କୋରାପୁଟ କଫି ବୋର୍ଡ ପରିଦର୍ଶନ କଲେ ରାଜ୍ୟପାଳ

ମାନ୍ୟବର ରାଜ୍ୟପାଳ ଶ୍ରୀ. ରଘୁବର ଦାସ କୋରାପୁଟରେ କଫି ବୋର୍ଡ ପରିଦର୍ଶନ କରିଛନ୍ତି । ସେ ପଞ୍ଜୀସିଲର ଆଦିବାସୀ କଫି ଚାଷୀ, ବାଡା କେରେଙ୍ଗା ର ସ୍ଵଂୟ ସହାୟକ ଗୋଷ୍ଠୀ ର ସଦସ୍ୟଙ୍କ ସହ ଆଲୋଚନା କରି ଉପଯୁକ୍ତ ବ୍ରାଣ୍ଡିଂ ମାଧ୍ୟମରେ କୋରାପୁଟ କଫିକୁ ପ୍ରୋତ୍ସାହିତ କରିବାକୁ ସେ ପରାମର୍ଶ ଦେଇଛନ୍ତି ଏବଂ ସିମିଳୀଗୁଡାର ଜଣେ ଚାଷୀଙ୍କୁ ବୃକ୍ଷ ପଟ୍ଟା ପ୍ରମାଣପତ୍ର ମଧ୍ୟ ବଣ୍ଟନ କରିଛନ୍ତି ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×