ରାଜ୍ୟରେ ଅଣଧାନ ଚାଷକୁ ପ୍ରୋତ୍ସାହନ

ଚାଷ ଓ ଚାଷୀର ବିକାଶ ଦିଗରେ ରାଜ୍ୟ ସରକାର ସୁବବେଳେ ନିଜର ଉଦ୍ୟମ ଜାରି ରଖିଛନ୍ତି । ବର୍ତ୍ତମାନ ସମୟରେ ଚାଷୀ ମାନଙ୍କୁ ଅଣଧାନ ଚାଷ ଦିଗରେ ପ୍ରୋତ୍ସାହନ ମିଳିବା ସହ ସହଯୋଗ ଏବଂ ସହାୟତା ମଧ୍ୟ ମିଳୁଛି । ଏଥିପାଇଁ ମାର୍କଫେଡ଼ ଜରିଆରେ ୫୦୦କୋଟିର ପାଣ୍ଠି ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ରାଜ୍ୟର ପ୍ରାୟ ଏକ ଲକ୍ଷ ଚାଷୀ ଉପକୃତ ହୋଇପାରିବେ । କୃଷି ବିବିଧିକରଣ ଦିଗରେ ମାର୍ଗ ସୁଦୃଢ଼ ହୋଇପାରିଛି ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×