ରାଜ୍ୟ ସରକାରଙ୍କ ଧାନ ପରବର୍ତ୍ତୀ ପଡିଆ ଜମି ପରିଚାଳନା
ଧାନ ପରବର୍ତ୍ତୀ ପଡିଆ ଜମିରେ ମୁଗ, ବିରି ଏଵଂ ଡାଲି ଜାତୀୟ ଶସ୍ୟ ଚାଷ କରିବାରେ ରାଜ୍ୟର କୃଷକମାନେ ଅଗ୍ରସର ହେଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ଚାଷୀମାନଙ୍କୁ ସାର, ବିହନ ଏବଂ ଆଧୁନିକ କୃଷି ପ୍ରଣାଳୀ ଯୋଗାଇବା ସହ ଅନେକ ସାହାଯ୍ୟ ସହଯୋଗ ମଧ୍ୟ କରୁଛନ୍ତି। ଚାଷୀମାନେ ଧାନ ପରବର୍ତ୍ତୀ!-->…
Read More...
Read More...