Browsing Tag

#naveenpattnaik

ମିଶନ ଶକ୍ତି ବଜାର ପରିଦର୍ଶନ କଲେ ବିଲ୍ ଗେଟ୍ସ

ଓଡ଼ିଶା ପରିଦର୍ଶନ ରେ ଆସି ବିଲ୍ ଗେଟ୍ସ ମିଶନ ଶକ୍ତି ବଜାର ବୁଲି ଥିଲେ। ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ତାଙ୍କୁ ସ୍ଵାଗତ କରିବା ସହ ଏହି ବଜାର ବୁଲାଇ ଦେଖାଇଥିଲେ। ରାଜ୍ୟରେ ମହିଳା ସଶକ୍ତିକରଣ କୁ ବିଲ୍ ଗେଟ୍ସ ପ୍ରଶଂସା କରିଥିଲେ। ଏଠାରେ ପହଞ୍ଚି ବିଲ୍ ଗେଟ୍ସ କୋରାପୁଟ…
Read More...

ମିଶନ ଶକ୍ତି ମା’ମାନଙ୍କ ଆକାଉଣ୍ଟକୁ ଗଲା ଟଙ୍କା

ମିଶନ ଶକ୍ତି ମା'ମାନଙ୍କ ପାଇଁ ୩ଟି ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ମିଳିବ । ଯେଉଁମାନେ ପୂର୍ବରୁ ଋଣ ବାବଦ ସୁଧ ଭରିଥିବେ, ସେମାନଙ୍କ ସୁଧ ପଇସା ଫେରସ୍ତ ହେବ। ଏ ବାବଦରେ ୧୪୫ କୋଟି ଟଙ୍କାର ସୁଧ…
Read More...

ମିଶନ ଶକ୍ତି ମହିଳାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କନଭେସନ ସେଣ୍ଟର୍, ଲୋକସେବା ସଦନ, ଭୁବନେଶ୍ୱରରେ ଏକ କାର୍ଯ୍ୟାଦେଶ ବଣ୍ଟନ ଓ ଚୁକ୍ତିନାମା ସ୍ବାକ୍ଷର ସମାରୋହ ଆୟୋଜିତ ହୋଇଛି। ଏଥିରେ ନିୟୋଜିତ ହେବାକୁ ଥିବା ୩୨୯ଟି ମିଶନ ଶକ୍ତି ଗୋଷ୍ଠୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ସହ…
Read More...

ତିନି ବର୍ଷ ବଢିଲା କାଳିଆ ଯୋଜନା ଅବଧି

ଚାଷୀଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ' କାଳିଆ ' ଯୋଜନାର ଅବଧିକୁ ଆହୁରି ୩ ବର୍ଷ ପର୍ଯ୍ୟନ୍ତ ବଢାଇଛନ୍ତି। ୨୦୨୪-୨୫ ରୁ ୨୦୨୬-୨୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାଳିଆ ଯୋଜନା ପାଇଁ ୬୦୨୯ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
Read More...

ଆଦିବାସୀଙ୍କ ୪୮,୦୧୮ ଟି କ୍ଷୁଦ୍ର ମାମଲା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଅନୁସୂଚିତ ଜନଜାତି (ଏସଟି) ସମ୍ପ୍ରଦାୟର ଲୋକଙ୍କ ବିରୋଧରେ ବିଚାରାଧୀନ କ୍ଷୁଦ୍ର ଅପରାଧ ମାମଲା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଆଦିବାସୀଙ୍କୁ ରିଲିଫ ପ୍ରଦାନ କରିବାକୁ ଓଡ଼ିଶା ସରକାର…
Read More...

ଆମ ମାଣ୍ଡିଆ , ଆମ ସମ୍ମାନ

ଯେଉଁ ଫସଲ ଦିନେ ଗରିବଙ୍କ ଖାଦ୍ୟ ବୋଲି ଲୋକଙ୍କ ଠାରୁ ଅନାଦର ପାଉଥିଲା , ଆଜି ଆପଣ ନିଜେ ଦେଖୁଥିବେ ମାଣ୍ଡିଆ ପାଇଁ କିପରି ଆଦର ବଢ଼ିଛି । ଏକଥା କେବଳ ମୁଁ କହୁନି ବରଂ ସାରା ଓଡ଼ିଶା ରେ ଏବେ ମାଣ୍ଡିଆର ବାସ ଭରିଉଠିଛି । ଲୋକଙ୍କ ଜୀବନଧାରା ସହ ମାଣ୍ଡିଆ ଏବେ ଯୋଡ଼ିହୋଇ ସାରିଛି । କେବଳ…
Read More...

ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା

ଦୀର୍ଘ ବର୍ଷର ଜମିଜମା ସମସ୍ୟାର ହେଲା ସମାଧାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ଵତନ୍ତ୍ର ସ୍ବତନ୍ତ୍ର ସମାରୋହରେ ପ୍ରଥମ ଦିନରେ ୨୬ଟି ଜିଲ୍ଲାର ୧୦ ହଜାର ସିକିମ ରୟତ ଚାଷୀଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା ୨୬ ଟି ଜିଲ୍ଲାର ୨ଲକ୍ଷ ୫୦ହଜାର ସିକିମ…
Read More...

ସମାଜର ପ୍ରଗତିରେ ମହିଳା ସଶକ୍ତିକରଣ

ଅଗ୍ରଗାମୀ ସମାଜର ସଂକେତ ମହିଳା ସଶକ୍ତିକରଣ। ମହିଳାମାନଙ୍କର ସମାନ ଅଧିକାର ନିଶ୍ଚିତ କରିବାକୁ, ମହିଳା ସଶକ୍ତିକରଣ ମହିଳାଙ୍କ ସାମାଜିକ, ଅର୍ଥନୈତିକ, ରାଜନୈତିକ ଏବଂ ଆଇନଗତ ଶକ୍ତି ବୃଦ୍ଧି ଏବଂ ଉନ୍ନତିକୁ ବୁଝାଏ। ମହିଳା ସଶକ୍ତିକରଣ ମହିଳାମାନଙ୍କୁ ଉତ୍ସ, ସମ୍ପତ୍ତି, ଆୟ ଏବଂ…
Read More...

କୃଷକ ସାଥିମାନଙ୍କ ସହାୟତା ରାଶିର ପରିମାଣ ବୃଦ୍ଧି

ବଢ଼ିଲା କୃଷକ ସାଥିଙ୍କ ଆବଶ୍ୟକୀୟ ଖର୍ଚ୍ଚ ପରିମାଣ ।ଏବେ ବର୍ଷକୁ ମିଳିବ ୧୮ ହଜାର ଟଙ୍କା ପିଛିଲା ଭାବେ ଅକ୍ଟୋବର ୨୦୨୩ରୁ ହେବ ଲାଗୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କୃଷକ ସାଥି ମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ରାଶିର ପରିମାଣ ବୃଦ୍ଧି ଘୋଷଣା କରିଛନ୍ତି। ସେମାନଙ୍କ…
Read More...