ସମ୍ମାନିତ ହେଲେ ୩୦ ଟି ଶ୍ରେଷ୍ଠ ମିଶନ ଶକ୍ତି ମହିଳା ଗୋଷ୍ଠୀ

ଦୁଇ ଦିନ ଧରି ଚାଲୁଥିବା ଆନ୍ତର୍ଜତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ରେ, ଦ୍ୱିତୀୟ ଦିନରେ, “SHG ନେତୃତ୍ୱାଧୀନ ମିଲେଟ୍ ଆଧାରିତ ଉଦ୍ୟୋଗୀ” ଉପରେ ଅଧିବେଶନରେ 1500 ରୁ ଅଧିକ ମିଶନ୍ ଶକ୍ତିର ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟ ଅଂଶଗ୍ରହଣ କରିଥିଲେ । ଅଧିବେଶନ ସମୟରେ ମିଶନ ଶକ୍ତି, ମହିଳା ଏବଂ ଶିଶୁ ବିକାଶ ର ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଓଡିଶାର ୩୦ ଟି ଶ୍ରେଷ୍ଠ ମିଶନ ଶକ୍ତି ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଯେଉଁମାନେ ମିଲେଟ ଭିତ୍ତିକ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବାରେ ଉନ୍ନତି ଆଣିଛନ୍ତି ଏବଂ ଅସଂଖ୍ୟ ମହିଳାଙ୍କ ଜୀବିକା ବୃଦ୍ଧିରେ ସହଯୋଗ କରି ମହିଳା ମାନଙ୍କୁ ସଶକ୍ତିକରଣ ଓ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିଛନ୍ତି।

Spread the love

Leave a Comment

Your email address will not be published. Required fields are marked *

Scroll to Top
×