Browsing Category

ଅତିଥି ସ୍ତମ୍ଭ (Guest column)

ପୁଲକିତ ଚାଷୀ ଆଉ ରଜ ସଂକ୍ରାନ୍ତି

ଓଡିଆ ମାଟିର ବାସ୍ନା ଓ ମହକର ପର୍ବ "ରଜପର୍ବ"|ଏହା ଉତ୍କଳବାସୀଙ୍କର ଏକ ନିଆରା ଓ ସ୍ଵତନ୍ତ୍ର ପର୍ବ| ଏହା ମୁଖ୍ୟତଃ ତିନି ଦିନର ପର୍ବ କିନ୍ତୁ ଓଡିଶାବାସୀ ଉତ୍ସବ ଓ ପର୍ବପର୍ବାଣୀର ପ୍ରିୟ ହୋଇଥିବାରୁ ଏହାକୁ ପାଞ୍ଚଦିନ ଧରି ପାଳନ କରିଥାଆନ୍ତି| ପ୍ରଥମ ଦିନ ପହିଲି ରଜ, ଦ୍ଵିତୀୟ ଦିନ…
Read More...

ବରଷକେ ଥରେ ଆସିଛି ରଜ

ଓଡ଼ିଶା ର ବାର ମାସ ତେର ପର୍ବ ମଧ୍ୟ ରୁ ରଜ ଏକ ଅନ୍ୟତମ। ଏହା ଏକ ମାତ୍ର ପର୍ବ ଯାହାକି ନାରିତ୍ଵ ଓ ତାଙ୍କ ଋତୁସ୍ରାବ ପାଇଁ ପାଳନ କରାଯାଏ। ଏହି ରଜ ଶବ୍ଦ ଟି ରଜସ୍ଵଳା ରୁ ଆସିଅଛି, ଯାହାର ଅର୍ଥ ହେଉଛି ଋତୁସ୍ରାବ ମହିଳା। ପୁରାତନ କାଳ ରୁ ଶୁଣିବାକୁ ମିଳେ ଯେ ବସୁନ୍ଧରା ମା ଆଷାଢ଼ ମାସ ରେ…
Read More...

ଆଧୁନିକ ଭାରତ ପାଇଁ କୃଷି ହିଁ ଏକମାତ୍ର ବିକଳ୍ପ

କବି କଣ୍ଠରୁ ଝରି ଆସିଥିବା ସେଦିନର ସେହି ଗୀତର ସାରାଂଶ ରେ ଏହି କଥା କୁହାଯାଇ ପାରେ :- "ଚାଷ ନାହିଁ ଯାହାର ବାସ ନାହିଁ ତାହାର "।।ବାସ୍ତବରେ ବହୁଦିନ ପରେ ଏହି ଉକ୍ତିଟି ଆଧୁନିକ ଭାରତ ପାଇଁ ଏକ ଧେୟ ବାକ୍ଯ ପରି ମନେ ହୁଏ । ବିଗତ ଦିନର ବିଶ୍ବଗୁରୁ ସାଜିଥିବା ଆମ ଦେଶ ଭାରତ ତାର…
Read More...

ସ୍ୱାବଲମ୍ବୀ ହେବାର ମାଧ୍ୟମ: ଜିଆ ଖତ ଉତ୍ପାଦନ

ସାମ୍ପ୍ରତିକ ସମୟରେ ରାସାୟନିକ ସାରର ବହୁଳ ତଥା ଅସନ୍ତୁଳିତ ବ୍ୟବହାର ଯୋଗୁଁ ମାଟିର ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଛି ଓ ଉତ୍ପାଦିକତା ଶକ୍ତି କ୍ରମଶଃ ହ୍ରାସ ପାଇବାରେ ଲାଗିଛି | ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରି ଉତ୍ପାଦନ ହୋଇଥିବା ଖାଦ୍ୟକୁ ଖାଇ ଆମ୍ଭେମାନେ ବିଭିନ୍ନ ପ୍ରକାରର…
Read More...

କୃତ୍ରିମ କଦଳୀ ମଞ୍ଜି ଉତ୍ପାଦନ

ଟେଷ୍ଟଟ୍ୟୁବ୍‌ରେ ମଣିଷ ଶିଶୁ ଜନ୍ମନେବାର ଜଣାଅଛି କିନ୍ତୁ କୃଷି ବୈଜ୍ଞାନିକ ମାନେ ଏବେ ଟେଷ୍ଟଟ୍ୟୁବରେ କଦଳୀ ଗଛର ଭ୍ରୂଣ ସୃଷ୍ଟି କରିପାରୁଛନ୍ତି । ଏହା ଶହଶହ ସଂଖ୍ୟାରେ ବିଜ୍ଞାନଗାରରେ ଏକ କ୍ଷୁଦ୍ର କାଚନଳୀ ଭିତରେ ବିଭିନ୍ନ ରାସାୟନିକ ପ୍ରକ୍ରିୟାରେ ସୃଷ୍ଟି କରିପାରୁଛନ୍ତି । ଏହାକୁ…
Read More...