Browsing Tag

#millets

ସବୁଶ୍ରେଣୀର ଲୋକଙ୍କର ପ୍ରଥମ ପସନ୍ଦ ମାଣ୍ଡିଆ

ସମୟ ବଦଳୁଛି । ଲୋକଙ୍କ ଜୀବନ ଜିଇଁବାର ଢ଼ାଂଚା ବି ପରିବର୍ତ୍ତନ ହେଉଛି । ଏହି ପରିବର୍ତ୍ତିତ ଜୀବନ ଚର୍ଯ୍ୟା ଭିତରେ ଲୋକଙ୍କ ଖାଦ୍ୟ ଶୈଳୀ ବା ଖାଦ୍ୟରୁଚି ମଧ୍ୟ ବଦଳିଛି । ଏବେ ସମାଜର ସବୁ ବର୍ଗ ଆଉ ସବୁ ଶ୍ରେଣୀର ଲୋକ ମାଣ୍ଡିଆକୁ ପସନ୍ଦ ତ କରୁଛନ୍ତି ଏହା ସହ ମାଣ୍ଡିଆକୁ ନିଜ ଦୈନନ୍ଦିନ
Read More...

ଇ-କମର୍ସ ସହ ଯୋଡ଼ି ହେବ ଓଡ଼ିଶା ମିଲେଟ୍ସ

ରାଜ୍ୟରେ ଓଡ଼ିଶା ମିଲେଟ ମିଶନ ଏବେ ସଫଳତାର ମହକ ବୁଣୁଛି । ରାଜ୍ୟ ତଥା ରାଜ୍ୟ ବାହାରେ ଏବେ ମିଲେଟର ପ୍ରଶଂସା । ଘରେ ଘରେ ମାଣ୍ଡିଆର ବଢ଼ୁଛି ଆଦର । ଏବେ ଏହାକୁ ବିଶ୍ୱର କୋଣ ଅନୁକୋଣରେ ପହଁଚାଇବା ପାଇଁ ରାଜ୍ୟ ସରକାର ଅନେକ ପନ୍ଥା ଆପଣାଉଛନ୍ତି । ଏବେ ଇ-କମର୍ସ ସହ ଯୋଡ଼ି ହେବ ଓଡ଼ିଶା
Read More...

ରାଜ୍ୟରେ ମହକ ବୁଣୁଛି ମାଣ୍ଡିଆ

ଏଇ କିଛି ଦିନ ତଳେ ଗଜପତି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ବ୍ଲକରେ ପରିଦର୍ଶନ କଲା ବେଳେ ମାଣ୍ଡିଆ ପ୍ରତି ଲୋକଙ୍କ ଭଲପାଇବାକୁ ଆଖିରେ ଦେଖିଥିଲି । ଆମେ ସହରର ଚାକଚକ୍ୟ ଭିତରେ ମାଣ୍ଡିଆ ପାଇଁ ଯେତିକି ପାଗଳ ହେଉଛନ୍ତି ସେମାନେ ପିଲାଟି ଦିନରୁ ଏବେ ଯାଏଁ ତା ଠାରୁ ଅଧିକ ମୋହରେ ବନ୍ଧା ।
Read More...

ନଭେମ୍ବର ୯ରୁ ଦୁଇ ଦିନିଆ ଆନ୍ତର୍ଜାତୀୟ ମିଲେଟ ସମ୍ମିଳନୀ

ରାଜ୍ୟରେ ମିଲେଟ ମିଶନ ଏବେ ଚାଷୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସ୍ୱର ହୋଇସାରିଲାଣି । ମାଣ୍ଡିଆର ପ୍ରଚାର ,ପ୍ରସାର ଓ ଗୁଣବତ୍ତା ଉପରେ ସମସ୍ତେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ମିଳିତ ଜାତିସଂଘ ପରୁ ଚଳିତ ବର୍ଷକୁ ଆନ୍ତର୍ଜାତାୟ ମିଲେଟ ବର୍ଷ ଭାବେ ଘୋଷଣା କରାଯାଇଥିବା ବେଳେ ଏହି
Read More...

ମହିଳାଙ୍କୁ ସଶକ୍ତ,ସମୃଦ୍ଧ ଓ ସ୍ୱାବଲମ୍ବୀ କରିବାରେ ମାଣ୍ଡିଆର ଭୂମିକା ଅନନ୍ୟ : କୃଷି ମନ୍ତ୍ରୀ

ଫାର୍ମରୁ ପ୍ଲେଟ ଯାଏଁ ମାଣ୍ଡିଆର ଯାତ୍ରା ସତରେ ଏକ ପ୍ରଶଂସନୀୟ ତଥା ସ୍ୱାଗତଯୋଗ୍ୟ ପଦକ୍ଷେପ । ଓଡ଼ିଶା ମିଲେଟ ମିଶନ ଏ ଦିଗରେ ସଫଳତାର ସହ କାର୍ଯ୍ୟ କରୁଛି । ୨୦୨୩କୁ ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ଭାବରେ ପାଳନ କରାଯାଉଛି । ଓଡ଼ିଶା ଏବେ ମାଣ୍ଡିଆ ଉତ୍ପାଦନରେ ବେଶ ଉଲ୍ଲେଖନୀୟ ପ୍ରଦର୍ଶନ
Read More...

ରାଜ୍ୟସଭାରେ ଓଡ଼ିଶା ମିଲେଟ ମିଶନର ପ୍ରଶଂସା

ଓଡ଼ିଶା ମିଲେଟ ମିଶନ ଏବେ ଏକ ବିପ୍ଲବରେ ପରିଣତ ହେଲାଣି । ଫାର୍ମରୁ ପ୍ଲେଟ ଯାଏଁ ମାଣ୍ଡିଆ ଆଜି ସଫଳତାର ଗୀତ ଗାଉଛି । ମିଶନ୍‌ ଶକ୍ତି ,କୃଷି ବିଭାଗ, ମହିଳା ଓ ଶିଶୁ ବିକାଶ ପରି ବିଭନ୍ନ ବିଭାଗ ମାନେ ଏବେ ଏହି ସଫଳତାରେ ଯୋଡ଼ି ହୋଇଛନ୍ତି । ମାନ୍ୟବର ରାଜ୍ୟସଭା ସାଂସଦ ସୁଜିତ କୁମାର ଆଜି
Read More...

ରାଜ୍ୟରେ କୃଷି ଓ କୃଷକର ବିକାଶରେ ଓଡିଶା ମିଲେଟ୍‌ ମିଶନ

ଓଡ଼ିଶା ମିଲେଟ ମିଶନ ଏବେ ଏକ ବିପ୍ଲବରେ ପରିଣତ ହେଲାଣି । ଫାର୍ମରୁ ପ୍ଲେଟ ଯାଏଁ ମାଣ୍ଡିଆ ଆଜି ସଫଳତାର ଗୀତ ଗାଉଛି । ମିଶନ୍‌ ଶକ୍ତି ,କୃଷି ବିଭାଗ, ମହିଳା ଓ ଶିଶୁ ବିକାଶ ପରି ବିଭନ୍ନ ବିଭାଗ ମାନେ ଏବେ ଏହି ସଫଳତାରେ ଯୋଡ଼ି ହୋଇଛନ୍ତି । ଆମ ରାଜ୍ୟର ମିଲେଟ ମିଶନ ଏବେ ୧୯ଟି ଜିଲ୍ଲାରେ
Read More...