Browsing Tag

#farming

ମାଣ୍ଡିଆ ରାଣୀ ରାଇମତି ଘିଉରିଆ

ଲକ୍ଷ୍ୟ କଲେ ଜଣାପଡ଼ିବ ଯେ ବର୍ଷ ବର୍ଷ ଧରି ଅଧିକ ବିକ୍ରି ହୋଇ ଆସିଥିବା ଚାଉଳ ଏବଂ ଗହମ ରୁ ଲୋକମାନେ ମିଲେଟକୁ ଚାଲିଆସିଛନ୍ତି । ନିକଟରେ ହୋଇଥିବା ଜି-୨୦ ସମ୍ମିଳନୀରେ ଭାରତ, ଅଷ୍ଟ୍ରେଲିଆ, ଚୀନ୍, ଇଟାଲୀ ଏବଂ ୟୁରୋପୀୟ ୟୁନିଅନ୍ ଭଳି ଦେଶରୁ ପ୍ରତିନିଧୀମାନେ ଯୋଗ ଦେଇଥିଲେ । ଏହି
Read More...

ମିଲେଟ ମିଶନର ସଫଳତା ଦିଗରେ ସରକାରଙ୍କ ଅଭିନବ ପ୍ରୟାସ

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମିଲେଟ୍ (କ୍ଷୁଦ୍ର ଖାଦ୍ୟ ଶସ୍ୟ) ଜାତୀୟ ଖାଦ୍ୟର ପ୍ରଚାରପ୍ରସାର ଓ ଖାଦ୍ୟ ଥାଳିରେ କ୍ଷୁଦ୍ର ଶସ୍ୟର ପୁନରୁଦ୍ଧାର ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ଓଡ଼ିଶା ମିଲେଟ୍ ମିଶନ୍’। ବର୍ତ୍ତମାନ ରାଜ୍ୟର ୧୪ଟି ଜିଲ୍ଲାର ୭.୬ଟି ବ୍ଲକରେ
Read More...

ଜାତୀୟ କୃଷକ ଦିବସ ଉପଲକ୍ଷେ କୃଷକ ଭାଇ ଓ ଭଉଣୀ ମାନଙ୍କୁ ଅନେକ ଶୁଭେଚ୍ଛା

ଜଣେ କୃଷକ କେବଳ ଜଣେ କୃଷକ ନୁହଁନ୍ତି, ସେ ହେଉଛନ୍ତି ମାନବ ସଭ୍ୟତାର ପ୍ରତିଷ୍ଠାତା । ସେମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତଥାପି ସେ ହାର ନମାନି ନିଜର କୃଷି ପ୍ରତି ଥିବା ଭଲପାଇବାକୁ ଆପଣାଇ ନେଇଥାନ୍ତି । ଶୀତଦିନର ଥଣ୍ଡା ଏବଂ ଗ୍ରୀଷ୍ମର ଉତ୍ତାପ
Read More...

କୋରାପୁଟ କଫି ବୋର୍ଡ ପରିଦର୍ଶନ କଲେ ରାଜ୍ୟପାଳ

ମାନ୍ୟବର ରାଜ୍ୟପାଳ ଶ୍ରୀ. ରଘୁବର ଦାସ କୋରାପୁଟରେ କଫି ବୋର୍ଡ ପରିଦର୍ଶନ କରିଛନ୍ତି । ସେ ପଞ୍ଜୀସିଲର ଆଦିବାସୀ କଫି ଚାଷୀ, ବାଡା କେରେଙ୍ଗା ର ସ୍ଵଂୟ ସହାୟକ ଗୋଷ୍ଠୀ ର ସଦସ୍ୟଙ୍କ ସହ ଆଲୋଚନା କରି ଉପଯୁକ୍ତ ବ୍ରାଣ୍ଡିଂ ମାଧ୍ୟମରେ କୋରାପୁଟ କଫିକୁ ପ୍ରୋତ୍ସାହିତ କରିବାକୁ ସେ ପରାମର୍ଶ
Read More...

ଗୁଣାତ୍ମକ ମାଛ ଜାଆଁଳ ଉତ୍ପାଦନ ଉପରେ ରାଜ୍ୟ ସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ

କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଭୁବନେଶ୍ୱରଠାରେ ମାଛ ଜାଆଁଳ ହ୍ୟାଚେରୀ ଅଂଶୀଦାରମାନଙ୍କ ଗୁଣାତ୍ମକ ମାଛ ଜାଆଁଳ ଉତ୍ପାଦନ ଉପରେ ରାଜ୍ୟସ୍ତରୀୟ କର୍ମଶାଳାର ଉଦ୍ଘାଟନୀ ସମାରୋହରେ ଯୋଗଦେଇ ରାଜ୍ୟରେ ମତ୍ସ୍ୟ ଉତ୍ପାଦନର ବିଭିନ୍ନ ଦିଗରେ ଆଲୋଚନା କରିଥିଲେ । ରାଜ୍ୟରେ ଋତୁକାଳୀନ ଓ ଆଗୁଆ
Read More...

ଓୟୁଏଟି କୃଷି-ଶିକ୍ଷା ମେଳା ଅନୁଷ୍ଠିତ

ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓଡିଶାର ଉଦ୍ୟାନ କୃଷି ନିର୍ଦ୍ଦେଶକ, ଓୟୁଏଟି ର କୁଳପତି; ସମ୍ପ୍ରସାରଣ ଶିକ୍ଷାର ଡିନ୍; ରିସର୍ଚ୍ଚ ଡିନ୍ ଏବଂ ଅନ୍ୟ ହିତାଧିକାରୀ ମାନଙ୍କ ଉପସ୍ଥିତିରେ ଓୟୁଏଟି କୃଷି-ଶିକ୍ଷା ମେଳା ୨୦୨୩ ର ଉଦଘାଟନ
Read More...

ମୋଟ ଘରୋଇ ଉତ୍ପାଦରେ କୃଷିର ଅଂଶ ୧୫% କୁ ହ୍ରାସ ପାଇଛି – ଅର୍ଜୁନ ମୁଣ୍ଡା

ଶିଳ୍ପ ଏବଂ ସେବା କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହେତୁ ଭାରତର ମୋଟ ଘରୋଇ ଉତ୍ପାଦ (GDP) ରେ କୃଷିର ଅଂଶ ୧୯୯୦-୯୧ ମସିହାଠାରେ ୩୫ ପ୍ରତିଶତରୁ 15 ପ୍ରତିଶତକୁ ହ୍ରାସ ପାଇଛି ବୋଲି ସରକାର ସୂଚନା ଦେଇଛନ୍ତି। ଅର୍ଥନୀତିର ମୋଟ ମୂଲ୍ୟ (GVA) ରେ କୃଷିର ଅଂଶ ୧୯୯୦-୯୧ ମସିହାରେ ୩୫% ରୁ ୨୦୨୨-୨୩
Read More...

ମାଣ୍ଡିଆ ଚାଷୀଙ୍କ ସହ ଆଲୋଚନା କଲେ କୃଷି ବିଭାଗ ମୁଖ୍ୟ ଶାସନ ସଚିବ

କୃଷି ବିଭାଗର ମୁଖ୍ୟ ଶାସନ ସଚିବ କୋରାପୁଟ, ନୟାଗଡ଼, ବରଗଡ ଓ କନ୍ଧମାଳର ମାଣ୍ଡିଆ ଚାଷୀଙ୍କ ସହ କଥାବାର୍ତ୍ତା ହୋଇଥିଲେ ଏବଂ ସେମାନଙ୍କୁ କୃଷି ଭିତ୍ତିକ ଆବଶ୍ୟକତା ଯୋଗାଇଦେବା ପାଇଁ ଆଲୋଚନା କରିଥିଲେ । ଉକ୍ତ ଜିଲ୍ଲାର କୃଷକମାନେ ସରକାରଙ୍କୁ ପ୍ରଶଂସା କରିବା ସହ ସ୍ଥାନୀୟ ଜମିର ସଂରକ୍ଷଣ
Read More...

୧୮ ତମ ରାଜ୍ୟ ସ୍ତରୀୟ ସଶକ୍ତିକରଣ କମିଟି ବୈଠକ ଅନୁଷ୍ଠିତ

୧୮ ତମ ରାଜ୍ୟ ସ୍ତରୀୟ ସଶକ୍ତିକରଣ କମିଟି ବୈଠକ କୃଷି ବିଭାଗର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଦ୍ୟାନ କୃଷିର ସମନ୍ୱିତ ବିକାଶ ପାଇଁ ମିଶନ ( ଜାତୀୟ ଉଦ୍ୟାନ କୃଷି ମିଶନ ) ର ସଂଶୋଧିତ ବାର୍ଷିକ କାର୍ଯ୍ୟ ଯୋଜନା, ଆଗ ଧାଡ଼ି ପ୍ରଦର୍ଶନୀ ପ୍ରକଳ୍ପ ଏବଂ
Read More...

ଶୀତଦିନିଆ ଲାଭବାନ ଫସଲ – ଗେଣ୍ଡୁଫୁଲ ଚାଷ

ଦେଶରେ ଫୁଲ ଚାଷର ଏକ ଅଲଗା ମହତ୍ତ୍ଵ ରହିଛି । ଏହା ଭିତରେ କେତେଜଣ ଚାଷୀ ଗେଣ୍ଡୁଫୁଲ ଚାଷ ମଧ୍ୟ କରିଥାନ୍ତି । କମ୍ ଖର୍ଚ୍ଚରେ ଅଧିକ ଲାଭ ହେଉଥିବା ଯୋଗୁ ଚାଷୀମାନଙ୍କ ଭିତରେ ଫୁଲଚାଷ କରିବାର ଉତ୍ସୁକତା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସମୟରେ ଗେଣ୍ଡୁଫୁଲ ର ଚାହିଦା ବଢ଼ିବାରେ ଲାଗିଛି
Read More...