ରାଜ୍ୟ ସରକାରଙ୍କ ଫସଲ ବୀମା ଯୋଜନା ପଂଜିକରଣର ଶେଷ ତାରିଖ ଆଜି

0

ଚାଷୀ ପଂଜିକରଣ ନେଇ ଜୁଲାଇ ୩୧ ତାରିଖ ଶେଷ ତାରିଖ ଥିବା ବେଳେ ଏହାର ଅବଧିକୁ ଅଗଷ୍ଟ ୫ ଯାଏଁ ବଢ଼ାଇଦିଆଯାଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଫସଲ ବୀମା ଯୋଜନାରେ ଚାଷୀ ଭାଇ ମାନେ ପଂଜିକରଣ କରନ୍ତୁ । ଚଳିତ ଖରିଫରେ ୨ ହେକ୍ଟର ଯାଏଁ ଆଠ ଟି ବୀମାଯୁକ୍ତ ଫସଲର ପ୍ରିମିୟମ ଭରିବେ ସରକାର । ଆଜି ପଂଜିକରଣର ଶେଷ ତାରିଖ । ତେଣୁ ଯେଉଁ ଚାଷୀ ଭାଇ ମାନେ ଏବେ ସୁଦ୍ଧା ପଂଜିକରଣ କରିନାହାନ୍ତି , ସେମାନେ ଯଥାଶୀଘ୍ର କରିଦିଅନ୍ତୁ । ରାଜ୍ୟ ସରକାରଙ୍କ ଦ୍ୱାରା ଏହି ସୁବର୍ଣ୍ଣ ସୁଯୋଗକୁ ଲାଭ କରନ୍ତୁ ।

Leave A Reply

Your email address will not be published.

two × 4 =