Browsing Category

କୃଷି ଖବର (Agriculture news)

ମିଶନ୍‌ ଶକ୍ତି କାଫେ ପରିଚାଳନା ପାଇଁ ତାଲିମ ଶିବିର

ରାଜ୍ୟରେ ମିଶନ୍‌ ଶକ୍ତି ମହିଳା ମାନେ ଏବେ ସ୍ୱାବଲମ୍ବୀ ହେବା ସହ ନିଜେ ନିଜର ପରିବାର ପ୍ରତିପୋଷଣ କରିପାରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଦିଗଦର୍ଶନରେ ଏହା ଏବେ ସୁଦୂରପ୍ରସାରୀ ହୋଇପାରିଛି । ଏହି ଉପକ୍ରମରେ ଆଇ.ଏଚ.ଏମ୍‌ ଭୁବନେଶ୍ୱର ଠାରେ ଏକ ଦଶ ଦିନିଆ ପ୍ରଶିଣ ଶିବିର ଅନୁଷ୍ଠିତ
Read More...

ରାଜ୍ୟ ସରକାରଙ୍କ ଫସଲ ବୀମା ଯୋଜନା ପଂଜିକରଣର ଶେଷ ତାରିଖ ଆଜି

ଚାଷୀ ପଂଜିକରଣ ନେଇ ଜୁଲାଇ ୩୧ ତାରିଖ ଶେଷ ତାରିଖ ଥିବା ବେଳେ ଏହାର ଅବଧିକୁ ଅଗଷ୍ଟ ୫ ଯାଏଁ ବଢ଼ାଇଦିଆଯାଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଫସଲ ବୀମା ଯୋଜନାରେ ଚାଷୀ ଭାଇ ମାନେ ପଂଜିକରଣ କରନ୍ତୁ । ଚଳିତ ଖରିଫରେ ୨ ହେକ୍ଟର ଯାଏଁ ଆଠ ଟି ବୀମାଯୁକ୍ତ ଫସଲର ପ୍ରିମିୟମ ଭରିବେ
Read More...

ମହିଳାଙ୍କୁ ସଶକ୍ତ,ସମୃଦ୍ଧ ଓ ସ୍ୱାବଲମ୍ବୀ କରିବାରେ ମାଣ୍ଡିଆର ଭୂମିକା ଅନନ୍ୟ : କୃଷି ମନ୍ତ୍ରୀ

ଫାର୍ମରୁ ପ୍ଲେଟ ଯାଏଁ ମାଣ୍ଡିଆର ଯାତ୍ରା ସତରେ ଏକ ପ୍ରଶଂସନୀୟ ତଥା ସ୍ୱାଗତଯୋଗ୍ୟ ପଦକ୍ଷେପ । ଓଡ଼ିଶା ମିଲେଟ ମିଶନ ଏ ଦିଗରେ ସଫଳତାର ସହ କାର୍ଯ୍ୟ କରୁଛି । ୨୦୨୩କୁ ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ଭାବରେ ପାଳନ କରାଯାଉଛି । ଓଡ଼ିଶା ଏବେ ମାଣ୍ଡିଆ ଉତ୍ପାଦନରେ ବେଶ ଉଲ୍ଲେଖନୀୟ ପ୍ରଦର୍ଶନ
Read More...

ରାଜ୍ୟସଭାରେ ଓଡ଼ିଶା ମିଲେଟ ମିଶନର ପ୍ରଶଂସା

ଓଡ଼ିଶା ମିଲେଟ ମିଶନ ଏବେ ଏକ ବିପ୍ଲବରେ ପରିଣତ ହେଲାଣି । ଫାର୍ମରୁ ପ୍ଲେଟ ଯାଏଁ ମାଣ୍ଡିଆ ଆଜି ସଫଳତାର ଗୀତ ଗାଉଛି । ମିଶନ୍‌ ଶକ୍ତି ,କୃଷି ବିଭାଗ, ମହିଳା ଓ ଶିଶୁ ବିକାଶ ପରି ବିଭନ୍ନ ବିଭାଗ ମାନେ ଏବେ ଏହି ସଫଳତାରେ ଯୋଡ଼ି ହୋଇଛନ୍ତି । ମାନ୍ୟବର ରାଜ୍ୟସଭା ସାଂସଦ ସୁଜିତ କୁମାର ଆଜି
Read More...

ରାଜ୍ୟରେ ଅଣଧାନ ଚାଷକୁ ପ୍ରୋତ୍ସାହନ

ଚାଷ ଓ ଚାଷୀର ବିକାଶ ଦିଗରେ ରାଜ୍ୟ ସରକାର ସୁବବେଳେ ନିଜର ଉଦ୍ୟମ ଜାରି ରଖିଛନ୍ତି । ବର୍ତ୍ତମାନ ସମୟରେ ଚାଷୀ ମାନଙ୍କୁ ଅଣଧାନ ଚାଷ ଦିଗରେ ପ୍ରୋତ୍ସାହନ ମିଳିବା ସହ ସହଯୋଗ ଏବଂ ସହାୟତା ମଧ୍ୟ ମିଳୁଛି । ଏଥିପାଇଁ ମାର୍କଫେଡ଼ ଜରିଆରେ ୫୦୦କୋଟିର ପାଣ୍ଠି ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା
Read More...

ମିିଶନ୍‌ ଶକ୍ତି ମହିଳାଙ୍କ ଜୈବିକ କୃଷିର ନାରା

ମହିଳା ସଶକ୍ତିକରଣ ରାଜ୍ୟ ସରାକାରଙ୍କ ପ୍ରଥମ ପ୍ରାଥମିକତା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମହିଳା ମାନଙ୍କ ବିକାଶ ପାଇଁ କରାଯାଉଥିବା ଦୃଷ୍ଟାନ୍ତମୂଳକ କାର୍ଯ୍ୟକ୍ରମ ସବୁବେଳେ ପ୍ରଶଂସା ଯୋଗ୍ୟ । ଆଉ ଏ ସବୁକୁ ଅଧିକ ଖୋରାକ ଯୋଗାଇଛି ମିଶନ୍‌ ଶକ୍ତି । ମିଶନ୍‌ ଶକ୍ତି ମାଧ୍ୟମରେ ମହିଳା ମାନେ
Read More...

ଚାଷ ଜମିରେ ସୁନା ଫଳାଉଛନ୍ତି ମିଶନ୍‌ ଶକ୍ତି ମହିଳା

ରାଜ୍ୟରେ ମହିଳା ମାନଙ୍କର ବିକାଶ ପାଇଁ ମିଶନ୍‌ ଶକ୍ତି ଜରିଆରେ ମହିଳା ମାନେ ସ୍ୱାବଲମ୍ବୀ ହେବା ସହ ରୋଜଗାରକ୍ଷମ ହୋଇପାରୁଛନ୍ତି । ମହିଳା ସଶକ୍ତିକରଣର ବାର୍ତ୍ତା ଦେଇ ମା ମାନେ ଆଜି ଉଦ୍ୟୋଗର ମହକ ବୁଣୁଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ପାଖାପାଖି ୨୫୦୦୦ ମିଶନ୍‌ ଶକ୍ତି ମହିଳା ଏବେ ୧୭ଟି
Read More...

କ୍ଷେତ ପୋଖରୀ ଯୋଜନା ପାଇଁ ନୂଆ ମିଶନ୍‌

ସମନ୍ୱିତ କୃଷିକୁ ବ୍ୟାପକ କରିବା ଦିଗରେ ରାଜ୍ୟ ସରକାର ୧ ଲକ୍ଷ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରିଆସୁଛନ୍ତି । ସମନ୍ୱିତ କୃଷିରେ ଚୟନ ହୋଇଥିବା ଚାଷୀ ମାନଙ୍କୁ ନିଜ ଚାଷ ଜମିରେ ପୋଖରୀ ଖୋଳିବା ନେଇ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ । ଏହି ଜମିରେ ମାଛ ଓ
Read More...

ଅଗଷ୍ଟ ୫ ଯାଏଁ ବଢ଼ିଲା ଫସଲ ବୀମାର ପଂଜିକରଣ ଅବଧି

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପଂଜିକରଣ ଅବଧି ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ଅନୁରୋଧକୁ ରକ୍ଷା କରି କେନ୍ଦ୍ର ସରକାର ଏହି ସମୟ ଅବଧିକୁ ବଢାଇଛନ୍ତି । ଚାଷୀ ପଂଜିକରଣ ନେଇ ଜୁଲାଇ ୩୧ ତାରିଖ ଶେଷ ତାରିଖ ଥିବା ବେଳେ ଏହାର ଅବଧିକୁ ଅଗଷ୍ଟ ୫ ଯାଏଁ ବଢ଼ାଇଦିଆଯାଇଛି । ରାଜ୍ୟ ସରକାର
Read More...

ଧାନ ତଳିର ଉପଯୁକ୍ତ ଯତ୍ନ

ବିହନ ବୁଣିବାର ପ୍ରଥମ କିଛି ଦିନ ପର୍ଯ୍ୟନ୍ତ ତଳିପଟିକୁ କେବଳ ଓଦା ରଖନ୍ତୁ । ଧାନ ଗଜା ବଢ଼ିଗଲେ ୨-୩ ଇଂଚ ପର୍ଯ୍ୟନ୍ତ ଠିଆପାଣି ବାନ୍ଧି ରଖନ୍ତୁ । ଗଜାହେବାର ୧୫ଦିନ ପରେ ୧୦ ଡ଼ିସିମିଲ ତଳିପଟି ପାଇଁ ୪ କିଗ୍ରା ୟୁରିଆ ସାର ପକାନ୍ତୁ । ଏହା ଦ୍ୱରା ତଳି ହୃଷ୍ଟପୃଷ୍ଟ ହୋଇ ବଢ଼ିବ । ତଳିକୁ
Read More...