Browsing Tag

#farming

ଛାତ୍ରଛାତ୍ରୀଙ୍କ ମନରେ ମିଲେଟ ପାଇଁ ଉତ୍କଣ୍ଠା

ରାଜ୍ୟରେ ଓଡ଼ିଶା ମିଲେଟ ମିଶନ ଏବେ ସମସ୍ତଙ୍କ ଭିତରେ ମାଣ୍ଡିଆ ପାଇଁ ଏକ ଅପୂର୍ବ ସମ୍ମୋହନ ସୃଷ୍ଟି କରିଛି । ସଭିଙ୍କ ଖାଦ୍ୟପେୟରେ ମାଣ୍ଡିଆକୁ ସାମିଲ କରିବାର ଛୁଙ୍କ୍‌ ସତରେ ନିଆରା । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ ଆଉ ବୟସ୍କ ସବୁଠି ମାଣ୍ଡିଆକୁ ନେଇ ସମାନ ଉତ୍ସାହ । ଏହି
Read More...

ଜଳବାୟୁ ପରିବର୍ତ୍ତନ ଆଣୁଛି ଚାଷରେ ପରିବର୍ତ୍ତନ

ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ପ୍ରସଙ୍ଗ ଭାବରେ ଉଭା ହୋଇଛି ଜଳବାୟୁ ପରିବର୍ତ୍ତନ । ରାଜ୍ୟରେ ଅଗଷ୍ଟ ସୁଦ୍ଧା ନିଅଣ୍ଟିଆ ବଷାର୍ର ଯୋଗୁଁ ଚାଷୀକୁଳ ମଧ୍ୟରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିଅଣ୍ଟିଆ ବର୍ଷା ସାଙ୍ଗକୁ ତାପମାତ୍ରାର ଅହେତୁକ ବୃଦ୍ଧି ହିଁ ଚାଷ ଉଜାଡୁଛି । ପ୍ରାୟ ୧୮ଟି
Read More...

ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣକୁ ଜି.ଆଇ ଟ୍ୟାଗ୍‌

କୃଷି ପ୍ରଧାନ ରାଜ୍ୟ ଓଡ଼ିଶା ସବୁବେଳେ ନିଜର ସ୍ୱତନ୍ତ୍ର୍ର ପରିଚୟ ସୃଷ୍ଟି କରିଛି । ରାଜ୍ୟର କୁଶଳୀ ଚାଷୀ ମାନଙ୍କ ଦ୍ୱାରା ଉତ୍ପାଦିତ ଉତ୍ପାଦ ଦେଶ ବିଦେଶରେ ସୁନାମ ରଚିଛି । ସଫଳ କୃଷକଙ୍କ ଗାଥା ରାଜ୍ୟ ତଥା ରାଜ୍ୟ ବାହାରେ ଗୁଂଜରିତ ହେଉଛି । ଏହି ଉପକ୍ରମରେ ନୟାଗଡ଼ ଜିଲ୍ଲାର
Read More...

ମିଲେଟ୍‌ ପ୍ୟାକେଜିଂ ପାଇଁ ଆଇ.ଆଇ.ପି ସହ ବୁଝାମଣା ପତ୍ର ସ୍ୱାକ୍ଷରିତ

ରାଜ୍ୟରେ ମିଲେଟ ମିଶନ ଓ ମିଶନ ଶକ୍ତି ଏବେ ସଫଳତାର ଫର୍ଦ୍ଦ ଯୋଡ଼ି ଚାଲୁଛନ୍ତି । ରାଜ୍ୟର ମହିଳା ଗୋଷ୍ଠୀ ମାନଙ୍କ ଦ୍ୱାରା ମିଶନ୍‌ ଶକ୍ତି ପରିଚାଳନା ହେଉ ଅବା ଗାଁ ଗାଁରେ ମିଲେଟ ଶକ୍ତି କାଫେ ଏବେ ସାଧାରଣରେ ଲୋକଙ୍କ ମନ ମୋହିଛି । ତେବେ ମିଲେଟ ଶକ୍ତି ଦ୍ୱାରା ଉତ୍ପାଦିତ ଦ୍ରବ୍ୟର
Read More...

କିପରି କରିବେ ପାଳଛତୁ ଚାଷ

ଛତୁ ଚାଷ କଣ ପାଇଁ –ଓଡ଼ିଶାରେ ବିଭିନ୍ନ ଋତୁରେ ବିଭିନ୍ନ ପନିପରିବା , ଫୁଲ , ଫଳ ଇତ୍ୟାଦି ଚାଷ କରାଯାଇଥାଏ । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଭାବେ ଶସ୍ୟ ଜାତୀୟ ଫସଲ ଉତ୍ପାଦନରେ ବେଶ ଆଗରେ ଅଛି । କିନ୍ତୁ ଛତୁ ଚାଷ ଏପରି ଏକ ମାଧ୍ୟମ ଯାହା ଦ୍ୱାରା ବେକାର ଯୁବକ ଯୁବତୀ ମାନେ ସହଜରେ
Read More...

ଡାଲି ଜାତୀୟ ଫସଲରେ ଝାଉଁଳା ରୋଗ

ଝାଉଁଳା ରୋଗ :ଏହା ଏକ କବକ ଜନିତ ରୋଗ । ଏହା ହରଡ଼ ଓ ବୁଟ ଫସଲର ମୁଖ୍ୟ ରୋଗ ଅଟେ । ଏହି ରୋଗର ପ୍ରଥମ ଅବସ୍ଥାରେ ଗଛରୁ ପତ୍ର ଗୁଡ଼ିକ ହଳଦିଆ ପଡ଼ିବା ଆରମ୍ଭ କରେ ଏବଂ ଶେଷରେ ସମ୍ପୂର୍ଣ୍ଣ ଝାଉଁଳି ପଡ଼ି ମରିଯାଏ । ଆକ୍ରାନ୍ତ ଗଛର କାଣ୍ଡକୁ କାଟି ଦେଖିଲେ କାଣ୍ଡର ଭିତର ଅଂଶରେ କଳା ଗାର ଗାର
Read More...

ବିଶ୍ୱ ପାକଶାଳା ବଗିଚା ଦିବସର ଶୁଭେଚ୍ଛା

ଆଜିକାଲି ନିଜ ବ୍ୟସ୍ତ ବହୁଳ ସମୟ ଭିତରେ ମଣିଷ ଟିକେ ବି ଖାଲି ସମୟ କାଢ଼ିବା ଅତି କଷ୍ଟକର କାର୍ଯ୍ୟ । ସମୟର ସୀମିତତା ମଧ୍ୟରେ ଏବେ ନିଜ ଘର ଚାରିପଟ ବାଡ଼ିବଗିଚାର ବି ଯତ୍ନ ନେବା ସମ୍ଭବପର ନୁହଁ । ଆଗରୁ ଏକପ୍ରକାର ସମୟ ଥିଲା ଲୋକେ ଯେତେ କାର୍ଯ୍ୟବ୍ୟସ୍ତତାରେ ରହିଲେ ବି ସକାଳୁ କିଛି ସମୟ
Read More...