Browsing Tag

#womenenterpreneurs

ଭବାନୀପାଟଣା ରେ ଉଦଘାଟିତ ହେଲା ମିଶନ ଶକ୍ତି କାଫେ

ବର୍ତ୍ତମାନ ସବୁ କ୍ଷେତ୍ରରେ ମହିଳାଙ୍କ ବିକାଶ ଏବଂ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ବ ଦିଆଯାଉଛି । ମିଶନ ଶକ୍ତି ମାଧ୍ୟମରେ ମହିଳା ଆଜି ସ୍ଵାବଲମ୍ବୀ ହୋଇ ରୋଜଗାର କରି ନିଜର ପରିବାର ଚଳାଉଛନ୍ତି । ଘରର ଚାରିକାନ୍ଥ ଭିତରେ ଥିବା ମହିଳା ଆଜି ପୁରୁଷଠୁ ଦୁଇ ପାଦ ଆଗରେ ଚାଲୁଛି । ଏ ଦିଗରେ
Read More...

ସମ୍ମାନିତ ହେଲେ ୩୦ ଟି ଶ୍ରେଷ୍ଠ ମିଶନ ଶକ୍ତି ମହିଳା ଗୋଷ୍ଠୀ

ଦୁଇ ଦିନ ଧରି ଚାଲୁଥିବା ଆନ୍ତର୍ଜତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ରେ, ଦ୍ୱିତୀୟ ଦିନରେ, "SHG ନେତୃତ୍ୱାଧୀନ ମିଲେଟ୍ ଆଧାରିତ ଉଦ୍ୟୋଗୀ" ଉପରେ ଅଧିବେଶନରେ 1500 ରୁ ଅଧିକ ମିଶନ୍ ଶକ୍ତିର ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟ ଅଂଶଗ୍ରହଣ କରିଥିଲେ । ଅଧିବେଶନ ସମୟରେ ମିଶନ ଶକ୍ତି, ମହିଳା ଏବଂ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୧୫୦ ଜଣ ମିଶନ ଶକ୍ତି ମହିଳା

ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଯୋଗ ଦେଇଥିବା ପ୍ରାୟ ୧୫୦ ଜଣ ମିଶନ ଶକ୍ତି ମା’ ଶୁକ୍ରବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ପୁଷ୍ଟିଶସ୍ୟ ମାଣ୍ଡିଆକୁ ପ୍ରୋତ୍ସାହନ ଦେଇଥିବାରୁ ମା’ମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ
Read More...

ନଭେମ୍ବର ୯ରୁ ଦୁଇଦିନିଆ ଆନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ

ରାଜ୍ୟରେ ମାଣ୍ଡିଆ ଏବେ ସୃଷ୍ଟି କରିଛି ବିପ୍ଲବ । ଏକ ଦିଗନ୍ତବିସ୍ତାରୀ ଆଭିମୁଖ୍ୟ ନେଇ ମିଲେଟସ ଏବେ ସଭିଙ୍କ ଘରେ ଘରେ ଆଦର ପାଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସୁଦୂରପ୍ରସାରୀ ଚିନ୍ତାଧାରା ଓ ଦୃଷ୍ଟିକୋଣକୁ ସାଥ କରି ରାଜ୍ୟ ସରକାର ମାଣ୍ଡିଆର ପ୍ରଚାର ପ୍ରସାର ଦିଗରେ ସଫଳତାର ସହ କାର୍ଯ୍ୟ
Read More...

ନଭେମ୍ବରରୁ ମଣ୍ଡିରେ ଧାନ ସଂଗ୍ରହ

ଚଳିତ ବର୍ଷ ନଭେମ୍ବରରୁ ଧାନ ମଣ୍ଡିରେ ଆରମ୍ଭ ହେବ ଧାନ ସଂଗ୍ରହ । ତେବେ ଏହି ସମୟରେ ଧାନ ସଂଗ୍ରହ ବେଳେ କିପରି ସ୍ୱଚ୍ଛତାବ ବଜାୟ ରଖାଯିବ , ସେ ଦିଗରେ ସମବାୟ ବିଭାଗ ଧ୍ୟାନ ଦେଇଛି । ପ୍ରତ୍ୟେକଟି ମଣ୍ଡିରେ ସିସିଟିଭି କ୍ୟାମେରା ଲଗାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତବର୍ଷ ଖରିଫ ଋତୁରେ
Read More...

ଚାଷ ଜମିରେ ଚମକୁଛନ୍ତି ମହିଳା

ମହିଳାଙ୍କ ପରିଚୟ ବଦଳିଛି । ପରିଚିତି ବି ବଦଳିଛି । ବଂଚିବାର ଢ଼ାଂଚା ବି ବଦଳିଛି । ଆଉ ଏହାରି ଭିତରେ ଆଉ ଅନ୍ଧାରୀ ମୂଲକର ସେ ଚିନ୍ତନ ବି ନାହିଁ । ଅଛି କେବଳ ରଙ୍ଗୀନ ସ୍ୱପ୍ନ ଦେଖି ଜୀଇଁବାର ଅନୁଭୂତି । ନିଜ ସ୍ୱପ୍ନକୁ ସାକାର କରିବାର ନିଆରା ପ୍ରୟାସ ନେଇ ଆଜି ଚାଷ ଜମିରେ ଚମକୁଛନ୍ତି
Read More...

ସଫଳତା ଓ ସମୃଦ୍ଧି ପଥରେ ମହିଳା

ରାଜ୍ୟରେ ମହିଳା ମାନେ ଏବେ ସଶକ୍ତ ହେବା ସହ ନିଜେ ସ୍ବାବଲମ୍ବୀ ହୋଇ ରୋଜଗାରର ନୂଆ ଦିଶା ପାଇଛନ୍ତି। JSW ଏ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଛି। ଜଗତସିଂହପୁର ଜିଲ୍ଲାରେ ମା ମାନେ ନିଜର ସ୍ଵୟଂ ସହାୟକ ଗୋଷ୍ଠୀ ସାହାଯ୍ୟ ରେ JSW ର ସହଯୋଗରେ ଛତୁ ଉତ୍ପାଦନ କରିପାରୁଛନ୍ତି। ୪୫
Read More...

୪୪ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରୁଛନ୍ତି ମିଶନ ଶକ୍ତି ମହିଳା

ରାଜ୍ୟରେ ମହିଳା ମାନଙ୍କ ବିକାଶର ଗାଥା ଏବେ କାହାକୁ ଅଛପା ନାହିଁ । ମିଶନ୍‌ ଶକ୍ତି ଏ ଦିଗରେ ଏକ ବିରାଟ ଭୂମିକା ନିଭାଉଛି । ରାଜ୍ୟରେ ନାରୀ ମାନଙ୍କୁ ସ୍ୱାବଲମ୍ବୀ କରିବା ହେଉ ଅବା ବିକାଶ ପଥରେ ମିଶନ୍‌ ଶକ୍ତିର ଭୂମିକା ଅତୁଳନୀୟ । ଦେଶ ଏବେ ୭୭ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି
Read More...