍ୟ ପ୍ରଣାଳୀରେ ସୁପର ଫୁଡ୍ ର ଭୂମିକା ବହନ କରୁଛି । ଏହା ଓଡିଶା ପାଇଁ ଗର୍ବର ବିଷୟ ଯେ ଆମ ଜନଜାତି ସମ୍ପ୍ରଦାୟ ପ୍ରାଚୀନ କାଳରୁ
Read More...

ମାଣ୍ଡିଆରୁ ପ୍ରସ୍ତୁତ ହେଲା ୩୨ ପ୍ରକାରର ନିଆରା ବ୍ୟଞ୍ଜନ

ମାଣ୍ଡିଆକୁ ନେଇ ଏବେ ସବୁଠି ଚର୍ଚ୍ଚା। ରାଜ୍ୟରେ ମାଣ୍ଡିଆ କୁ ନେଇ ସଭିଙ୍କ ମନରେ ଏକ ନିଆରା ଉତ୍କଣ୍ଠା। ସମସ୍ତଙ୍କ ଘରେ ଘରେ ଏବେ ମାଣ୍ଡିଆ ରୁ ପ୍ରସ୍ତୁତ ଖାଦ୍ୟ ଦେଖିବାକୁ ମିଳୁଛି। ତେବେ ଏହି ଉପକ୍ରମରେ ଦେବଗଡ଼ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ବ୍ୟଞ୍ଜନ ପ୍ରତିଯୋଗିତାରେ ପାଖାପାଖି ୩୨
Read More...

ଦେଶୀ ବିହନ ସଂଗ୍ରହ ନିଶାରେ କୋରାପୁଟର ହର୍ଷିତା ପ୍ରିୟଦର୍ଶିନୀ

ସପ୍ତମ ଶ୍ରେଣର ଛାତ୍ରୀ । ହେଲେ ମନରେ ଚାଷୀ ଆଉ ଚାଷ ପାଇଁ ଅହେତୁକ ଦରଦ । ସେଇ ନିଆରାପଣକୁ ସାଥି କରି ନୂଆ କିଛି କରିବାର ଆଶାରେ ସେ ମସଗୁଲ । କୋମଳମତି ବୟସରେ ବି ତାଙ୍କ ମନ ଭିତରେ କୃଷି ପାଇଁ ଏକ ଆବେଗଭରା ସମ୍ମୋହନ ବାରିହୋଇପଡେ଼ । ସେଥିପାଇଁ ପାଠପଢ଼ା ସହିତ ବି ସେ ପାଖାପାଖି ୧୫୦ରୁ
Read More...

ସ୍ୱାସ୍ଥ୍ୟ ଗଠନରେ ମାଣ୍ଡିଆର ଭୂମିକା

ବନ୍ଧୁଗଣ , ଆପଣମାନେ ମାଣ୍ଡିଆ ବିଷୟରେ ପିଲାଟି ଦିନରୁ ଶୁଣିଥ୍‌ôବେ , ଏଥିରେ ଦ୍ୱିମତ ନାହିଁ । କିନ୍ତୁ ମାଣ୍ଡିଆ ପ୍ରତି ଯେଉଁ ଭାବନା ୧୫-୨୦ବର୍ଷ ତଳେ ଥିଲା ଆଜି ସେଥିରେ ଆକାଶ ପାତାଳ ତଫାତ୍‌ । ଆଜି ମାଣ୍ଡିଆ କେବଳ ଏକ ଲଘୁଶସ୍ୟ ନୁହେଁ , ଏହା ଏକ ମିଶନ । ରାଜ୍ୟସରକାରଙ୍କ କୃଷି ବିଭାଗ
Read More...

ଆନ୍ତର୍ଜାତିକ ସମ୍ମିଳନୀରେ ପ୍ରଦର୍ଶିତ ହେବ ମିଲେଟ ସଫଳତାର କାହାଣୀ

ରାଜ୍ୟରେ ମାଣ୍ଡିଆ ପାଇଁ ଆଦର ଏବେ ବଢ଼ିବାରେ ଲାଗିଛି । ରାଜ୍ୟ ସରକାରଙ୍କ ତରଫରୁ ମାଣ୍ଡିଆର ପ୍ରଚାର ପ୍ରସାର ନିମନ୍ତେ ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି । ଏହି ଉପକ୍ରମରେ ଓଡ଼ିଶାରେ ଆସନ୍ତା ନଭେମ୍ବର ୯ ଓ ୧୦ ରେ ଆନ୍ତର୍ଜାତିକ ସମ୍ମିଳନୀ କରାଯିବାକୁ ସ୍ଥିର ହୋଇଛି । ଏହା ମାଧ୍ୟମରେ
Read More...

ବିଶ୍ୱ ଶୁଣିବ ଓଡ଼ିଆ ଆଦିବାସୀଙ୍କ ମିଲେଟ ଗାଥା

ସାରା ଦେଶ ଆଜି ଆନ୍ତର୍ଜାତିକ ମିଲେଟ ବର୍ଷ ପାଳୁଛି । ପଲ୍ଲୀ ଠୁ ପାର୍ଲାମେଣ୍ଟ ଯାଏଁ ଆଜି ମିଲେଟର ବାସ । ଗାଁ ଠୁ ସହର ମାଣ୍ଡିଆ ପାଇଁ ଉତ୍କଣ୍ଠା ଆଉ ଉଲ୍ଲାସ । ସବୁରି ଘରେ ଆଜି ମାଣ୍ଡିଆ ପାଇଁ ଅହେତୁକ ଆକର୍ଷଣ । ତେବେ ଏହି ଉପକ୍ରମରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ସେପ୍ଟେମ୍ବର ୯-୧୦ରେ
Read More...

ଛାତ୍ରଛାତ୍ରୀଙ୍କ ମନରେ ମିଲେଟ ପାଇଁ ଉତ୍କଣ୍ଠା

ରାଜ୍ୟରେ ଓଡ଼ିଶା ମିଲେଟ ମିଶନ ଏବେ ସମସ୍ତଙ୍କ ଭିତରେ ମାଣ୍ଡିଆ ପାଇଁ ଏକ ଅପୂର୍ବ ସମ୍ମୋହନ ସୃଷ୍ଟି କରିଛି । ସଭିଙ୍କ ଖାଦ୍ୟପେୟରେ ମାଣ୍ଡିଆକୁ ସାମିଲ କରିବାର ଛୁଙ୍କ୍‌ ସତରେ ନିଆରା । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ ଆଉ ବୟସ୍କ ସବୁଠି ମାଣ୍ଡିଆକୁ ନେଇ ସମାନ ଉତ୍ସାହ । ଏହି
Read More...