କ୍ଷେତ ପୋଖରୀ ଯୋଜନା ପାଇଁ ନୂଆ ମିଶନ୍‌

0

ସମନ୍ୱିତ କୃଷିକୁ ବ୍ୟାପକ କରିବା ଦିଗରେ ରାଜ୍ୟ ସରକାର ୧ ଲକ୍ଷ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରିଆସୁଛନ୍ତି । ସମନ୍ୱିତ କୃଷିରେ ଚୟନ ହୋଇଥିବା ଚାଷୀ ମାନଙ୍କୁ ନିଜ ଚାଷ ଜମିରେ ପୋଖରୀ ଖୋଳିବା ନେଇ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ । ଏହି ଜମିରେ ମାଛ ଓ ଚିଙ୍ଗୁଡ଼ି ଚାଷ କରାଯିବା ସହ ଜଳସେଚନ କରାଯାଇପାରିବ । ତେବେ ଉଦ୍ୟାନ କୃଷିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ଫାର୍ମପଣ୍ଡ କରିଯିବ ବୋଲି କୃଷି ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ସାରା ରାଜ୍ୟରେ ଏଭଳି ୨୬୦୦ ସହ ପ୍ରକଳ୍ପ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଆଦିବାସୀ ପ୍ରବଣ ଜିଲ୍ଲା ମାନଙ୍କରେ ଏହାକୁ ମିଶନ୍‌ ଭାବରେ ଲାଗୁ କରାଯିବାର ଯୋଜନା ରହିଛି ।

Leave A Reply

Your email address will not be published.

four − two =