Browsing Tag

#millets

ସମ୍ବଲପୁର ଠାରେ ମଣ୍ଡିଆ ମଣ୍ଡି ଉଦ୍ଘାଟିତ

ଓଡ଼ିଶା ମିଲେଟ ମିଶନ ତରଫରୁ ସମ୍ବଲପୁର ଠାରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (ସିଡିଏଓ) ଙ୍କ ଦ୍ୱାରା ଜମନକିରା ବ୍ଲକରେ ପ୍ରଥମ ଥର ପାଇଁ ମଣ୍ଡିଆ ମଣ୍ଡି ଉଦ୍ଘାଟନ କରାଯାଇଛି । ଏଠାକାର କ୍ରୟକାରି ସଂସ୍ଥା ଭାବରେ ସଗଡେଶ୍ୱର କୃଷକ ଉତ୍ପାଦକ କମ୍ପାନୀ ଯୋଗଦେଇଛି । ସେହି ଅବସରରେ କୃଷକମାନଙ୍କୁ
Read More...

ଓଡିଶା ମିଲେଟ ମିଶନ ତରଫରୁ ଏକ ଏକ୍ସପୋଜର ପରିଦର୍ଶନରେ ଷ୍ଟୁଆର୍ଟ ସ୍କୁଲର ଛାତ୍ରଛାତ୍ରୀ

କୃଷି ଭବନରେ ଓଡିଶା ମିଲେଟ ମିଶନ ଦ୍ୱାରା ଅନୁଷ୍ଠିତ ଏକ ଏକ୍ସପୋଜର ପରିଦର୍ଶନରେ ଭୁବନେଶ୍ୱରର ଷ୍ଟୁଆର୍ଟ ସ୍କୁଲର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କୁ ନେଇ ଅନେକ ଇଣ୍ଟରାକ୍ଟିଭ୍ କାର୍ଯ୍ୟକଳାପ ଏବଂ ଲିଫଲେଟ୍ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି । ଏହାଦ୍ବାରା
Read More...

କ୍ୱିଣ୍ଟାଲ ପିଛା ମିଲେଟର ମୂଲ୍ୟ ୩୮୪୬ ଟଙ୍କାକୁ ବୃଦ୍ଧି

ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଗଠିତ ହୋଇଛି ଓଡ଼ିଶା ମିଲେଟ ମିଶନ । ‘ମିଲେଟ ବା ମାଣ୍ଡିଆ'ର ବ୍ୟବହାରିକ ଉପଯୋଗିତା ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭାଗ ପକ୍ଷରୁ ନିଆଯାଉଛି ଭିନ୍ନ ଭିନ୍ନ ପଦକ୍ଷେପ । ୨୫ ସୁଦ୍ଧା ସମସ୍ତ ୭ ଟି
Read More...

ଓଡ଼ିଶା ମିଲେଟ ମିଶନର ଅଭିନବ ପ୍ରୟାସ

ଓଡିଶା ମିଲେଟ ମିଶନ କୃଷକଙ୍କ ପାଇଁ ନୂଆ ଆୟର ସୁଯୋଗ ସୃଷ୍ଟି କରୁଥିବାବେଳେ ଓଡିଶାର କୋରାପୁଟ ଜିଲ୍ଲାରେ ରାଗି ଉତ୍ପାଦନକୁ ବୃଦ୍ଧି କରିଛି । ଏହାପୂର୍ବରୁ, କମ୍ ଉତ୍ପାଦକତା ହେତୁ, ଲାମଟାପୁଟ ବ୍ଲକର କୃଷକମାନେ କେବଳ ଘରର ବ୍ୟବହାର ପାଇଁ ରାଗି ଚାଷ କରୁଥିଲେ । ଆସ୍ପିରେସନାଲ୍ ବ୍ଲକ୍
Read More...

ମାଣ୍ଡିଆର ପ୍ରକ୍ରିୟାକରଣ ସମ୍ବନ୍ଧରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସହ ଆଲୋଚନା କଲେ ମୀରା ପରିଡ଼ା

ସଖା ଏନଜିଓର ସଭାପତି ତଥା ସହ-ପ୍ରତିଷ୍ଠାତା ମୀରା ପରିଡ଼ା, କୃଷି ବିଭାଗର ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ସହ ସାକ୍ଷାତ କରି ମିଲେଟର ମୂଲ୍ୟ ଶୃଙ୍ଖଳରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରିବା ପାଇଁ ସହଯୋଗ କରିବାକୁ ସମ୍ଭାବ୍ୟ କ୍ଷେତ୍ର ବିଷୟରେ ଆଲୋଚନା
Read More...

ମୁଖ୍ୟମନ୍ତ୍ରୀ ମକା ଯୋଜନା ମାଧ୍ୟମରେ ଚାଷୀ ହେଉଛନ୍ତି ସଫଳ

ଗଜପତି ଜିଲ୍ଲାର ମୋହନ ଅଞ୍ଚଳର ମହିଳା ଚାଷୀମାନେ ମକା ଚାଷ କରି ସଫଳ ହୋଇପାରିଛନ୍ତି । ୨୦୨୩ରେ ଆରମ୍ଭ ହୋଇଥିବା ମଦର ଟେରେସା ମହିଳା ସଙ୍ଘର ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀ ମକା ଯୋଜନା ଅଧୀନରେ ୨୦୦ ଏକର ଜମିରେ ମକା ଚାଷ କରି ପାଖାପାଖି ଦୁଇ ଶହ ପ୍ୟାକେଟ ମକା ବଜାରକୁ ପଠାଇସାରିଛନ୍ତି । ଏହି
Read More...

ରାଜ୍ୟରେ ନାରୀ ମାନଙ୍କର କୃଷି କ୍ଷେତ୍ରରେ ଯୋଗଦାନ ଅତୁଳନୀୟ – ରାଜ୍ୟପାଳ

ଚାଷ, ପଶୁପାଳନ, ମତ୍ସ୍ୟପାଳନ ଆଦି ଜୀବନଜୀବିକା ର ପ୍ରମୁଖ ଆଧାର । ଗତ କିଛିବର୍ଷରେ ଏ କ୍ଷେତ୍ରରେ ହୋଇଥିବା ପ୍ରଗତି ଯୋଗୁ ଓଡ଼ିଶା ୬ଥର କେନ୍ଦ୍ର ସରକାରଙ୍କ ଠାରୁ 'କୃଷି କର୍ମଣ ପୁରସ୍କାର' ପାଇଛି । ରାଜ୍ୟରେ ନାରୀ ମାନଙ୍କର ମଧ୍ୟ ଏ କ୍ଷେତ୍ରରେ ଅବଦାନ ଅଧିକ ବୋଲି 'କୃଷି ଓଡ଼ିଶା ୨୦୨୪'ର
Read More...

ମାଣ୍ଡିଆ କୁ ନେଇ ଏକ ନୂଆ ପ୍ରାୟାସ

ମାଣ୍ଡିଆରେ ତିଆରି ବିଭିନ୍ନ ଖାଦ୍ୟ ଓ ଶ୍ନାକ୍ସ ପରେ ଏବେ ଆଉ ଏକ ନୂଆ ଜିନିଷ ଦେଖିବାକୁ ମିଳିଛି । ମାଣ୍ଡିଆ ଭଳି ପୁଷ୍ଟିଶସ୍ୟରେ ତିଆରି ହୋଇଛି ଗହଣା । କାନଫୁଲ, ହାର, ବ୍ରେସଲେଟ୍‌, ଲକେଟ୍ ଆଦି ଅଳଙ୍କାର । ସରକାରୀସ୍ତରରେ ମାଣ୍ଡିଆର ପ୍ରଚାର ପ୍ରସାର କରାଯିବା ସହ ୨୦୨୩ ବର୍ଷକୁ ମାଣ୍ଡିଆ
Read More...