୧୮ ତମ ରାଜ୍ୟ ସ୍ତରୀୟ ସଶକ୍ତିକରଣ କମିଟି ବୈଠକ ଅନୁଷ୍ଠିତ

0

୧୮ ତମ ରାଜ୍ୟ ସ୍ତରୀୟ ସଶକ୍ତିକରଣ କମିଟି ବୈଠକ କୃଷି ବିଭାଗର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଦ୍ୟାନ କୃଷିର ସମନ୍ୱିତ ବିକାଶ ପାଇଁ ମିଶନ ( ଜାତୀୟ ଉଦ୍ୟାନ କୃଷି ମିଶନ ) ର ସଂଶୋଧିତ ବାର୍ଷିକ କାର୍ଯ୍ୟ ଯୋଜନା, ଆଗ ଧାଡ଼ି ପ୍ରଦର୍ଶନୀ ପ୍ରକଳ୍ପ ଏବଂ ବିଭିନ୍ନ ଅମଳ ପରବର୍ତ୍ତୀ ପରିଚାଳନା ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା । ଉଦ୍ୟାନ କୃଷିର ନିର୍ଦ୍ଦେଶକ ତଥା ଅନ୍ୟାନ୍ୟ ପ୍ରମୁଖ ଅଧିକାରୀ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

18 + six =