ମାଣ୍ଡିଆ ଚାଷୀଙ୍କ ସହ ଆଲୋଚନା କଲେ କୃଷି ବିଭାଗ ମୁଖ୍ୟ ଶାସନ ସଚିବ

କୃଷି ବିଭାଗର ମୁଖ୍ୟ ଶାସନ ସଚିବ କୋରାପୁଟ, ନୟାଗଡ଼, ବରଗଡ ଓ କନ୍ଧମାଳର ମାଣ୍ଡିଆ ଚାଷୀଙ୍କ ସହ କଥାବାର୍ତ୍ତା ହୋଇଥିଲେ ଏବଂ ସେମାନଙ୍କୁ କୃଷି ଭିତ୍ତିକ ଆବଶ୍ୟକତା ଯୋଗାଇଦେବା ପାଇଁ ଆଲୋଚନା କରିଥିଲେ । ଉକ୍ତ ଜିଲ୍ଲାର କୃଷକମାନେ ସରକାରଙ୍କୁ ପ୍ରଶଂସା କରିବା ସହ ସ୍ଥାନୀୟ ଜମିର ସଂରକ୍ଷଣ ଉପରେ ପଦକ୍ଷେପ ଓ ସ୍ଥାନୀୟ କିସମର ବିହନ ବ୍ୟାଙ୍କ ଏବଂ ଜୈବ ଚାଷ ପାଇଁ ସହାୟତା ଲୋଡିଥିଲେ ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×