ଛାତ୍ରଛାତ୍ରୀଙ୍କ ମନରେ ମିଲେଟ ପାଇଁ ଉତ୍କଣ୍ଠା

0

ରାଜ୍ୟରେ ଓଡ଼ିଶା ମିଲେଟ ମିଶନ ଏବେ ସମସ୍ତଙ୍କ ଭିତରେ ମାଣ୍ଡିଆ ପାଇଁ ଏକ ଅପୂର୍ବ ସମ୍ମୋହନ ସୃଷ୍ଟି କରିଛି । ସଭିଙ୍କ ଖାଦ୍ୟପେୟରେ ମାଣ୍ଡିଆକୁ ସାମିଲ କରିବାର ଛୁଙ୍କ୍‌ ସତରେ ନିଆରା । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ ଆଉ ବୟସ୍କ ସବୁଠି ମାଣ୍ଡିଆକୁ ନେଇ ସମାନ ଉତ୍ସାହ । ଏହି ଉପକ୍ରମରେ ଓଡିଶା ମିଲେଟ ମିଶନର ମାଣ୍ଡିଆ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ଷ୍ଟୁଆର୍ଟ ସ୍କୁଲ ଛାତ୍ରଛାତ୍ରୀ ମାନେ ଅଗଷ୍ଟ ୩୧ ତାରିଖ ଦିନ କୃଷି ଭବନ ପରିଦର୍ଶନ କରି ଗ୍ରାମୀଣ ଜୀବନ କୋ÷ଶଳ, ଖାଦ୍ୟପେୟ ତଥା ମାଣ୍ଡିଆର ପ୍ରଚାର ପ୍ରସାର,ଏହାର ଉପକାରିତା ସମ୍ପର୍କରେ ଜାଣିଥିଲେ । ସ୍ୱାସ୍ଥ୍ୟ ପାଇଁ ମାଣ୍ଡିଆର ଭୂମିକାକୁ ଜାଣି ଛାତଛାତ୍ରୀଙ୍କ ମନରେ ମିଲେଟ ପାଇଁ ନୂଆ ଉତ୍କଣ୍ଠା ଭରିଥିଲା ।

Leave A Reply

Your email address will not be published.

fourteen + 12 =