Browsing Tag

#farming

ବୈଜ୍ଞାନିକ ଜ୍ଞାନ କୌଶଳ ଦ୍ୱାରା କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ହୋଇପାରିବ : କୃଷି ମନ୍ତ୍ରୀ

ଓୟୁଏଟିର ୬୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ରାଜ୍ୟ ସରକାର କୃଷି ଓ କୃଷକଙ୍କ ପରିଶ୍ରମ , ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟକ୍ରମ ତଥା ବୈଜ୍ଞାନିକ ଜ୍ଞାନ କୌଶଳ ଦ୍ୱାରା ଉତ୍ପାଦନ ବୃଦ୍ଧି ପାଇବ ବୋଲି କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର
Read More...

ଚାଷୀଙ୍କ ଅଭିବୃଦ୍ଧି ଦିଗରେ ରାଜ୍ୟ ସରକାରଙ୍କ ନୂଆ ପ୍ରୟାସ

କୃଷି ଓ କୃଷକ ମାନଙ୍କର ହିତ ସାଧନ ନିମନ୍ତେ ରାଜ୍ୟ ସରକାର ସବୁବେଳେ ପ୍ରତିଶ୍ରୁତି ବଦ୍ଧ । ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କୃଷକ ମାନଙ୍କର ଆର୍ଥିକ ଅଭିବୃଦ୍ଧି ପାଇଁ ଧ୍ୟାନ ଦେଇ ଆସୁଛନ୍ତି । ଚାଷ କାର୍ଯ୍ୟକୁ ସହଜ ସରଳ ଓ ସୁଗମ କରିବା ଦିଗରେୀ ରାଜ୍ୟ ସରକାର ୧ ଲକ୍ଷ ଟଙ୍କା ଯାଏଁ ବିନା
Read More...

ରୋଷ ବଗିଚାରେ ଔଷଧି

ବୃକ୍ଷ ଏବଂ ଗୁଳ୍ମ ମାନେ ଆୟୁର୍ବେଦର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଜଡି଼ତ ଅଟନ୍ତି I ବିଭିନ୍ନ ପ୍ରକାର ରୋଗର ଆଶୁ ଚିକିତ୍ସା ଠାରୁ ଆରମ୍ଭ କରି ପୀଡା ଉପଶମ, ଏପରିକି ବର୍ଦ୍ଧିତ ଓଜନ ଜନିତ ସମସ୍ୟାରୁ ମୁକ୍ତି ପାଇବାରେ ଏଗୁଡିକ ବିଶେଷ ଉପଯୋଗୀ ହେଇଥାନ୍ତି I ଭାରତବର୍ଷ ଓ ଚୀନରେ ଏହି ସବୁ ଔଷଧୀୟ
Read More...

ଗୁମୁରି ଗୁମୁରି କାନ୍ଦୁଛି ଚାଷୀ

ଚାଷୀ ଏମିତି ଜଣେ ମଣିଷ ଯିଏ ସହଜରେ ନିଜ ଦୁଃଖ ପ୍ରକାଶ କରିପାରେ ନାହିଁ । ସେ ଏମିତି ଏକ ବ୍ୟକ୍ତିତ୍ୱ ଯିଏ ସଫଳ ହୋଇ ବି ସଫଳତା କଣ ଜାଣିନି । ବିଶେଷତଃ ଆମ ରାଜ୍ୟରେ ପ୍ରାକୃତିକ ଦୁର୍ବିପାକ ସବୁ ସମୟରେ ଦେଖିବାକୁ ମିଳେ ସତ କିନ୍ତୁ ଚାଷୀ କେବେ ଥକିନି କି ବସିନି। ନିଜର ମାଟି ପ୍ରତି , ଜାତି
Read More...

ବନ୍ୟା ପରେ ଧାନରେ ଲେଡ଼ା ପୋକ ଦମନ

ବନ୍ୟା ପରେ ଲେଡ଼ା ପୋକ ସଂକ୍ରମଣ ଚିହ୍ନଟ କରିବା ପାଇଁ କ୍ଷେତ୍ରଗୁଡିକର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରି ସମାଧାନ କରାଯାଇପାରିବ | ଉପଯୁକ୍ତ କୀଟନାଶକ ଔଷଧ ଯେପରିକି ଫୋସଲେନ (୩୫ ଇ.ସି ଏକର ପିଛା ୬୦୦ ମି.ଲି) କିମ୍ବା କାର୍ବାରିଲ (୫୦ ଡବ୍ଲୁ.ପି ଏକର ପିଛା ୪୦୦ ଗ୍ରା.) କିମ୍ବା
Read More...

ରାଜ୍ୟ ସରକାରଙ୍କ ଫସଲ ବୀମା ଯୋଜନା ପଂଜିକରଣର ଶେଷ ତାରିଖ ଆଜି

ଚାଷୀ ପଂଜିକରଣ ନେଇ ଜୁଲାଇ ୩୧ ତାରିଖ ଶେଷ ତାରିଖ ଥିବା ବେଳେ ଏହାର ଅବଧିକୁ ଅଗଷ୍ଟ ୫ ଯାଏଁ ବଢ଼ାଇଦିଆଯାଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଫସଲ ବୀମା ଯୋଜନାରେ ଚାଷୀ ଭାଇ ମାନେ ପଂଜିକରଣ କରନ୍ତୁ । ଚଳିତ ଖରିଫରେ ୨ ହେକ୍ଟର ଯାଏଁ ଆଠ ଟି ବୀମାଯୁକ୍ତ ଫସଲର ପ୍ରିମିୟମ ଭରିବେ
Read More...

ରାଜ୍ୟରେ ଅଣଧାନ ଚାଷକୁ ପ୍ରୋତ୍ସାହନ

ଚାଷ ଓ ଚାଷୀର ବିକାଶ ଦିଗରେ ରାଜ୍ୟ ସରକାର ସୁବବେଳେ ନିଜର ଉଦ୍ୟମ ଜାରି ରଖିଛନ୍ତି । ବର୍ତ୍ତମାନ ସମୟରେ ଚାଷୀ ମାନଙ୍କୁ ଅଣଧାନ ଚାଷ ଦିଗରେ ପ୍ରୋତ୍ସାହନ ମିଳିବା ସହ ସହଯୋଗ ଏବଂ ସହାୟତା ମଧ୍ୟ ମିଳୁଛି । ଏଥିପାଇଁ ମାର୍କଫେଡ଼ ଜରିଆରେ ୫୦୦କୋଟିର ପାଣ୍ଠି ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା
Read More...

ଚାଷ ଜମିରେ ସୁନା ଫଳାଉଛନ୍ତି ମିଶନ୍‌ ଶକ୍ତି ମହିଳା

ରାଜ୍ୟରେ ମହିଳା ମାନଙ୍କର ବିକାଶ ପାଇଁ ମିଶନ୍‌ ଶକ୍ତି ଜରିଆରେ ମହିଳା ମାନେ ସ୍ୱାବଲମ୍ବୀ ହେବା ସହ ରୋଜଗାରକ୍ଷମ ହୋଇପାରୁଛନ୍ତି । ମହିଳା ସଶକ୍ତିକରଣର ବାର୍ତ୍ତା ଦେଇ ମା ମାନେ ଆଜି ଉଦ୍ୟୋଗର ମହକ ବୁଣୁଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ପାଖାପାଖି ୨୫୦୦୦ ମିଶନ୍‌ ଶକ୍ତି ମହିଳା ଏବେ ୧୭ଟି
Read More...

ଅଗଷ୍ଟ ୫ ଯାଏଁ ବଢ଼ିଲା ଫସଲ ବୀମାର ପଂଜିକରଣ ଅବଧି

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପଂଜିକରଣ ଅବଧି ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ଅନୁରୋଧକୁ ରକ୍ଷା କରି କେନ୍ଦ୍ର ସରକାର ଏହି ସମୟ ଅବଧିକୁ ବଢାଇଛନ୍ତି । ଚାଷୀ ପଂଜିକରଣ ନେଇ ଜୁଲାଇ ୩୧ ତାରିଖ ଶେଷ ତାରିଖ ଥିବା ବେଳେ ଏହାର ଅବଧିକୁ ଅଗଷ୍ଟ ୫ ଯାଏଁ ବଢ଼ାଇଦିଆଯାଇଛି । ରାଜ୍ୟ ସରକାର
Read More...